Browsing Category

ଖବର

(Video) ପାକ୍ ଡିଜି ଆଇଏସପିଆରଙ୍କ ଦାବି ଉପରେ ପ୍ରତିକ୍ରିୟା: ‘ଟାର୍ଗେଟ କିଲିଂରେ ଭାରତର ସମ୍ପୃକ୍ତିର ଅଖଣ୍ଡ ପ୍ରମାଣ’

ନୂଆଦିଲ୍ଲୀ: ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସ୍ପିଆର୍)ର ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ଅହମ୍ମଦ ଶରିଫ ଚୌଧୁରୀଙ୍କ ବୟାନ ପରେ ପାକିସ୍ତାନ ପୁଣି ଥରେ ବିବାଦରେ ଫସିଯାଇଛି। ମେଜର ଜେନେରାଲ ଚୌଧୁରୀ ଦାବି…

ଇଂଲଣ୍ଡ ଦଳରୁ ଖେଳିବେ ଭାରତର ଏହି ଷ୍ଟାର କ୍ରିକେଟର: ଆଇପିଏଲ ମଝିରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ ବର୍ତ୍ତମାନ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ତେବେ ଆଗକୁ ଟି-୨୦ ବିଶ୍ୱକପ ରହିଥିବା ବେଳେ ଟିମ ଇଣ୍ଡିଆର ଜଣେ ଷ୍ଟାର କ୍ରିକେଟର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ ଜାରି ରହିଥିବା ବେଳେ…

(Video) ରସଗୋଲା ପାଇଁ ଭାଙ୍ଗିଲା ବାହାଘର; ବେଦୀରୁ ଉଠିଗଲା ମଙ୍ଗୁଳା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

ଓଡ଼ିଶା ଭାସ୍କର: ବାହାଘର ଭାଙ୍ଗିଦେଲା ରସଗୋଲା। ସରିଗଲା ମିଠା, ଫେରିଗଲା ବର। ବରଯାତ୍ରୀ ମିଠା ଖାଇବାକୁ ନପାଇବାରୁ ବର ନିଜେ ଆସି କନ୍ୟାଘର ଲୋକଙ୍କ ସହ ହଙ୍ଗାମା କରିଥିଲେ। ଏସବୁ ଦେଖି ରାଗିଯାଇଥିଲେ କନ୍ୟା , ବାହା…

ମୋଦୀଙ୍କ ଅମ୍ବାନୀ-ଆଦାନୀ ମନ୍ତବ୍ୟର ଜବାବ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନର ଜବାବ ରଖିଛନ୍ତି, ଯେଉଁଥିରେ ସେ ଆଦାନୀ-ଅମ୍ବାନୀଙ୍କ ନାମ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି ସୋସିଆଲ ମିଡିଆ ସାଇଟ୍ ଏକ୍ସରେ…

ଇସ୍ତଫା ଦେଲେ ସାମ୍ ପିତ୍ରୋଦା: ବିବାଦ ପରେ ଛାଡ଼ିଲେ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ(ଆଇଓସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସାମ୍ ପିତ୍ରୋଦା ।କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

(Video) କାହିଁକି ନିର୍ବାଚନୀ ଟିକେଟ ପାଇଲେନି ଅନୁଭବ? ପାରିବାରିକ ବିବାଦ ନଷ୍ଟ କରୁଛି ରାଜନୈତିକ କ୍ୟାରିୟର!

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିରେ କମ୍ପୁଛି ପ୍ରଚାର ମଇଦାନ । ବିଭିନ୍ନ ଦଳର ବଡ଼ ବଡ଼ ନେତା ଓଡ଼ିଶାର ଅନେକ ସ୍ଥାନରେ ଦଳ ପାଇଁ ପ୍ରଚାର କରିବାରେ ମାତିଛନ୍ତି । କିନ୍ତୁ ଏହାଭିତରେ ଭାଙ୍ଗି ପଡ଼ିଛନ୍ତି କେନ୍ଦ୍ରପଡ଼ା ସାଂସଦ…

ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କ ବିରୋଧରେ ଜାରି ହେଲା ସମନ; ୭ ଦିନ ମଧ୍ୟରେ ହେବେ ହାଜର

ବେଙ୍ଗାଲୁରୁ: କର୍ଣ୍ଣାଟକ ପୋଲିସ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କୁ ସମନ ଜାରି କରିଛି। ଉଭୟ ନେତାଙ୍କୁ ୭ ଦିନ ମଧ୍ୟରେ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ ପୋଲିସ…

(Video) ପୁଅ ଦ୍ୱିତୀୟ ଥର ବାହା ହେଉଥିଲା; ଜେଲକୁ ଘୋଷାଡ଼ି ଘୋଷାଡ଼ି ନେଇଗଲା ବାପା…

ଭଦ୍ରକ: ଦ୍ୱିତୀୟ ଥର ପୁଅ ବାହା ହେଉଥିଲା। ଲୁଚି ଲୁଚି କୋର୍ଟରେ ମ୍ୟାରେଜ କରୁଥିଲା। ହେଲେ ଖବର ପାଇ ପହଞ୍ଚି ଯାଇଥିଲେ ବାପା। ଆଉ ତାପରେ କିଛି ଏମିିତି ଦୃଶ୍ୟ ଦେଖିବାକୁ ମିଳିଛି। ପୁଅର ସାର୍ଟକୁ ଧରି ଘୋଷାଡ଼ି ଘୋଷାଡ଼ି…

ଟି-୨୦ କ୍ରିକେଟରେ ସର୍ବଶ୍ରେଷ୍ଠ ମ୍ୟାଚ୍: ୬ ବ୍ୟାଟର ୦ରେ ଆଉଟ, ଦେଖନ୍ତୁ ମ୍ୟାଚ ରେଜଲ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଟି-୨୦ ଫର୍ମାଟ କ୍ରିକେଟ ଖୁବ ଲୋକପ୍ରିୟତା ହାସଲ କରିଛି । ଏହି ଫର୍ମାଟରେ ମ୍ୟାଚର ପତ୍ୟେକ ବଲ୍ ସମ୍ପୂର୍ଣ୍ଣ ଇନିଂସର ଗତିପଥ ବଦଳାଇ ଦେଇଥାଏ । ସେଥିପାଇଁ ଟି-୨୦ ମ୍ୟାଚରେ ପ୍ରତି ଓଭରରେ…

(Video) କାଳବୈଶାଖୀ କ’ଣ ଓ କାହିଁକି ହୁଏ ? ଜାଣନ୍ତୁ କେବେ ଅନୁଭବ ହୁଏ ଏହି କାଳବୈଶାଖୀର ପ୍ରଭାବ

ଓଡ଼ିଶା ଭାସ୍କର: କାଳବୈଶାଖୀ ବା ନର ୱେଷ୍ଟର । ଯାହାକି ବେଳ ବୁଡିଲାମାନେ ତାଣ୍ଡବ ରଚିବା ଆରମ୍ଭ କରି ଦେଉଛି । ହଠାତ୍ ଅକାଶରୁ ଖରା କୁଆଡେ ଉଭେଇ ଯାଇ ମାଡି ଆସୁଛି କିଟିମିଟି ଅନ୍ଧାର, ବିଜୁଳି ଘଡଘଡି ମାଡରେ ଅକାଶ ଥରି…