Browsing Category

ଖବର

ଜୁଲାଇ ୧୨ ତାରିଖରେ ମୁମ୍ୱାଇରୁ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ, ପୁଣି ସମ୍ଭାଳିବେ ରାଜନୈତିକ ଭାର

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।  ସୁସ୍ଥ ହୋଇ ନିଜ କର୍ମକ୍ଷେତ୍ରକୁ ଫେରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜୁଲାଇ ୧୨ ତାରିଖ ଦିନ ଓଡ଼ିଶା ଫେରିବେ…

ପୁଣି ଏକ ବଡ଼ ବିମାନ ଦୁର୍ଘଟଣା, ଲ୍ୟାଣ୍ଡି ବେଳେ ବିମାନ ସହ ପିଟିହେଲା ବିମାନ, ୨ ପାଇଲଟଙ୍କ ମୃତ୍ୟୁ

କାନାଡ଼ା: କିଛି ଦିନର ବ୍ୟବଧାନରେ ପୁଣି ଏକ ଦୁଃଖଦ ବିମାନ ଦୁର୍ଘଟଣା।  ଲ୍ୟାଣ୍ଡି ସମୟରେ ଘଟିଲା ଅଘଟଣ। ବିମାନ ସହ ଧକ୍କା ହେଲା ବିମାନ। ଫଳରେ ଚାଲିଗଲା ପାଇଲଟଙ୍କ ଜୀବନ। ହଁ ଆଜ୍ଞା ଅହମ୍ମଦାବାଦର ହୃଦୟବିଦାରକ…

ସାମ୍ନାକୁ ଆସିଲା ଲଭ୍ ଜିହାଦର ଭୟଙ୍କର ସତ! ହିନ୍ଦୁ ଝିଅଙ୍କ ଜୀବନ ନଷ୍ଟ କରିବା ପାଇଁ ପାଉଥିଲେ ଟଙ୍କା

ମଧ୍ୟପ୍ରଦେଶ: ଲଭ୍ ଜିହାଦ ଉପରେ ହୋଇଛି ଏକ ବଡ ଖୁଲାସା। ହିନ୍ଦୁ ଝିଅମାନଙ୍କୁ ପ୍ରଲୋଭିତ କରି ବିବାହ କରିବା ପାଇଁ ଟଙ୍କା ପାଇଥିବା ସ୍ୱୀକାର କଲେ ୨ ମୁସଲିମ ଯୁବକ। ଏହି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ।…

ପୂରଣ ହୋଇନି ଦାବି, କିନ୍ତୁ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ପାଇଁ ଚାଲିବ ଘରୋଇ ବସ୍!

ରାୟଗଡା: ତିନି ଦିନ ହେବ ସାରା ରାଜ୍ୟରେ ଟ୍ରକ୍ ଓ ଘରୋଇ ବସ୍ ସେବା ଏକ ପ୍ରକାର ଠପ୍ ହୋଇଯାଇଛି। ଡ୍ରାଇଭରମାନଙ୍କ ଦାବି ସରକାର ପୂରଣ ନକରିବା ପର୍ଯ୍ୟନ୍ତ କୌଣସି ଡ୍ରାଇଭର୍ ଟ୍ରକ୍ କିମ୍ୱା ବସ୍ ଚଳାଇବେନି ବୋଲି…

ଏହି ଗୋଟିଏ ପୋକକୁ ବିକ୍ରି କରି କିଣିପାରିବେ ଦୁଇଟି Fortuner କାର୍

ନୂଆଦିଲ୍ଲୀ: ଏହି ଦୁନିଆରେ କେବଳ ମଣିଷ ନୁହଁନ୍ତି ଅନେକ ଜୀବଜନ୍ତୁ, କୀଟପତଙ୍ଗ ମଧ୍ୟ ବାସ କରନ୍ତି। ଆଉ ସେହିଭଳି କିଛି ପ୍ରାଣୀ ଓ କୀଟପତଙ୍ଗ ଅଛନ୍ତି ଯାହା ବିଷୟରେ ସମସ୍ତେ ଜାଣନ୍ତି ନାହିଁ। କିଛି ପ୍ରାଣୀ ଓ…

ସକାଳୁ ଖାଲି ପେଟରେ ଏହାକୁ ଗୋଟିଏ ଗ୍ଲାସ ପିଅନ୍ତୁ, ଶରୀରକୁ ମିଳିବ ଗଜବ ଫାଇଦା

ଓଡିଶା ଭାସ୍କର: ପାଚିଲା ଅମୃତଭଣ୍ଡା ଜୁସ ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଫାଇଦା। ସକାଳେ ଖାଲି ପେଟରେ କିମ୍ବା ଜଳଖିଆରେ 1 ଗ୍ଲାସ୍ ଅମୃତଭଣ୍ଡା ଜୁସ ପିଇବା ଦ୍ୱାରା ଓଜନ ହ୍ରାସ ଠାରୁ ଆରମ୍ଭ କରି କୋଷ୍ଠକାଠିନ୍ୟ…

ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ଘଟଣା, ଆରମ୍ଭ ହେଲା ସାକ୍ଷ୍ୟ ଗ୍ରହଣ

ପୁରୀ: ଚଳିତ ବର୍ଷ ରଥଯାତ୍ରା ସବୁଠୁ ନିଆରା ହେଲା। କାରଣ ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇ ଦଳାଚକଟାରେ ୩ ଜଣ ଭକ୍ତଙ୍କ ଜୀବନ ଗଲା। ଯାହାକୁ ନେଇ ଅନେକ ପ୍ରକାର ତର୍କ ବିତର୍କ ଚାଲିଲା। ବିରୋଧୀମାନେ…

ପୋଷ୍ଟାଲର ନୂଆ ସୁବିଧା, ଏଣିକି ଆଧାର ବାୟୋମେଟ୍ରିକ୍ ଦ୍ୱାରା ଖୋଲିହେବ PPF-RD ଆକାଉଣ୍ଟ

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ନୂଆ ସୁବିଧା। ଇଣ୍ଡିଆ ପୋଷ୍ଟ ତାର ଗ୍ରାହକମାନଙ୍କ ପାଇଁ ଏକ ନୂଆ ସୁବିଧା ଆଣିଛି।  ଯାହା ଅଧିନରେ ଆପଣ ଆଧାର ବାୟୋମେଟ୍ରିକ୍ (e-KYC) ସାହାଯ୍ୟରେ ଅନଲାଇନରେ PPF, RD ଆକାଉଣ୍ଟ ଖୋଲିପାରିବେ…

ସରକାରୀ ସ୍କୁଲରେ ହିନ୍ଦୁ ଛାତ୍ରଙ୍କୁ ଘୃଣା, ଟଏଲେଟ ସଫା କରିବାକୁ କରାଯାଉଛି ବାଧ୍ୟ

ଉତ୍ତରପ୍ରଦେଶ: ସରକାରୀ ସ୍କୁଲରେ ହିନ୍ଦୁ ଛାତ୍ରଙ୍କୁ ଦିଆଯାଉଛି ମାନସିକ ଏବଂ ଶାରୀରିକ ନିର୍ଯାତନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଉତ୍ତରପ୍ରଦେଶର ବିଜନୌରର ଏକ ସରକାରୀ ସ୍କୁଲରେ। ଏଠାରେ ଜଣେ ଶିକ୍ଷୟିତ୍ରୀ…

ଅଭିନେତା ପାର୍ଥସାରଥୀ ରାୟ ଗିରଫ, ହତ୍ୟା ଧମକ ଓ ଯୁବତୀଙ୍କ ଭିଡ଼ିଓ ଭାଇରାଲ କରୁଥିବା ନେଇ ଅଭିଯୋଗ

ଭୁବନେଶ୍ୱର: ଗିରଫ ହେଲେ ଓଲିଉଡ୍ ଅଭିନେତା। ଅଭିନେତା ପାର୍ଥସାରଥୀ ରାୟଙ୍କ ବଢ଼ିଲା ଅଡୁଆ। ଗିରଫ କଲା ବଡ଼ଗଡ଼ ଥାନା ପୋଲିସ। ଅଭିନେତା ପାର୍ଥସାରଥୀଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ। ହତ୍ୟା ଧମକ ସହ ଯୁବତୀଙ୍କ…