fbpx
Browsing Category

ଖବର

କରୋନା ଯୁଦ୍ଧରେ ଜିତିଲା ଭାରତ: ସମଗ୍ର ଦେଶରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୬ା୧: ଆଜି ଭାରତବର୍ଷରେ ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ୩୬୦୦ କେନ୍ଦ୍ରରେ ଟିକାକରଣର ଉଦ୍ଘାଟନ କରିଛନ୍ତି ।…

ବାସହରାଙ୍କୁ ଖାଦ୍ୟ ବଣ୍ଟନରେ ଲାଗିଲା କଟକଣା

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ଭୁବନେଶ୍ୱରରେ ରହୁଥିବା ବାସହରାଙ୍କୁ ଏଣିକି କେହି ଖାଦ୍ୟ ବଣ୍ଟନ କରିପାରିବେ ନାହିଁ । ଏନେଇ ବିଏମସି ପକ୍ଷରୁ ଅନୁମତି ଆଣିବାକୁ ପଡ଼ିବ । ଲୋକଙ୍କ ଖାଦ୍ୟ ବଣ୍ଟନ ନ କରି ବିଏମସି…

ମିଳିଲା ଗଙ୍ଗନଗରରେ ପଡ଼ିଥିବା ଟଙ୍କା ବିଡ଼ାର ମାଲିକଙ୍କ ପରିଚୟ: ପ୍ରମାଣ ଦେଖାଇ ନେଲେ ଟଙ୍କା

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ଗତକାଲି ଭୁବନେଶ୍ୱରର ଗଙ୍ଗନଗରରେ ପଡ଼ିଥିବା ୫୦୦ ଟଙ୍କିଆ ବିଡ଼ାର ପ୍ରକୃତ ମାଲିକଙ୍କ ପରିଚୟ ଆଜି ମିଳିଛି । ଜଣେ ଯୁବକ ପ୍ରମାଣ ଦେଖାଇ ପୋଲିସ ହେପାଜତରୁ ଦେଢ଼ ଲକ୍ଷ ଟଙ୍କା ନେଇଥିବା…

ନୂଆବର୍ଷ ପାଇଁ ଦିଲ୍ଲୀରେ ଜାରିହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ, ୩୧ା୧୨: ନୂଆବର୍ଷ ୨୦୨୧କୁ ନେଇ ସମସ୍ତେ ତତ୍ପର ହୋଇଉଠିଥିବା ବେଳେ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ)…

ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ଅବଧି

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ରାଜ୍ୟ ସରକାର ସମୟସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଡିସେମ୍ବର ମାସ ୩୧ ତାରିଖ ଆବେଦନ ପାଇଁ ଶେଷ ତାରିଖ ଥିଲା । ଏବେ ଏହା ୨୦୨୧ ମାର୍ଚ୍ଚ…