Browsing Category

ଖବର

ବୁମରାହଙ୍କ ଘାତକ ବୋଲିଂ, ଦିଗଜ ବୋଲର କପିଲ ଦେବଙ୍କୁ ମଧ୍ୟ ପଛରେ ପକାଇଲେ

ନୂଆଦିଲ୍ଲୀ: ଏବେ ଦେଖିବାକୁ ଗଲେ କ୍ରିକେଟ୍ ଜଗତରେ ଭାରତୀୟ ବୋଲର ଜସପ୍ରିତ ବୁମରାହ ନିଜର ଏକ ସ୍ୱତନ୍ତ୍ର ସ୍ଥାନ କରିସାରିଛନ୍ତି। ଏପରିକି ବୁମରାହଙ୍କ ପରି ଏବେ କ୍ରିକେଟ ଜଗତରେ କେହି ଘାତକ ବୋଲର ନାହାନ୍ତି। ଏହା…

ପ୍ରକୃତରେ କାହା ଇସାରାରେ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର ମହାସଂଘ, ବିଜେପି ନା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ। ଏହି ଆନ୍ଦୋଳନ ଏବେ ରାଜନୈତିକ ମୁଦ୍ଦା ପାଲଟିଗଲାଣି। କାରଣ ଆଜି ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭରଙ୍କ…

ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି 31.5 ଲକ୍ଷ ଟଙ୍କା ଠକିଦେଲେ

ମୁମ୍ବାଇ: ନକଲି ସୁନା ଋଣ ଡକ୍ୟୁମେଣ୍ଟ ବ୍ୟବହାର କରି 31.5 ଲକ୍ଷ ଟଙ୍କା ଠକେଇ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ। ଗୋଲ୍ଡ ଲୋନ ପାଇଁ ଜାଲ୍ କାଗଜପତ୍ର ବ୍ୟବହାର କରି ଜଣେ ସ୍ଥାନୀୟ ଅଳଙ୍କାର ବ୍ୟବସାୟୀଙ୍କୁ…

ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ବାଫ୍ଲିମାଳି ଖଣିକୁ ପଞ୍ଚତାରକା ରେଟିଂ ସମ୍ମାନ ପ୍ରଦାନ

ରାୟଗଡା: ବାଫ୍ଲିମାଳି ଖଣିକୁ ମିଳିଲା ପଞ୍ଚତାରକା ରେଟିଂ ସମ୍ମାନ। ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।  ଏହି ବାଫ୍ଲିମାଳି ଖଣି କମ୍ପାନୀ ହେଉଛି ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ…

ଲିପିସ୍ଟିକ ଗଛରୁ ତିଆରି ହେବ ସିନ୍ଦୁର! କଣ ଏହି ଲିପିସ୍ଟିକ ଗଛ? ଆସନ୍ତୁ ଜାଣିବା

ବିହାର: ଲିପିସ୍ଟିକ ଗଛରୁ ତିଆରି ହେବ ସିନ୍ଦୁର, ଆଜ୍ଞା ହଁ ଏବେ ବିହାରରେ ବହୁତ ଅଧିକ ପରିମାଣରେ ଜୈବିକ ସିନ୍ଦୁର ଚାଷ କରାଯିବ। ଏଥିପାଇଁ ବିହାର କୃଷି ବିଶ୍ୱବିଦ୍ୟାଳୟ ସାବୋର୍ ଏହି ପଦକ୍ଷେପ ନେଇଛି। ବିଶ୍ୱବିଦ୍ୟାଳୟ…

“ଦେଶର ସମ୍ୱିଧାନକୁ ଧର୍ଷଣ କରିଥିଲା କଂଗ୍ରେସ”; ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।  ଆଉ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି କଂଗ୍ରେସର ହଜାର ହଜାର ସମର୍ଥକ। ଆଉ ଏହି କାର୍ଯ୍ୟକ୍ରମର ମୂଳ ସ୍ଲୋଗାନ୍ ରହିଛି ସମ୍ୱିଧାନ ବଞ୍ଚାଅ।…

ଏତେ ସ୍ପିଡ୍ ଇଣ୍ଟରନେଟ! ଗୋଟିଏ ସେକେଣ୍ଡରେ ଡାଉନଲୋଡ ହେବ ସମ୍ପୂର୍ଣ୍ଣ ନେଟଫ୍ଲିକ୍ସ

ନୂଆଦିଲ୍ଲୀ: ଜାପାନ କେବଳ ହାଇସ୍ପିଡ୍ ରେଳ ନେଟୱାର୍କ, ଶ୍ରେଷ୍ଠ ବିମାନବନ୍ଦର ଓ ଭୂମିକମ୍ପ-ପ୍ରତିରୋଧୀ ଅଟ୍ଟାଳିକା ପାଇଁ ନୁହେଁ, ବରଂ ଏବେ ଏହା ବିଶ୍ୱର ସବୁଠାରୁ ଦ୍ରୁତ ଇଣ୍ଟରନେଟ ସହିତ ଆଉ ଏକ ସଫଳତା ହାସଲ କରିଛି।…

“ଓଡ଼ିଶାରେ ବିଜେପି ନୁହେଁ, ୫ ରୁ ୬ ଜଣ ଶିଳ୍ପପତି ଚଳାଉଛନ୍ତି ସରକାର”

ଭୁବନେଶ୍ୱର: ଓଡ଼ିଶାରେ ପାଦ ଦେଉ ଦେଉ ବିଜେପି ସରକାର ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।  ଅନେକ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍ ଥିଲା। ଆଉ ସବୁଠାରୁ ବଡ଼ ପ୍ରସଙ୍ଗ ଥିଲା ପୁରୀ ରଥଯାତ୍ରା ଅଘଟଣ।…

ପେଟୁ ଅଫିସରଙ୍କ କାରନାମା, ଲୋକଙ୍କ ପଇସାରେ ଖାଇଲେ ୪୦,୦୦୦ ଟଙ୍କାର ଜଳଖିଆ

ମଧ୍ୟପ୍ରଦେଶ: ଗୋଟିଏ ଘଣ୍ଟାରେ ସେ ୧୪ କିଲୋ ଡ୍ରାଏ ଫ୍ରୁଟ୍ସ, ୧୦୦ ରସଗୋଲା ଏବଂ ୬ ଲିଟର କ୍ଷୀର ଖାଇଦେଲେ ଏହି ଅଫିସର, ଯାହାଙ୍କ କାରନାମା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘଟଣା ଦେଖିବାକୁ ମିଳିଛି…

ଟେନିସ ଖେଳାଳିଙ୍କ ହତ୍ୟା! 25 ବର୍ଷ ପାଳିଲା ପରେ ଝିଅକୁ ମାରିଦେଲା ବାପା

ଗୁରୁଗ୍ରାମ: ବାପା ହାତରେ ଗଲା ଝିଅର ଜୀବନ, ସେ ପୁଣି ସ୍ତ୍ରୀର ଜନ୍ମଦିନ ଦିନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁରୁଗ୍ରାମର ସେକ୍ଟର 57 ରେ। 10 ଜୁଲାଇରେ ରାଧିକାଙ୍କ ମା ମଞ୍ଜୁଙ୍କ ଜନ୍ମଦିନ ଥିଲା। ଇଏ ସେହି…