Browsing Category
ଖବର
୧୦,୭୩୧ ରନ୍, ୩୭୧ ୱିକେଟ; କିଏ ଏହି ଲିଆମ ଡାଓ୍ୱସନ୍, ଯାହାଙ୍କୁ ଇଂଲଣ୍ଡ ନିଜ ଟିମରେ ସ୍ଥାନ ଦେଇଛି
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଏବେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ତାର ଟିମ୍ ଘୋଷଣା କରିଛି।
ଇଂଲଣ୍ଡ ଆହତ ସୋଏବ…
ରୁଷକୁ ଧମକ ଦେଲେ ଟ୍ରମ୍ପ, ଯୁଦ୍ଧ ବନ୍ଦ ନ କଲେ ଲାଗୁ ହେବ ଭାରୀ ଶୁଳ୍କ
ଆମେରିକା: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଏବେବି ଯୁଦ୍ଧ ଜାରି ରହିଛି। ଗତ କିଛି ଦିନ ମଧ୍ୟରେ ରୁଷ-ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରୁଷକୁ…
ପିକନିକ୍ ସାଜିଲା କାଳ, ହଠାତ୍ ମାଡ଼ି ଆସିଲା ବନ୍ୟା ଜଳ, ଜଣକ ପରେ ଜଣେ ଭାସିଗଲେ ୫ ଜଣ
ରାଜସ୍ଥାନ: ପିକନିକ୍ କରିବା ପଡ଼ିଲା ମହଙ୍ଗା। ହଠାତ୍ ମାଡ଼ି ଆସିଲା ବନ୍ୟା ପାଣି। ଆଉ ପାଣି ଭିତରେ ଫସି ରହିଲେ ୬ ଜଣ ଲୋକ। ସ୍ଥିତି ଏପରି ହେଲା ଯେ, ନଦୀର ପ୍ରଖର ସ୍ରୋତରେ ଜଣକ ପରେ ଜଣେ ଭାସିଗଲେ। ଆଉ ଶେଷରେ ମାତ୍ର…
ଇଏ କେମିତିକା ଶିବ ଭକ୍ତ, ପାଣି ବଦଳରେ ଶିବ ଲିଙ୍ଗରେ ରକ୍ତ ଢ଼ାଳିବାକୁ ଚାହୁଁଥିଲେ କାଉଁଡ଼ିଆ!
ହରିଦ୍ୱାର: ଏବେ ଚାଲିଛି ଶ୍ରାବଣ ମାସ। ତେଣୁ ସବୁ ଶିବ ମନ୍ଦିରରେ ସୋମବାରରେ ଲାଗୁଛି କାଉଁଡ଼ିଆଙ୍କ ଭିଡ଼। ଆଉ ଏହାରି ଭିତରେ ହରିଦ୍ୱାରର ଜ୍ୱାଲାପୁରରେ କାଉଁଡ଼ିଆ ଯାତ୍ରା ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି।…
୧୯ ତାରିଖ ଯାଏଁ ପ୍ରବଳ ବର୍ଷିବ, ଏନେଇ ୬ ଜିଲ୍ଲାକୁ ଆଲର୍ଟ ଜାରି
ଭୁବନେଶ୍ୱର: ପାଞ୍ଚ ଦିନ ଯାଏଁ ନିସ୍ତାର ନାହିଁ। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସକ୍ରିୟ ଅବପାତ ବର୍ତ୍ତମାନ ଦୁର୍ବଳ ହୋଇଛି।
ଏବେ ଝାଡ଼ଖଣ୍ଡ,…
ଆସନ୍ତାକାଲି ବାଲେଶ୍ୱର ବନ୍ଦ, ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ବାଲେଶ୍ୱର ବନ୍ଦ ଡାକରା ଦେଲା ବିଜେଡି
ବାଲେଶ୍ୱର: କାଲି ବାଲେଶ୍ୱର ବନ୍ଦ। ଆସନ୍ତା କାଲି ବାଲେଶ୍ୱରରେ ଅଖ ଚକ ବନ୍ଦ କରିବ ବିଜୁ ଜନତା ଦଳ। ୮ ଘଣ୍ଟା ପାଇଁ ବାଲେଶ୍ୱର ବନ୍ଦ ଡାକରା ଦେଲା ବିଜେଡି।
ସକାଳ ୬ଟାରୁ ଦିନ ୨ଟା ଯାଏଁ ବନ୍ଦ ପାଳନ କରାଯିବ। ହେଲେ…
ଆଜିଠାରୁ ରେଳ ଯ।ତ୍ରୀଙ୍କ ପାଇଁ ବଦଳିଲା ନିୟମ, ଟିକେଟ୍ ବୁକିଂରେ ଦେଖାଦେଇପାରେ ସମସ୍ୟା
ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତାହାଲେ ଏହି ଖବର ଜାଣିରଖନ୍ତୁ। ୧୫ ଜୁଲାଇ ଅର୍ଥାତ୍ ଆଜିଠାରୁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ କିଛି ପରିବର୍ତ୍ତନ କରିଛି।
ତତକାଳ ଟିକେଟ୍ ବୁକିଂକୁ ସ୍ୱଚ୍ଛ…
ଆସିଲା ବଡ଼ ଖବର; ସ୍ଥଗିତ ରହିଲା ଭାରତୀୟ ନର୍ସଙ୍କ ଫାଶୀଦଣ୍ଡ, ଜାଣନ୍ତୁ ଏହା ସମ୍ଭବ ହେଲା କିପରି ?
ନୂଆଦିଲ୍ଲୀ: ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୂତ୍ର ଅନୁସାରେ, ୟେମେନର ସ୍ଥାନୀୟ କର୍ତ୍ତୁପକ୍ଷ ନିମିଶା ପ୍ରିୟାଙ୍କ ପାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ବୋଲି ଶୁଣିବାକୁ…
ଭାରତୀୟଙ୍କ ପାଇଁ ଖୁସି ଖବର, ରିଲ୍ସ ତିଆରି କଲେ ସରକାର ଦେବେ ୧୫ ହଜାର ଟଙ୍କା
ନୂଆଦିଲ୍ଲୀ: ଆପଣ ରିଲ୍ସ କରିବାରେ ସୋଉକ୍ ରଖୁଛନ୍ତି କି, ତାହାଲେ ଆପଣଙ୍କ ପାଇଁ ଖୁସି ଖବର। ରିଲ୍ସ ତିଆରି କଲେ କେନ୍ଦ୍ର ସରକାର ଦେବେ ୧୫ ହଜାର ଟଙ୍କା। କଥାଟି ଆପଣଙ୍କୁ ମିଛ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ।…