Browsing Category
ଖବର
ଗୋପାଳପୁର ବେଳାଭୂମିରେ ଦୁଷ୍କର୍ମ ମାମଲା: ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ବର: ଗୋପାଳପୁର ଗଣଦୁଷ୍କର୍ମ ମାମଲା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି । ସମସ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିବା ବେଳେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…
କାଦୁଅ ଜୋତା ପିନ୍ଧି ଘରକୁ ପଶିଲେ, ବୋହୂ ଠାରୁ ମାଡ଼ ଖାଇଲେ
ଉତ୍ତରପ୍ରଦେଶ: କାଦୁଅ ଜୋତା ପିନ୍ଧି ଘରକୁ ପଶିଲେ, ବୋହୂ ଠାରୁ ମାଡ଼ ଖାଇଲେ। ଏଭଳି ଏକ ବିବାଦୀୟ ଘଟଣା ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ଘର ପୋଛା ହେଉଥିବା ସମୟରେ ଶ୍ୱଶୁର ବାହାରୁ ଘରକୁ…
ବିମାନରେ ଗରମ କଫି ପଡ଼ି ଗୁରୁତର ହେଲେ ୭୮ ବର୍ଷୀୟ ବୃଦ୍ଧା, ଏୟାରଲାଇନ୍ସ ବିରୋଧରେ ୮୩ କୋଟି ଟଙ୍କାର ମାମଲା
ନୂଆଦିଲ୍ଲୀ: ବିମାନ ଯାତ୍ରାରେ ସାମାନ୍ୟ ଅସୁବିଧା ସାଧାରଣ । କିନ୍ତୁ ଅସାବଧାନତା ହେଲେ ମାମଲା ଗମ୍ଭୀର ହୋଇଯାଏ । ନ୍ୟୁୟର୍କର ଏକ ବୃଦ୍ଧ ଦମ୍ପତିଙ୍କ ସହିତ ସମାନ ଘଟଣା ଘଟିଛି, ଯାହାଙ୍କର ଏକ ଦୁର୍ଘଟଣା ଯୋଗୁଁ କ୍ରୁଜ୍…
ଅମାନୁଷିକ କାଣ୍ଡ: 80 ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, 4 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
ଚେନ୍ନାଇ: ତାମିଲନାଡ଼ୁରେ ଚାଞ୍ଚଲ୍ୟ । 80 ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ । ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ତାମିଲନାଡ଼ୁ କୁଡ୍ଡାଲୋରର ପାନରୁଟ୍ଟୀ ଅଞ୍ଚଳରେ । ବୃଦ୍ଧା ମହିଳା ତାଙ୍କ ପୁଅ ସହିତ ରହୁଥିଲେ।…
ବୁଲେଟ ରାଣୀଙ୍କ ଜଲୱା, ବୁଲେଟ ଚଢି ଆସିଲେ, ପରୀକ୍ଷା ହଲରେ ପଶିଲେ
ଉତ୍ତର ପ୍ରଦେଶ: ବୁଲେଟ ଚଢି ଆସିଲେ, ପରୀକ୍ଷା ହଲରେ ପଶିଲେ.. ସେ ପୁଣି ଆଉ 5 ମିନିଟ ବାକି ଥିବାବେଳେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲି କଲେଜରେ। କଲେଜରେ ପରୀକ୍ଷା ହେଉଥିବା ସମୟରେ ଏକ…
RRB Recruitment 2025: ସରକାରୀ ଚାକିରି ଖୋଜୁଛନ୍ତି କି? ଆସିଲା ବିଜ୍ଞପ୍ତି, ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଯଦି ଆପଣ ରେଳବାଇରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ମହାନ ସୁଯୋଗ । ରେଳବାଇ ନିଯୁକ୍ତି ବୋର୍ଡ (RRB) ସାରା ଦେଶର ଯୁବକମାନଙ୍କ ପାଇଁ ଟେକ୍ନିସିଆନ୍ ଗ୍ରେଡ୍-1…
In-Office Sex: ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ ଖୁଲାସା, ସିକ୍ ଡେ ବଦଳରେ କର୍ମଚାରୀ ଚାହାନ୍ତି ସେକ୍ସ ଡେ
ନୂଆଦିଲ୍ଲୀ: ଏଡୁବାର୍ଡ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଜେନ ଜେଡ ଠାରୁ ଆରମ୍ଭ କରି ବେବି ବୁମର୍ସ ପର୍ଯ୍ୟନ୍ତ ସମସ୍ତ ପିଢ଼ିର କର୍ମଚାରୀମାନେ ସିକ୍ ଡେ ବଦଳରେ ସେକ୍ସ ଡେ ସପକ୍ଷରେ ରହିଛନ୍ତି ।…
ମୁଣ୍ଡରେ କାଉ ବସିବ, ପରିବାର ଲୋକଙ୍କ ମୃତ୍ୟୁ ହେବ, ଜାଣନ୍ତୁ ପୁରା ଘଟଣା
ମଧ୍ୟପ୍ରଦେଶ: ମଣିଷ ମୁଣ୍ଡରେ କାଉ ବସିବ, ପରିବାରରେ ଅନ୍ଧକାର ଖେଳିଯିବ। ଏହି ବିଷୟକୁ ନେଇ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଗହବାରା ଗାଁର 68 ବର୍ଷୀୟ କାମତା ଶୁକ୍ଲା କୁହନ୍ତି ଯେ, ତାଙ୍କ ପୂର୍ବପୁରୁଷଙ୍କଠାରୁ…
ଭୁବନେଶ୍ବରରେ ମୁଣ୍ଡ ନେଉଛି ବିଷାକ୍ତ ମଦ, ବିଦେଶୀ ମଦ ଦୋକାନ ସିଲ କଲା ଅବକାରୀ ବିଭାଗ
ଭୁବନେଶ୍ବର: ଭୁବନେଶ୍ବରରେ ବିଷାକ୍ତ ମଦ ପିଇ 2 ଜଣଙ୍କ ମୃତ୍ୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ ଅପମିଶ୍ରିତ ମଦ ପିଇ 2 ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 4 ଦିନ ତଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ…
ଅଧା କଞ୍ଚା- ଅଧା ରନ୍ଧା ଫିସ୍ ଡିସ୍, ଖାଇଲାବେଳେ ଆଖି ବୁଲାଉଛି ମାଛ
ଓଡିଶା ଭାସ୍କର: ଅଧା ଜୀବିତ, ଅଧା ମୃତ ଫିସ ଡିସ। ଏପରି ଅଜବ ଡ଼ିସ କେବେ ଆପଣ ଦେଖିଛନ୍ତି କି? ସାଧାରଣତଃ ଅଜବ ଖାଦ୍ୟ କ୍ଷେତ୍ରରେ ଚୀନକୁ କାହା ସହ ତୁଳନା କରିହେବ ନାହିଁ। ସେଠାକାର ଲୋକମାନେ ପୋକ, ଜୋକ, କୁକୁର, ବିଲେଇ,…