fbpx
BSKY
BJD SHG SKY
BJD MC SKY
Browsing Category

ଖବର

ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଲେ ପଞ୍ଜାବ ନିର୍ବାଚନ ଆୟୋଗ

ଚଣ୍ଡିଗଡ: ପଞ୍ଚାବ ନିର୍ବାଚନ ଆୟୋଗ ଅକାଳି ଦଳର ଅଭିଯୋଗ କ୍ରମେ ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି। କେଜ୍ରିଓ୍ଵାଲ…

ୟୁକ୍ରେନ ଉପରେ ସାଇବର ଆଟାକ୍‌: ସରକାରୀ ୱେବ୍‌ସାଇଟ୍‌ ଓ ବ୍ୟାଙ୍କ୍‌ ସେବା ପ୍ରଭାବିତ

ୟୁକ୍ରେନ୍‌: ୟୁକ୍ରେନ ଉପରେ ସାଇବର ଆଟାକ୍‌ ହେବା ଫଳରେ ସେଠାକାର ସରକାରୀ ୱେବ୍‌ସାଇଟ୍‌ ଓ ବ୍ୟାଙ୍କ୍‌ ସେବା ବ୍ୟାପକ ପ୍ରଭାବିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ…

ଦଳରୁ ବାହାରିବେ କୋହଲି: ଉତ୍ତର ରଖିଲେ ନିଜେ ଅଧିନାୟକ, ରାଗିଯାଇ ଏମିତି ରିଆକ୍ସନ ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏବେ ବିରାଟ ଖୁବ ଖରାପ ଫର୍ମ ଦେଇ ଗତି କରୁଛନ୍ତି । କ୍ରିକେଟର ୩ଟି ଯାକ ଫର୍ମାଟରେ କୋହଲିଙ୍କର…

ଭୋଟ୍‌ ପାଇଁ ଛୁଟି ଘୋଷଣା: ସରକାରୀ ଓ ବେସରକାରୀ କର୍ମଚାରୀ ବି ପାଇବେ ଛୁଟି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି । ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏ ନେଇ ରାଜ୍ୟର ସମସ୍ତ…

ଚାଷୀଙ୍କ ପାଇଁ ଖୁସିଖବର ! ଟ୍ରାକ୍ଟର କିଣିବା ଉପରେ ସରକାର ଦେବେ ୫୦% ସବସିଡି, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ: ଚାଷୀଙ୍କ ରୋଜଗାର ବଢ଼ାଇବା ଓ ଆର୍ଥିକ ସାହାଯ୍ୟ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ପିଏମ କିଷାନ ଅଧିନରେ ବାର୍ଷିକ ସେମାନଙ୍କ ଆକାଉଣ୍ଟକୁ ୬୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି ।…

ସାଂସଦ ରମେଶ ମାଝୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଉମରକୋଟ: ସାଂସଦ ରମେଶ ମାଝୀଙ୍କ ଉପରକୁ ଅଣ୍ଡାମାଡ଼ କରି ବିରୋଧ ପ୍ରଦର୍ଶନ କରାଯାଇଛି । ଝରିଗାଁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ଅଣ୍ଡାମାଡ଼ କଲେ ଲୋକେ । ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଧୁମାମ ଗାଁ ଦେଇ ଗଲାବେଳେ…

ୟୁପି ଲଖୀମପୁର ହିଂସାକାଣ୍ଡ ମାମଲା: ଜେଲରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଏକ ନୂଆ ଅପଡେଟ୍ ଆସିଛି । ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ଜାମିନ୍ ମିଳିଛି । କେନ୍ଦ୍ର…

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା: କୋହଲି ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ

ଦୁବାଇ: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଆଇସିସି ଦିନିକିଆ ମାନ୍ୟତାରେ ପୂର୍ବପରି ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନ ବଜାୟ ରଖିପାରିଛନ୍ତି । ତେବେ…

ରାଜ୍ୟର ବଢ଼ୁଛି ମୃତ୍ୟୁ, କମୁଛି ସଂକ୍ରମଣ: ଆଜି ଚିହ୍ନଟ ହେଲେ ୧୭୧୨ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

(Video) ଏହି ୨୦ଟି ଗୀତ ପାଇଁ ସୁର ସାମ୍ରାଜ୍ଞୀ ଲତା ରହିବେ ଯୁଗ ଯୁଗ ପାଇଁ ଚିର ଅମର

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ସଙ୍ଗୀତ ଜଗତ ପାଇଁ ଆଜି ଏକ ଦୁଃଖଦ ଦିବସ । ୭୦ ବର୍ଷ ଧରି କୋଟି କୋଟି ଜନତାଙ୍କୁ ନିଜର ସୁମଧୁର ସ୍ୱରରେ ମନ୍ତ୍ରମୁଗ୍ଧ କରି ରଖିଥିବା ଏକ ତାରକା ଉପରେ ସବୁଦିନ ପାଇଁ ଛାଇ…