Browsing Category

ଖବର

ପଡ଼ିଶା ଘରକୁ ଯାଉଛି କହି ପ୍ରେମିକ ସହ ଫେରାର ହେଲା ନାବାଳିକା, ଚିନ୍ତାରେ ପରିବାର, ପୋଲିସର ତଦନ୍ତ ଜାରି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଏକ ଗ୍ରାମରୁ ଗୋଟିଏ ପ୍ରେମିକ ସେହି ଗାଁରେ ରହୁଥିବା ଗୋଟିଏ ନାବାଳିକା ଝିଅକୁ ସାଙ୍ଗରେ ନେଇ କୁଆଡେ ଫେରାର ମାରିଛି । ନାବାଳିକା ଝିଅଟି ଗତ ୧୮ ତାରିଖ ଦିନ ସନ୍ଧ୍ୟା ସମୟରେ ପଡ଼ିଶା…

ଶସ୍ୟ ପରିବହନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶସ୍ୟ ପରିବହନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର। କ୍ବିଣ୍ଟାଲ ପିଛା ସର୍ବାଧିକ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କଲେ ସରକାର। ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଶସ୍ୟ ପରିବହନ…

୧୦ ବର୍ଷର ପୁଅ ଉପରେ ବସିଗଲା ଦେଢ଼ କ୍ୱିଣ୍ଟାଲର ମାଆ, ଶେଷରେ ଅଣନିଃଶ୍ୱାସୀ ହୋଇ…

ୱାଶିଂଟନ୍: ଜଣେ ମାଆ ପାଇଁ ଚାଲିଗଲା ପୁଅର ଜୀବନ । ଏହା ଠାରୁ ଦୁଃଖଦାୟକ ଆଉ କ'ଣ ହୋଇପାରେ । ଜଣେ ମହିଳା ଯାହାଙ୍କ ଓଜନ ପ୍ରାୟ ୧୫୪ କିଲୋଗ୍ରାମ ତାଙ୍କ ପୁଅ ଉପରେ ବସି ହତ୍ୟା କରିବା ଅଭିଯୋଗରେ ତାଙ୍କୁ ୬ ବର୍ଷ ଜେଣ…

Big Breaking: ଟ୍ରକ ଧକ୍କାରେ ଦୁଇ ନାବାଳିକା ମୃତ, ଜଣେ ଯୁବକ ମେଡ଼ିକାଲରେ ଭର୍ତ୍ତି

ବଣାଇ: ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଟଳି ପଡ଼ିଲେ ଦୁଇଜଣ ନାବାଳିକା। ସାଙ୍ଗରେ ଥିବା ଆଉ ଜଣେ ଯୁବକ ମଧ୍ୟ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି। ଉଭୟ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। ଘଟଣା ଘଟିଛି…

କିପରି ଜାଣିବେ ଆପଣ ଦୁର୍ବଳ ବ୍ୟକ୍ତିତ୍ୱର ଶିକାର ଅଟନ୍ତି ? ଏହି ସଂକେତ ଦେଖାଗଲେ ହୋଇଯାଆନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ବ୍ୟକ୍ତିର ବ୍ୟକ୍ତିତ୍ୱ ସେମାନଙ୍କ ବିଷୟରେ ଅନେକ କିଛି କହିଥାଏ। ସେମାନଙ୍କ ସକାରାତ୍ମକ ଏବଂ ନକାରାତ୍ମକ ପର୍ସନାଲିଟି ଅନେକ ଉପାୟରେ ଆମକୁ ପ୍ରଭାବିତ କରିଥାନ୍ତି । ବ୍ୟକ୍ତି ଜଣଙ୍କ କଥାବାର୍ତ୍ତା,…

ହ୍ୱାଟସଆପରେ ନେଉଥିଲେ ଅର୍ଡର, ଟିଫିନ ବକ୍ସରେ ଯୋଗାଉଥିଲେ ବନ୍ଧୁକ, ପୋଲିସ ପାଉନଥିଲା ଟେର୍

ନୂଆଦିଲ୍ଲୀ: ହ୍ୱାଟସଆପରେ ଅର୍ଡର ନେଉଥିଲେ। ଟିଫିନ ବକ୍ସରେ ପିସ୍ତଲ ଯୋଗାଉଥିଲେ। ଆଉ ଏବେ ସେହି ବେଆଇନ ପିସ୍ତଲ କାରଖାନା ଠାବ କରିଛି ପୋଲିସ। କେବଳ କାରଖାନା ଠାବ ହୋଇଛି ତାହା ନୁହେଁ ପୋଲିସକୁ ମଧ୍ୟ ବଡ଼ ସଫଳତା…

ଏବେ ହ୍ୱାଟ୍ସଆପରେ ପାଇପାରିବେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର, ସରକାରୀ ଅଫିସର ଚକ୍କର ଲଗାଇବା ଝିନ୍‌ଝଟରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଏଣିକି ସହଜରେ ପାଇପାରିବେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର । ଏହି ପ୍ରମାଣପତ୍ର ପାଇଁ ବ୍ୟକ୍ତିକୁ ବାରମ୍ବାର ସରକାରୀ ଅଫିସ ଯିବାକୁ ପଡ଼ିବ ନାହିଁ । ଜନସାଧାରଣଙ୍କ ଏହି ସମସ୍ୟାକୁ ଲାଘବ କରିବା ପାଇଁ…

ଭାରି ପଡ଼ିଲା କି ପୁଷ୍ପା ୨ର ରୋଜଗାର, ନିର୍ମାତାଙ୍କ ଘରେ ଆୟକର ଚଢ଼ାଉ

ନୂଆଦିଲ୍ଲୀ: ପୁଷ୍ପା ୨ ଏବେବି ଲୋକଙ୍କ ମନରେ ରାଜ୍ କରୁଛି। ହଲରେ ଏବେବି ଭଲ ରୋଜଗାର ଦେଉଛି ପୁଷ୍ପା ୨। ହେଲେ ଏହି ରୋଜଗାର ବୋଧହୁଏ ଫିଲ୍ମ ନିର୍ମାତାଙ୍କୁ ସଙ୍କଟରେ ପକାଇଛି। କାରଣ ପୁଷ୍ପା ୨ର ଫିଲ୍ମ ନିର୍ମାତା…

ସାମ୍ବାଦିକଙ୍କ ପାଇଁ ଅଫିସ ମନା, ବିଭିନ୍ନ ବିଭାଗ ଗେଟ୍ ସାମ୍ନାରେ ଲାଗିଲା ପୋଷ୍ଟର

ଦିଗପହଣ୍ଡି: ସାମ୍ବାଦିକଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏବେ ବିଭିନ୍ନ ଅଫିସରେ ପ୍ରବେଶ କରିପାରିବେ ନାହିଁ ସାମ୍ବାଦିକ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପରିସରରେ ବିଭିନ୍ନ ବିଭାଗର ଗେଟ୍ ସାମ୍ନାରେ…

Instagram ଲଞ୍ଚ କଲା ଭିଡିଓ ଏଡିିଟିଙ୍ଗ ଆପ ‘Edits’, ଆଉ ହେବନି କୌଣସି ପ୍ରକାର ସମସ୍ୟା

ନୂଆଦିଲ୍ଲୀ: ଭିଡିଓ କ୍ରିଏଟର୍ସଙ୍କୁ ଗୋଟିଏ ପରେ ଗୋଟିଏ ଖୁସି ଖବର ଦେଉଛି ଇନଷ୍ଟାଗ୍ରାମ । ଗତକାଲି ରିଲ୍ସର ସମୟସୀମା ବୃଦ୍ଧି ହୋଇଥିବା ବେଳେ ଆଜି ଏଡିଟିଂ ପାଇଁ ଆଉ ଏକ ଆପ୍ ଆସିଛି । ଏହାର ନାମ  ଏଡିଟ୍ସ ରଖାଯାଇଛି ।…