Browsing Category

ଖବର

ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ

ନୂଆଦିଲ୍ଲୀ: କେନ୍ଦ୍ରରେ ସରକାର ଗଠନ ହେଲେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି ବୁଧବାର କଂଗ୍ରେସ ଘୋଷଣା କରିଛି । ୨୦୧୯ ନିର୍ବାଚନୀ ଇସ୍ତାହାରରେ ଏକ ଗୁରୁତ୍ୱପୂର୍ଣ୍ଣ…

ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୪ % ଡିଏ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୪ ପ୍ରତିଶତ ଡିଏ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪%କୁ ବୃଦ୍ଧି…

ଉମରାନ ମଲିକଙ୍କୁ ବିସିସିଆଇ ଦେଲା ସ୍ୱତନ୍ତ୍ର ଚୁକ୍ତି; କ’ଣ ଥିଲା କାରଣ…

ନୂଆଦିଲ୍ଲୀ: ବିସିସିଆଇ ପ୍ରାୟ ଦୁଇ ସପ୍ତାହ ତଳେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ବାର୍ଷିକ ଚୁକ୍ତି ଘୋଷଣା କରିବା ପରେ ୪ ଟି ଶ୍ରେଣୀର ମୋଟ ୩୦ ଜଣ ଖେଳାଳିଙ୍କ ବ୍ୟତୀତ ଅନ୍ୟ ୫ ଜଣ ଦ୍ରୁତ ବୋଲରଙ୍କୁ ପୃଥକ ଚୁକ୍ତି…

IPL 2024 ପାଇଁ ଜର୍ସି ଲଞ୍ଚ କଲା MI; ହେଲେ ଅଧିନାୟକ ଦାୟିତ୍ୱକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଧୋକା…

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ପାଇଁ ନୂଆ ଜର୍ସି ଲଞ୍ଚ କରିଛି । ମୁମ୍ବାଇ ଟିମ୍ ଦୀର୍ଘ ଦିନ ଧରି ନିଜର ଅନେକ ସଫଳତା ପାଇଁ ଚର୍ଚ୍ଚାରେ ରହିଛି। ଏବେ ତାର ଜର୍ସି ଲଞ୍ଚରେ ଏମିତି କିଛି ହୋଇଛି, ଯାହାକୁ…

CAAକୁ ନେଇ ମମତାଙ୍କୁ ଚେତାବନୀ ଦେଲେ ଅମିତ ଶାହା; ଯାହା ବି କର ସିଏଏ ପ୍ରତ୍ୟାହାର କରିବା ଅସମ୍ଭବ

ନୂଆଦିଲ୍ଲୀ: ସିଏଏ କୁ ନେଇ ମମତାଙ୍କୁ ଚେତାବନୀ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଶାହା କହିଛନ୍ତି ଯେ କେହି ଯାହା ବି କରିବେ, ସିଏଏ ଆଇନ କେବେ ବି ପ୍ରତ୍ୟାହାର କରାଯିବ ନାହିଁ। ଆମ ଦେଶରେ ଭାରତୀୟ ନାଗରିକତା…

BIG BREAKING…ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି କହିଲେ ମନମୋହନ । 'ସବୁ ଠିକ୍ ଚାଲିଛି, ଆମର…

ସନ୍ଦେଶଖାଲି; ବିଭିନ୍ନ ସ୍ଥାନରେ ରେଡ୍ କରୁଛି ED, ଗିରଫ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ

ସନ୍ଦେଶଖାଲି: ପଶ୍ଚିମବଙ୍ଗର ସନ୍ଦେଶଖାଲିର ଏକାଧିକ ସ୍ଥାନରେ ଚଢ଼ାଉ କରିୁଛି ଇଡି। ଗିରଫ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଜମି ଜବରଦଖଲ ମାମଲାରେ ଏହି ଚଢ଼ାଉ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଶାହଜାହାନ…

BIG BREAKING…ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ, ଜଳିଗଲା ପିକଅପ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବୋମାମାଡ଼ । ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ । ସାଇ ବିହାର ଲେନ୍‌ରେ ଏକ ଦୋକାନ ଘର ଗ୍ୟାରେଜରେ ବୋମାମାଡ଼ । ବୋମାମାଡ଼ରେ ପାଖରେ ଥିବା…

ଖୋର୍ଦ୍ଧା ବରୁଣେଇରେ 5T ଅଧ୍ୟକ୍ଷ; ମା’ଙ୍କ ଦର୍ଶନ ସହ ମନ୍ଦିରର ରୂପାନ୍ତର ପାଇଁ କଲେ ସମୀକ୍ଷା

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ଗସ୍ତରେ ନବୀନ ଓଡ଼ିଶା ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଭୋରୁ ଖୋର୍ଦ୍ଧା ବରୁଣେଇ ଗସ୍ତ କରିଛନ୍ତି । ବରୁଣେଇ ମନ୍ଦିର…

DCW vs GG: ଶେଫାଲି ବର୍ମାଙ୍କୁ ଟାର୍ଗେଟ କଲା ଗୁଜରାଟ ଜାଏଣ୍ଟସ, ୪୧ ବଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଜିତିଲା ମ୍ୟାଚ୍

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଗୁଜରାଟ ଜାଏଣ୍ଟସକୁ ପରାସ୍ତ କରିଛି। ବେଥ୍ ମୁନିଙ୍କ ନେତୃତ୍ବାଧୀନ ଗୁଜରାଟ ଜାଏଣ୍ଟସ ୭ ଓ୍ଵିକେଟରେ ପରାସ୍ତ ହୋଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜୟ ପାଇଁ ୧୨୭ ରନର ଟାର୍ଗେଟ…