fbpx
BSKY
BJD MC SKY
BJD YOUTH SKY

BIG BREAKING…ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ, ଜଳିଗଲା ପିକଅପ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବୋମାମାଡ଼ । ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ । ସାଇ ବିହାର ଲେନ୍‌ରେ ଏକ ଦୋକାନ ଘର ଗ୍ୟାରେଜରେ ବୋମାମାଡ଼ । ବୋମାମାଡ଼ରେ ପାଖରେ ଥିବା କାର୍ ଭାଙ୍ଗି ଚୁରମାର୍ ହୋଇଯାଇଛି ।

ଏଥିସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ, ନିଆଁରେ ସେଠାରେ ଥିବା ପିକଅପ୍ ସମ୍ପୁର୍ଣ୍ଣ ଜଳିଯାଇଛି । ପାଖାପାଖି ୮୦ ହଜାରରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ସୂଚନା । ଏନେଇ ଥାନାରେ ଏତଲା ହୋଇଥିବା ସୂଚନା ।

Get real time updates directly on you device, subscribe now.