
Browsing Category
ଖବର
କିଛି ନକହି ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମୋଦୀ, ଭାରତ ବୃଦ୍ଧି କଲା ରୁଷର ତୈଳ ଆମଦାନୀ, ଏବେ ଚୀନ୍ ସହିତ ବଡ଼ ପ୍ରତିଯୋଗିତା
ନୂଆଦିଲ୍ଲୀ: କିଛି ନକହି ଆମେରିକାକୁ ଉଚିତ୍ ଜବାବ ଦେଇଛି ଭାରତ। ଏକଥା କହିବାର ଅର୍ଥ ଆମେରିକାର ଶୁଳ୍କ ଚାପକୁ ଅଣଦେଖା କରି ଭାରତ ଲଗାତାର ଭାବରେ ରୁଷୀୟ ତେଲ ଆମଦାନୀ ବୃଦ୍ଧି କରୁଛି।
ଭାରତ ଅଗଷ୍ଟ ମାସରେ ରୁଷରୁ…
ହସ୍ପିଟାଲ ସାଜିଲା ବାହାଘର ମଣ୍ଡପ… ବେଡରେ ଶୋଇଥିଲା ବର ୭ ଫେରା ନେଲା କନିଆଁ
ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ସବୁଠାରୁ ଖାସ ଦିନ। ଲୋକମାନେ ମାସ ମାସ ଧରି ଏଥିପାଇଁ ପ୍ରସ୍ତୁତି କରନ୍ତି, ମଣ୍ଡପ ସଜାନ୍ତି, ଅତିଥିମାନଙ୍କୁ ନିମନ୍ତ୍ରଣ କରନ୍ତି ଏବଂ ବିବାହକୁ ମହା ଆଡମ୍ୱରରେ ପାଳନ କରନ୍ତି।…
ଦେଶରେ ହିଂସା ପଡିଲା ମହଙ୍ଗା, ହରାଇଲା ଅଧିକାର; ନେପାଳରୁ ସ୍ଥାନାନ୍ତର ହେଲା T20 ବିଶ୍ଵକପର ଏହି ମ୍ୟାଚ୍
କାଠମାଣ୍ଡୁ: ଚଳିତ ବର୍ଷ ନଭେମ୍ବରରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ମହିଳା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ 2025 ପାଇଁ ନେପାଳର ରାଜଧାନୀ କାଠମାଣ୍ଡୁକୁ ଏକ ନିରପେକ୍ଷ ସ୍ଥାନ ଭାବରେ ହଟାଇ ଦିଆଯାଇଛି। ନେପାଳରେ…
(Video)ଆମେରିକାରେ ଅସୁରକ୍ଷିତ ଭାରତୀୟ; ପରିବାର ସମ୍ମୁଖରେ ଭାରତୀୟଙ୍କୁ ହତ୍ୟା, କୁରାଢୀରେ ମୁଣ୍ଡ-ଗଣ୍ଡି ଅଲଗା
ୱାଶିଂଟନ: ଆମେରିକାରେ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ତାଙ୍କ କର୍ମଚାରୀ ଏକ କୁରାଢ଼ିରେ ମୁଣ୍ଡ କାଟି ହତ୍ୟା କରିଛି। କୁହାଯାଉଛି ଯେ ମୋଟେଲରେ ୱାସିଂ ମେସିନ୍ ନେଇ ଉଭୟଙ୍କ ମଧ୍ୟରେ ଏକ ଛୋଟ ବିବାଦ ହୋଇଥିଲା, ଯାହା ପରେ…
IAS ସ୍ତରରେ ଅଦଳବଦଳର କଲେ ରାଜ୍ୟ ସରକାର
ଭୁବନେଶ୍ୱର:IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।
ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ସମ୍ପଦ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।
ସେହିପରି ପ୍ରେମଜିତ…
US Tariff On India: ଖୁବ ଶୀଘ୍ର ଶେଷ ହେବ ଟାରିଫ ବିବାଦ, ଆମେରିକା ରାଜଦୂତ ଦେଲେ ବଡ଼ ସୂଚନା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟାରିଫ ମାଡ଼ ସମଗ୍ର ବିଶ୍ବ ଉପରେ ପଡ଼ିଥିବା ବେଳେ ଭାରତ ବି ସେଥିରୁ ବାଦ ପଡ଼ିନି । ଆମେରିକା ବର୍ତ୍ତମାନ ଦେଶ ଉପରେ 50 ପ୍ରତିଶତ ଶୁଳ୍କ ଲାଗୁ…
କୁଆଡ଼େ ଗଲେ ମହିଳା ଟ୍ରାଫିକ୍ କନେଷ୍ଟବଳ, ସପ୍ତାହେ ହେଲାଣି ମିଳୁନି ପତ୍ତା
ଭୁବନେଶ୍ୱର: ରାଜଧାନୀରୁ ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଳ। ଭୁବନେଶ୍ୱରରେ କାର୍ଯ୍ୟରତ ମହିଳା ଟ୍ରାଫିକ କନେଷ୍ଟବଳ ନିଖୋଜ।ସପ୍ତାହେ ହେଲା ନିଖୋଜ ଅଛନ୍ତି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ।
ସୂର୍ଯ୍ୟନଗରରୁ…
Asia Cup 2025: ଟୁର୍ଣ୍ଣାମେଣ୍ଟ ଭିତରେ ଟିମ୍ ଇଣ୍ଡିଆ ହାତ ଛାଡ଼ିଲେ ଏହି ଦୁର୍ଦ୍ଦଶ ଖେଳାଳି, ଭାରତକୁ ବଡ଼ ଝଟକା
ନୂଆଦିଲ୍ଲୀ: ଏସିଆ କପ୍ 2025 ରେ ଟିମ୍ ଇଣ୍ଡିଆର ଯାତ୍ରା ଏକ ଭଲ ଆରମ୍ଭ ସହିତ ଆଗକୁ ବଢ଼ୁଛି। ପ୍ରଥମ ମ୍ୟାଚରେ ଭାରତ ୟୁଏଇକୁ 9 ୱିକେଟରେ ପରାସ୍ତ କରି ଏକ ଧମାକେଦାର ଏଣ୍ଟ୍ରି କରିଛି। ଏବେ ଭାରତ ରବିବାର ପାକିସ୍ତାନ…
ବର୍ଷାରେ ଲାଗିବନି ବ୍ରେକ୍; ବଙ୍ଗୋପସାଗରରେ ପୁଣି ସଷ୍ଟି ହେଲା ଲଘୁଚାପ, ଓଡ଼ିଶାରେ ପ୍ରବଳ କାଚିବ, ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ବଙ୍ଗୋପସାଗରେ ସଷ୍ଟି ହେଲା ପୁଣି ଆଉ ଏକ ଲଘୁଚାପ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଯାହା ଫଳରେ ଓଡ଼ିଶାର ବିଭିନ୍ନ…
ବଦଳିଲା ବାଲିଯାତ୍ରା ନାଁ: ଏଥର ବାଲିଯାତ୍ରା ନାଁ ହେବ “ଐତିହାସିକ ବାଲିଯାତ୍ରା କଟକ ୨୦୨୫”
କଟକ: ଏଥର ବାଲି ଯାତ୍ରା ନାଁ ହେବ “ଐତିହାସିକ ବାଲି ଯାତ୍ରା କଟକ 2025” । ଆଗରୁ କେବଳ ଐତିହାସିକ ବାଲି ଯାତ୍ରା ଲେଖାଯାଉଥିଲା । ଚଳିତ ବର୍ଷ ନଭେମ୍ବର 5ରୁ 12 ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ ।
କିନ୍ତୁ…