fbpx
BSKY
BJD SHG SKY
BJD MC SKY
Browsing Category

ଖବର

ସାଂସଦ ରମେଶ ମାଝୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଉମରକୋଟ: ସାଂସଦ ରମେଶ ମାଝୀଙ୍କ ଉପରକୁ ଅଣ୍ଡାମାଡ଼ କରି ବିରୋଧ ପ୍ରଦର୍ଶନ କରାଯାଇଛି । ଝରିଗାଁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ଅଣ୍ଡାମାଡ଼ କଲେ ଲୋକେ । ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଧୁମାମ ଗାଁ ଦେଇ ଗଲାବେଳେ…

ୟୁପି ଲଖୀମପୁର ହିଂସାକାଣ୍ଡ ମାମଲା: ଜେଲରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଏକ ନୂଆ ଅପଡେଟ୍ ଆସିଛି । ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ଜାମିନ୍ ମିଳିଛି । କେନ୍ଦ୍ର…

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା: କୋହଲି ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ

ଦୁବାଇ: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଆଇସିସି ଦିନିକିଆ ମାନ୍ୟତାରେ ପୂର୍ବପରି ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନ ବଜାୟ ରଖିପାରିଛନ୍ତି । ତେବେ…

ରାଜ୍ୟର ବଢ଼ୁଛି ମୃତ୍ୟୁ, କମୁଛି ସଂକ୍ରମଣ: ଆଜି ଚିହ୍ନଟ ହେଲେ ୧୭୧୨ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

(Video) ଏହି ୨୦ଟି ଗୀତ ପାଇଁ ସୁର ସାମ୍ରାଜ୍ଞୀ ଲତା ରହିବେ ଯୁଗ ଯୁଗ ପାଇଁ ଚିର ଅମର

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ସଙ୍ଗୀତ ଜଗତ ପାଇଁ ଆଜି ଏକ ଦୁଃଖଦ ଦିବସ । ୭୦ ବର୍ଷ ଧରି କୋଟି କୋଟି ଜନତାଙ୍କୁ ନିଜର ସୁମଧୁର ସ୍ୱରରେ ମନ୍ତ୍ରମୁଗ୍ଧ କରି ରଖିଥିବା ଏକ ତାରକା ଉପରେ ସବୁଦିନ ପାଇଁ ଛାଇ…

ଚାକିରି ଖୋଜୁ ଖୋଜୁ ଯୁବତୀ ଦେଇ ଦେଲେ ବ୍ୟାଙ୍କା ଓ ଆଧାର ଡିଟେଲ୍, ଆକାଉଣ୍ଟରୁ ଟଙ୍କା ଖାଲି କରିଦେଲେ ସାଇବର ଲୁଟେରା

ଭବାନୀପାଟଣା (ଭାସ୍କର ନ୍ୟୁଜ): ଚାକିରି ଦେବା ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟି ନେଲେ ଟଙ୍କା । ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଲୁଟେରାଙ୍କ ଆତଙ୍କରାଜ । ଆଖି ପିଛୁଳାକେ ଲୁଟି ନେଉଛନ୍ତି ଜୀବନ ଜାକର ସଞ୍ଚିତ…

ରାଜଧାନୀରେ ଫିଲ୍ମ ଷ୍ଟାଇଲ୍ କ୍ରାଇମ୍: ବିବିଏ ଛାତ୍ରଙ୍କୁ ଅପହରଣ ପରେ ୩୦ ଲକ୍ଷ ଦାବି କଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ରାଜଧାନୀରେ ଜଣେ ବିବିଏ ଛାତ୍ରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି । ଅପହରଣକାରୀମାନେ ୩୦ ଲକ୍ଷ ଟଙ୍କା ଦାବି କରିଥିବା…

ଆଇନ ନମାନିଲେ ଭାରତ ଛାଡ: Twitterକୁ କୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ପୁଣି ଥରେ କୋର୍ଟଙ୍କ ରୋଷର ଶିକାର ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟ୍ଟର । ଭାରତୀୟ ଆଇନ ନ ମାନିଲେ ଆପଣ ଭାରତ ଛାଡନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ନ୍ୟାୟପାଳିକା…

କେନ୍ଦ୍ର ବଜେଟ୍ ୨୦୨୨-୨୩: ହୀରା, କୃଷି ଉପକରଣ, ମୋବାଇଲ୍ ଚାର୍ଜର୍ ହେଲା ଶସ୍ତା

ନୂଆଦିଲ୍ଲୀ: ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି ଉପକରଣ, ମୋବାଇଲ୍ ଚାର୍ଜର୍, ଚମଡ଼ା ସାମଗ୍ରୀ ଶସ୍ତା ହେବ । ଖାଲି ସେତିକି ନୁହେଁ ଏଣିକି କପଡ଼ା,…

ଲଦାଖରେ ନିର୍ମାଣ ହେବ ଆଷ୍ଟ୍ରୋଟର୍ଫ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ ଓ ଓପନ୍‌ ସିନ୍ଥେଟିକ ଟ୍ରାକ୍‌ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଖୁବଶୀଘ୍ର ଓପନ ସିନ୍ଥେଟ୍ରିକ ଟ୍ରାକ୍‌ ଓ ଆଷ୍ଟ୍ରୋଟର୍ଫ ଫୁଟବଲ ଷ୍ଟାଡିୟମ ନିର୍ମାଣ କରାଯିବ । ଲଦାଖର ୧୧,୦୦୦ ଫୁଟ…