Browsing Category
ଖବର
ସରିଲା ନିର୍ବାଚନ ପ୍ରଚାର, କାଲି ୧୦୬ ପୌରପାଳିକା, ୩ ମହାନଗର ପାଇଁ ହେବ ମତଦାନ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ରାଜ୍ୟର ୧୦୬ ମ୍ୟୁନିସିାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର…
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ଗଭୀର ଅବପାତ, ଘଣ୍ଟା ପ୍ରତି ୨୦ କିମି ବେଗରେ କରୁଛି ଗତି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଘନୀଭୂତ ହେଉଛି ଗଭୀର ଅବପାତ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ଓ ନିକଟବର୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ…
ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ୩ ସପ୍ତାହ ମଧ୍ୟରେ ପୀଡିତାକୁ କ୍ଷତିୂରଣ ଦିଅ
କଟକ(ଭାସ୍କର ନ୍ୟୁଜ୍): ଓଡିଶା ପିଡିତ କ୍ଷତିପୁରଣ ଯୋଜନାରେ ପିଡିତା ପରିବାରକୁ ୩ ସପ୍ତାହ ମଧ୍ୟରେ କ୍ଷତିପୁରଣ ପ୍ରଦାନ କରିବାକୁ ହାଇକୋର୍ଟ ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି । ଜଣେ ଆବେଦନକାରୀଙ୍କ ପକ୍ଷରୁ…
ବୁଧବାରଠୁ ଓଡ଼ିଶାର ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ, ୫ ଦିନ ଧରି ଚାଲିବ
ଜଟଣୀ,(ଭାସ୍କର ନ୍ୟୁଜ୍) : ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆସନ୍ତା ୨୩ ତାରିଖ ବୁଧବାର ରାତିରେ ଆତସବାଜି ପ୍ରଦର୍ଶନ ସହ ଜମିବ । ଚଳିତବର୍ଷ ମେଳଣ ୫ ଦିନଧରି ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ…
ନକଲି ପୋଲିସ ଅଧିକାରୀ ଗିରଫ, ବିଳାପୂର୍ଣ୍ଣ ହୋଟେଲରେ କରୁଥିଲା ମଉଜମସ୍ତି, ବିଲ୍ ଦେବା ନାଁ କରୁଥିଲା ସାଇବର ଠକେଇ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ନିଜକୁ ଜଣେ ପୋଲିସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ତାରକା ହୋଟେଲରେ ମଉଜମସ୍ତି କରୁଥିଲା । ମାତ୍ର ବିଲ୍ ଦେବା ବେଳକୁ ଅନ୍ଲାଇନ୍ ପେମେଣ୍ଟ ଆଳରେ ଠକେଇ କରୁଥିଲା । ଏଭଳି ଜଣେ ସାଇବର…
୨୬ରୁ ଅଗ୍ନିବର୍ଷା , ୪୫ଡିଗ୍ରୀ ଟପିବ ରାଜଧାନୀର ତାପମାତ୍ରା ! ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆସନ୍ତା୨୬ତାରିଖରୁ ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଅସ୍ତବ୍ୟସ୍ତ ହୋଇଉଠିବ ଜନଜୀବନ । ଏପରିକି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫ଡିଗ୍ରୀ ଉପରେ ରହିବ ବୋଲି ଆକଳନ…
ପ୍ରୋ ଲିଗ୍ ହକି: ପ୍ରଥମ ପରାଜୟର ଚରମ ପ୍ରତିଶୋଧ, ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କଲା ଭାରତ
ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଦିନ ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗ ହକି ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୪-୩ ଗୋଲରେ ପରାସ୍ତ କରି ଭାରତ। ପ୍ରଥମ ମ୍ୟାଚ ପରାଜୟର ଚରମ ପ୍ରତିଶୋଧ ନେଇଲା ଟିମ୍…
ହିଜାବ ମାମଲାର ବିଚାରକଙ୍କୁ ୱାଇ ସୁରକ୍ଷା: ଜୀବନରୁ ମାରିଦେବାକୁ ମିଲିଥିଲା ଧମକ
ବେଙ୍ଗଲୁରୁ: ହିଜାବ ପ୍ରସଙ୍ଗରେ ବିଚାରପତିଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ । ଭାଇରାଲ ହୋଇଥିବା ଭିଡିଓ ଆଧାରରେ ଉଭୟଙ୍କୁ ପୋଲିସ ହେପାଜତକୁ ନେଇଛି ।…
ୟୁରୋପୀୟ ଦେଶରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ: ବିଭିନ୍ନ ରାଜ୍ୟକୁ କେନ୍ଦ୍ରର ସତର୍କ ଚିଠି
ନୂଆଦିଲ୍ଳୀ: ଭାରତରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଏକଦା ୪ ଲକ୍ଷ ଉପରେ ରହୁଥିବା ଦୈନିକ ସଂକ୍ରମଣ ଏବେ ୩୦ ହଜାରରୁ ବି କମ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏବେ ଦକ୍ଷିଣ-ପୂର୍ବ ଏସିଆ ୟୁରୋପ ଦେଶରେ କରୋନାର…
କେଉଁ ପ୍ରଫେସନର ଲୋକ କିପରି ଇଅର୍ରିଙ୍ଗ ପିନ୍ଧିବେ ଜାଣନ୍ତୁ…..
ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ପୋଷାକ ପରିଚ୍ଛଦ ସହ ଯୁବତୀ-ମହିଳାମାନେ ଆକର୍ଷଣୀୟ ଇୟରରିଙ୍ଗ୍ ଓ ନେକପିସ୍ ପିନ୍ଧିବାକୁ ବେଶ୍ ପ୍ରାଧାନ୍ୟ ଦେଇଥାନ୍ତି । ତେବେ ଆଜିର ସମୟରେ ଉଭୟ ଦୋକାନ- ଅନ-ଲାଇନ୍ ସପିଂ ସାଇଟରେ…