Browsing Category

ଖବର

ଅନଲାଇନରେ ଅର୍ଡର୍ କରିଥିଲେ ମୋବାଇଲ୍ ଫୋନ୍, ହେଲେ ବକ୍ସ ଭିତରୁ ବାହାରିଲା ଇଟା ଖଣ୍ଡ; ଦେଖନ୍ତୁ ଭିଡିଓ

ନୂଆପଡ଼ା(ଓଡ଼ିଶା ଭାସ୍କର): ଅନଲାଇନରେ ମୋବାଇଲ ଅର୍ଡ଼ର କରିଥିଲେ, ହେଲେ ମୋବାଇଲ ବଦଳରେ ମିଳିଲା ଇଟା ଖଣ୍ଡ । ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ । ସିସିଟିଭି ଫୁଟେଜ୍ ରେ ଦେଖିବାକୁ ମିଳିଛି ଯେ, ମୋବାଇଲ ବକ୍ସକୁ କିଛି…

ନୋରା ଫତେହିଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ: ଅଟୋକୁ ଧକ୍କା ଦେଲା ଅଭିନେତ୍ରୀଙ୍କ ଦାମୀ ଗାଡି

ମୁମ୍ବାଇ( ଭାସ୍କର ନ୍ୟୁଜ): ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଖବର ମୁତାବକ, ଅଭିନେତ୍ରୀଙ୍କ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେବେ ଦୁର୍ଘଟଣା ଘଟିଥିବା…

ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ଉଠେନେଲା, ବର୍ଷେ ପରେ ଘରେ ଛାଡିଦେଲା: ପ୍ରତାରିକ ପ୍ରେମିକକୁ ବାନ୍ଧିଲା ପୋଲିସ

ଭଞ୍ଜନଗର, (ଭାସ୍କର ନ୍ୟୁଜ୍‌): ବିବାହର ପ୍ରତିଶୃତି ଦେଇ  ନାବାଳିକାକୁ ଉଠେନେଲା। ବର୍ଷେ ପରେ ଛାଡିଦେଲା । ମାତ୍ର ୧୪ ବର୍ଷ ବୟସ୍କା ଜନୈକା ନାବାଳିକାକୁ ମିଠା ମିଠା କଥା କହି ନିଜର ପ୍ରେମ ଜାଲରେ ଫସାଇ ବିବାହର…

ପୁଣି ଘଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି, ଫେବୃୟାରୀ ୫ରେ ଶୁଣାଣି

କଟକ(ଭାସ୍କର ନ୍ୟୁଜ୍‌):ପୁଣି ଘଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୫ ତାରିଖରେ ହେବ । ବିଚାରପତି ଏ.ଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ…

ଭାଉଜକୁ ଭଲ ପାଇ ବିବାହ କରିଥିଲା ଦିଅର: ପାରିବାରିକ କଳହରୁ ହେମଦସ୍ତାରେ ପିଟି ହତ୍ୟା କଲା, ନିଜେ ବିଷ ପିଇଲା ବିଶ୍ୱନାଥ

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): କଣ୍ଟାପଡ଼ା ବ୍ଲକ୍‌ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ତରଡ଼ଡ଼ା ଗ୍ରାମର ବିଶ୍ୱନାଥ ବେହେରା (୩୮) ନିଜ ବଡ଼ଭାଇ ସୁକାନ୍ତ ବେହେରାଙ୍କ ପତ୍ନୀ କଳ୍ପନା ବେହେରାଙ୍କ ସହିତ (୪୦) ପ୍ରେମରେ ପଡ଼ି ୩…

ଦେଶରେ ଓମିକ୍ରନ୍ ଭୟ, ୩୮କୁ ବଢ଼ିଲା ସଂଖ୍ୟା: ଚଣ୍ଡିଗଡ଼, କେରଳ ଓ ଆନ୍ଧ୍ରପ୍ରଦେଶକୁ ବ୍ୟାପିଲା ସଂକ୍ରମଣ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ ଗୋଟିଏ ପରେ ଗୋଟିଏ ରାଜ୍ୟ ନିଜ କବ୍‌ଜାକୁ ନେବାରେ…

ଏଲ୍‌ପିଜି ସିଲିଣ୍ଡର ବୁକିଙ୍ଗ୍‌ କରନ୍ତୁ, କ୍ୟାସ୍‌ବ୍ୟାକ୍‌ ଅଫର ପାଆନ୍ତୁ: ଜାଣନ୍ତୁ କିପରି କରିବେ

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧିକୁ ନେଇ ଗ୍ରାହକ ଚିନ୍ତାରେ ଥିବାବେଳେ ‘ପେଟିଏମ୍‌’ ଆଣିଛି କ୍ୟାସ୍‌ବ୍ୟାକ୍‌ ଅଫର । ଏଥର ଗ୍ରାହକ ସିଲିଣ୍ଡର ବୁକିଙ୍ଗ କରି ପାଇପାରିବେ କ୍ୟାସବ୍ୟାକ୍‌…

କମିଲା ସୁନାର ଚମକ, ପୁଣି ହ୍ରାସ ପାଇଲା ଦର

ମୁମ୍ବାଇ (ଭାସ୍କର ନ୍ୟୁଜ୍) : ପୁଣି ସୁନା ଦର ହ୍ରାସ ପାଇଛି । ଏବେ ୧୦ଗ୍ରାମ ସୁନାର ମୂଲ୍ୟ ୪୮ହଜାର ଟଙ୍କା ତଳକୁ ଖସିଛି । ସେହିପରି ରୁପାର ଦର ମଧ୍ୟ କମିଥିବା ଜଣାପଡ଼ିଛି । ଏହା କିଲୋ ପିଛା ୬୧ହଜାର ଟଙ୍କା ହୋଇଥିବା…

ଓଆର୍‌ଏସ୍‌ ଅଧିକାରୀ ତାରିଣୀ ରଞ୍ଜନ ରାୟ ନିଲମ୍ବିତ, ସରକାରୀ ନିର୍ଦ୍ଦେଶାନାମାକୁ କରିଥିଲେ ଅଣଦେଖା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡ଼ିଶା ରାଜସ୍ୱ ସେବା ଅଧିକାରୀ (ଓଆର୍‌ଏସ୍‌) ତାରିଣୀ ରଞ୍ଜନ ରାୟଙ୍କୁ ନିଲମ୍ବନ କରାଯାଇଛି । ସେ ଭୁବନେଶ୍ୱର ଦେବତ୍ତର କମିଶନରଙ୍କ କାର୍ଯ୍ୟାଳୟରେ ଭୂମି ଅଧିକାରୀ ଥିଲେ । ତାଙ୍କୁ…

୩ ଦିନ ପରେ ଫେରିବ ଶୀତ, ଥରାଇବ ହାଡ଼ଭଙ୍ଗା ଥଣ୍ଡା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌) : ଆଉ ୩ ଦିନ ପରେ ରାଜ୍ୟକୁ ଶୀତ ଫେରିବ । ଓଡ଼ିଶା ଶୀତରେ ଥରିବ । ବାତ୍ୟା ଜୱାଦ ପାଇଁ ମେଘୁଆ ପାଗ ଓ ବର୍ଷା ଯୋଗୁ ରାଜ୍ୟରେ ଶୀତର ପ୍ରକୋପ କମ୍‌ ରହିଥିଲା । ରାତ୍ରି ତାପମାତ୍ରା…