Browsing Category
ଖବର
ଶୁକ୍ରବାର ଏହି ସମୟ ପର୍ଯ୍ୟନ୍ତ ରହିବ ନବମୀ ତିଥି, କରନ୍ତୁ ଏପରି କାମ, ରହିବନି ଧନର ଅଭାବ
ଓଡ଼ିଶାଭାସ୍କର: ଜୁନ୍ ୨୦ ଶୁକ୍ରବାର ଦିନ ହେଉଛି ଆଶାଢ କୃଷ୍ଣ ପକ୍ଷର ନବମୀ ତିଥି। ଏହି ନବମୀ ତିଥି ଶୁକ୍ରବାର ଦିନ ସକାଳ ୯.୫୦ ପର୍ଯ୍ୟନ୍ତ ରହିବ। ଏହାପରେ ଦଶମୀ ତିଥି ଆରମ୍ଭ ହେବ।
ଏହିଦିନ ଅର୍ଥାତ୍ ଶୁକ୍ରବାର ଦିନ…
ରାତି ପାହିଲେ ଖୋଲିବ ସ୍କୁଲ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଭଳି କହିଲା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ
ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବଡ଼ ଘୋଷଣା କରିଛନ୍ତି । କଟକ, ଯାଜପୁର ଓ ଭଦ୍ରକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍କୁଲ ବନ୍ଦ ରହିବା ନେଇ କହିଛନ୍ତି ।
ସେହିପରି…
ଭାରତର ଏକ ଚମତ୍କାର ମନ୍ଦିର, ରାହୁ ଦେବଙ୍କ ମୂର୍ତ୍ତିକୁ କ୍ଷୀର ଅର୍ପଣ କଲେ କେତୁ ଗ୍ରହର କୁପ୍ରଭାବରୁ ମୁକ୍ତି ମିଳିଥାଏ
ନୂଆଦିଲ୍ଲୀ: ବୈଦିକ ଜ୍ୟୋତିଷ ଅନୁସାରେ, କୁଣ୍ଡଳୀର ନଅଟି ଗ୍ରହ ମଧ୍ୟରୁ, ଦୁଇଟି ଗ୍ରହ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ଭାବରେ ବିବେଚନା କରାଯାଏ । ଯଦି ରାହୁ ଏବଂ କେତୁ କୁଣ୍ଡଳୀରେ ଖରାପ ସ୍ଥିତିରେ ଥାଆନ୍ତି, ତେବେ…
ବିମାନ ଦୁର୍ଘଟଣା, ୭ ଦିନ ପରେ ଭଙ୍ଗା ହଷ୍ଟେଲ ଘରୁ ମିଳିଲା ଜେଜେମା’ ଓ ନାତୁଣୀଙ୍କ ମୃତଦେହ !
ଅହମ୍ମଦାବାଦ: ୭ ଦିନ ପରେ ଭଙ୍ଗା ହଷ୍ଟେଲ ଘରୁ ମିଳିଲା ଜେଜେମା, ନାତୁଣୀଙ୍କ ପୋଡ଼ା ମୃତଦେହ। ଆପଣ ଭାବୁଛନ୍ତି ନା ଘଟଣାଟି କ'ଣ? ତେବେ ଘଟଣାଟି ହେଉଛି ଅହମ୍ମଦାବାଦ ବିମାନ ଦୁର୍ଘଟଣା ସହ ଜଡ଼ିତ।
ଅହମ୍ମଦାବାଦରୁ…
Air India CEOଙ୍କ ବଡ଼ ଘୋଷଣା, କହିଲେ କ୍ରାସ ହୋଇଥିଲା AI-171ବିମାନରେ ନଥିଲା ଯାନ୍ତ୍ରିକ ତ୍ରୁଟି
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସିଇଓ ଏବଂ ଏମ୍ଡି କ୍ୟାମ୍ପବେଲ ୱିଲସନ୍ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଅହମ୍ମଦାବାଦରେ ଦୁର୍ଘଟଣା ହୋଇଥିବା ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା ।
AI-171 ଫ୍ଲାଇଟରେ…
ଡିଜେ ଗାଡ଼ି ସାଜିଲା କାଳ, ବରଯାତ୍ରୀଙ୍କ ଉପରେ ଗଛ ପଡ଼ି ଜଣେ ମୃତ, ୪ ଆହତ
ତେଲକୋଇ: ହସ ଖୁସିରେ ବରଯାତ୍ରୀ ବାହାରିଲେ। ଡିଜେ ସାଙ୍ଗକୁ ବ୍ୟାଣ୍ଡ ବାଜା, ନାଚ ଗୀତର ଆସର ମଧ୍ୟ ଜମିଥିଲା। ହେଲେ କିଏ ଜାଣିଥିଲା ଯେଉଁ ଡିଜେର ତାଳେ ତାଳେ ବର ବାହାରିଥିଲା ସେହି ଡିଜେ ଗାଡ଼ି ହିଁ ବରଯାତ୍ରୀଙ୍କ ପାଇଁ…
ସର୍ଭାଇକାଲ୍ ଆର୍ଥରାଇଟିସ୍ର ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ଦେବୀଙ୍କ ଦାୟିତ୍ବ ଦଳ ଉପରେ ପକାଇବକି ବଡ଼ ପ୍ରଭାବ?
ଭୁବନେଶ୍ବର: ଅସୁସ୍ଥ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ନବୀନ । ଚିକିତ୍ସା ପାଇଁ ମୁମ୍ବାଇ ଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ଏହାରି ଭିତରେ ଏକ…
ଡ୍ରେନ୍ ଖୋଳୁ ଖୋଳୁ ମାଟି ତଳେ ଚାପି ହୋଇ ମରିଗଲେ ଶ୍ରମିକ, ଭାଇରାଲ ହେଉଛି ମୃତ୍ୟୁ ବେଳର ସିସିଟିଭି ଭିଡ଼ିଓ
ମୁମ୍ୱାଇ: ଭୟଙ୍କର ମୃତ୍ୟୁର ସିସିଟିଭି ଭିଡ଼ିଓ ଭାଇରାଲ। କାମ କରିବା ସମୟରେ ଶ୍ରମିକ ଉପରେ ଧସିଲା ମାଟି। ଚାହୁଁ ଚାହୁଁ ଆଖି ପିଛୁଳାକେ ପୋତି ହୋଇ ମରିଗଲେ କାମ କରୁଥିବା ବ୍ୟକ୍ତି ଜଣକ। ଯାହାର ସିସିଟିଭି ଭିଡ଼ିଓ ଏବେ…
ମଙ୍ଗଳ ଗ୍ରହରେ ଛତୁ, ଭାଇରାଲ ହେଉଛି ନାସାର ଏକ ଫଟୋ
ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଛତୁ। ଏହି କଥାଟି ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଛିନା। ଲାଗିବା ବି ସ୍ୱଭାବିକ। ନାସାର କ୍ୟୁରିଓସିଟି ରୋଭର ଦ୍ୱାରା ଉଠାଯାଇଥିବା ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଅବଶ୍ୟ…
HIV ନିବାରଣରେ ଏକ ବଡ଼ ସଫଳତା, Lenacapavir ଇଞ୍ଜେକ୍ସନକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: HIV ଏକ ବିପଦପୂର୍ଣ୍ଣ ଭାଇରସ । ଆଜି ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା ପାଇଁ କୌଣସି ଔଷଧ କିମ୍ବା ଟିକା ତିଆରି ହୋଇନାହିଁ । ଯଦିଓ ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼…