Browsing Category

ଖବର

BREAKING: କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମୋହନା: କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ। ମୋହନା ଅଡ଼ବା ଥାନା ଗରଡ଼ମା ପଞ୍ଚାୟତ ରାମସିଂରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ। ୧୦ କ୍ୱିଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଘଟଣାରେ ୨ ଜଣଙ୍କୁ ଗରିଫ କରିଛି…

BREAKING: ଅଚଳ ପେଣ୍ଟୋଗ୍ରାଫ୍‌, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

ରାୟଗଡ଼ା: କେଆର ଲାଇନରେ ଅଚଳ ପେଣ୍ଟୋଗ୍ରାଫ୍‌। ପେଣ୍ଟୋଗ୍ରାଫ ଅଚଳ ଯୋଗୁଁ ଅଟକିଲା ଟ୍ରେନ। ଅଟକିଲା ଇଣ୍ଟରସିଟି ଏକ୍ସପ୍ରେସ ଓ ହୀରାଖଣ୍ଡ। କାଶୀପୁରର ଲେଲିଗୁମ୍ମା ରାଉଳି ନିକଟରେ ଅଟକିଛି ହୀରାଖଣ୍ଡ ଏକ୍ସପ୍ରେସ।…

BREAKING: ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ, ରହିବ ଅନେକ ଚ୍ୟାଲେଞ୍ଜ

ଭୁବନେଶ୍ୱର: ଆଜି ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ବ୍ୟତିତ ଆଉ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ…

BREAKING: ଦିଲ୍ଲୀର ମୁସ୍ତାଫାବାଦରେ ଭୁଶୁଡ଼ିଲା ୪ ମହଲା କୋଠା, ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କୋଠାର…

BREAKING: ୩ ଦିନ ରାଜ୍ୟରେ କାଳବୈଶାଖୀ, ୨୩ରେ ହେବ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟରେ ଆହୁରି ତିନି ଦିନ ଲାଗି ରହିବ କାଳବେଶାଖୀ ବର୍ଷା। ୨୨ ତାରିଖ ଯାଏଁ ବର୍ଷା ନେଇ ସର୍ତକତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ। ବର୍ତମାନ…

ମେଁ ୧ରୁ ସାରା ଦେଶରେ ବନ୍ଦ ହୋଇଯିବ FASTag ସିଷ୍ଟମ

ନୂଆଦିଲ୍ଲୀ: ଆସନ୍ତା ମାସ ମେଁ ୧ ତାରିଖରୁ ସାରା ଦେଶରେ ରାଜପଥରେ ଟୋଲ୍ ଆଦାୟ ପଦ୍ଧତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ମେଁ ମାସ ଆରମ୍ଭରୁ FASTag ସିଷ୍ଟମକୁ ବନ୍ଦ କରିବାକୁ ଯାଉଛନ୍ତି ଏବଂ GNSS…

ଚନ୍ଦନ ଯାତ୍ରାରେ ବାଣ ଫୁଟା ମନା, ଅମାନିଆ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ଏଥର ଚନ୍ଦନ ଯାତ୍ରାରେ ବାଣ ମନା। ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଫୁଟିବନି ବାଣ। ଅମାନିଆ ବାଣ ଫୁଟାଇଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା।…

ସ୍ୱାମୀ ପେଟରେ ୩୬ ଥର ଭଙ୍ଗା ମଦ ବୋତଲ ଭୁସିଲା ନାବାଳିକା ସ୍ତ୍ରୀ, ଭିଡ଼ିଓ କଲ କରି ପ୍ରେମିକକୁ ଶବ ଦେଖାଇଲା

ମଧ୍ୟପ୍ରଦେଶ: ୧୭ ବର୍ଷର ନାବାଳିକା ଝିଅ। ମାତ୍ର ୪ ମାସ ତଳେ ୨୫ ବର୍ଷୀୟ ଗୋଲ୍ଡେନ ପାଣ୍ଡେ ଓରଫ୍ ରାହୁଲଙ୍କ ସହ ଝିଅର ବାହାଘର କରିଥିଲେ ପରିବାର ଲୋକେ। ହେଲେ ଝିଅ ଉବୁଟୁବୁ ଥିଲା ଯୁବରାଜ ପ୍ରେମରେ। ତେଣୁ ସ୍ୱାମୀଙ୍କୁ…

Breaking: ନର୍ସଙ୍କୁ ପିଟିପିଟି ହତ୍ୟା! ସ୍ୱାମୀ ଅଟକ

ପାଟଣାଗଡ଼: ନର୍ସଙ୍କୁ ପିଟିପିଟି ମାରିଦେଲେ! ଯିଏ ଦିନେ ହସ୍ପିଟାଲରେ ଅନେକ ରାଗୀଙ୍କ ସେବା କରି ସେମାନଙ୍କୁ ଭଲ କରୁଥିଲା। ଆଜି ସେହି ନର୍ସ ହସ୍ପିଟାଲରେ ମରି ପଡିଛି। ନୃଶଂସ ଲୋକ ନର୍ସଙ୍କୁ ପିଟିପିଟି ହତ୍ୟା କରିଥିବା…

୧୩ ବର୍ଷର ନାବାଳକ ଦେହରେ ପଶିଗଲା ମୁନିଆ ଲୁହା ଗ୍ରୀଲ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଡ଼ ଅଘଟଣ। ନାବାଳକ ପୁଅ ଦେହରେ ପଶିଗଲା ମୁନିଆ ଲୁହା ଗ୍ରୀଲ। ପିଲାଟିର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାବେଳେ, ନାବାଳକକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ…