Browsing Category
ଖବର
ତାଲିବାନ ଶିଶୁଙ୍କୁ ରକ୍ଷାକଲା ଆମେରିକୀୟ ସେନା; ଇଣ୍ଟରନେଟରେ ଜିଣିଲେ ସଭିଙ୍କ ହୃଦୟ
ଆଫଗାନିସ୍ତାନରେ ତାଲିବାନୀ ଶାସନ ଜାରୀ ହେବାପରଠାରୁ ସବୁଠାରୁ ଅଧିକ ନିର୍ଯାତିତ ହେଉଛନ୍ତି ମହିଳା ଓ ଶିଶୁ । ସମଗ୍ର ବିଶ୍ୱ ଏନେଇ ସମବେଦନା ଜଣାଉଥିବାବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଆମେରିକୀୟ ସେନା ସମସ୍ତଙ୍କ…
କାଳିଆକୁ ହରାଇ ଜଗା ପାଇଲା ସୁଭଦ୍ରା; ଜାଣନ୍ତୁ ପୂରା ଖବର
ଓଡ଼ିଶା ଭାସ୍କର ବ୍ୟୁରୋ: ଏଇ ୬ ଦିନ ହେଲା ଆସିଛି ସୁଭଦ୍ରା। ହେଲେ କୋଉ ସ୍ଥାନକୁ ଜାଣନ୍ତି? କନ୍ଧମାଳ-ଫୁଲବାଣୀରେ ଭୂମିଷ୍ଠ ହୋଇଛି ସୁଭଦ୍ରା।
ହଁ, ସନ୍ଦେହରେ ରୁହନ୍ତୁନି; ଆମେ କହୁଛୁ #ଜଗା_କାଳିଆଙ୍କ କଥା।…
୧୫ ସୁଦ୍ଧା ସବୁ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆର୍ଟି-ପିସିଆର ଟେଷ୍ଟିଂ ଲ୍ୟାବ୍: ଜନସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଆରଟି- ପିସିଆର ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।…
ଆଜି ୟୁଏନ୍ଏସ୍ସି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: “ସାମୁଦ୍ରିକ ନିରାପତ୍ତା ବୃଦ୍ଧି: ଅନ୍ତରାଷ୍ଟ୍ରୀୟ…
ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୫ଟା ୩୦ ମିନିଟ୍ରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍ଏସ୍ସି) ପକ୍ଷରୁ "ସାମୁଦ୍ରିକ…
ପୀଡ଼ିତାଙ୍କ ଜଙ୍ଘ ମଝିରେ ଖରାପ କାମ କରିବା ହେଉଛି ବଳାତ୍କାର ସହ ସମାନ: କେରଳ ହାଇକୋର୍ଟ
କୋଚ୍ଚି: ଯୁବତୀ ଏବଂ ନାବାଳିକା ମାନଙ୍କ ସହିତ ହେଉଥିବା ଖରାପ ବ୍ୟବହାରକୁ ନେଇ କେରଳ ହାଇକୋର୍ଟ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି କୌଣସି ଲୋକ ଯୁବତୀଙ୍କର ଜଙ୍ଘ ମଝିରେ କିଛି…
Emergency ସମୟରେ ଏଣିକି PF ଆକାଉଣ୍ଟରୁ ସଙ୍ଗେସଙ୍ଗେ ୧ ଲକ୍ଷ ଉଠାଇ ପାରିବେ, EPFO ଗ୍ରାହକଙ୍କ ପାଇଁ ଜାରି ହେଲା ନୂଆ ସର୍ଭିସ୍
ନୂଆଦିଲ୍ଲୀ: କରୋନା ସମୟରେ ଅଧିକାଂଶ ଲୋକ ନିଜ ନିଜର ଚାକିରି ହରାଇବା ସହ ବ୍ୟବସାୟରେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ପିଏଫ୍ ଆକାଉଣ୍ଟରୁ ଅଧିକାଂଶ ଲୋକ ନିଜର ପୂର୍ବ ସଞ୍ଚିତ…
ଲାଲ ଗ୍ରହରେ ମିଳିଲା ବରଫ, ଇନ୍ଷ୍ଟାରେ ଫଟୋ ସେୟାକଲା ନାସା
ନୂଆଦିଲ୍ଲୀ: ଆରମ୍ଭରୁ ରହସ୍ୟ ଘେରରେ ରହିଛି ମଙ୍ଗଳ ଗ୍ରହ । ଏଠାରେ ଜନଜୀବନ ସମ୍ଭବନା ନାହିଁ ସେ ନେଇ ଦୀର୍ଘ ବର୍ଷ ହେବ ଅନୁସନ୍ଧାନ ଚାଲିଛି । ଏହାରି ଭିତରେ ଏବେ ଲାଲ ଗ୍ରହରେ ମିଳିଛି ବରଫ । ମଙ୍ଗଳ ଗ୍ରହକୁ ନେଇ…
ଦୁଇ ଦିନରେ ସରିବା ବାହାଘର, ଜାଣନ୍ତୁ ବିବାହକୁ ନେଇ କ’ଣ କହିଲେ ବଲିଉଡ ଅଭିନେତ୍ରୀ ଜାହ୍ନବୀ
ମୁମ୍ବାଇ (ଭାସ୍କର ନ୍ୟୁଜ୍): ଦୁଇ ଦିନରେ ସରିବ ଜାହ୍ନବୀଙ୍କ ବାହାଘର । ମହମବତୀ ଏବଂ ଜୁଇ ଫୁଲରେ ସଜେଇ ହେବ ମଣ୍ଡପ । ପିନ୍ଧିବେ କାଞ୍ଜିବରମ ପାଟ । ବିବାହର ସବୁ କିଛି ବୁଝାବୁଝି କରିବେ ଭଉଣୀ ଅଂଶୁଳ । ବେଚଲରେଟ୍…
୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ, ୩ଟି ସ୍ଲଟ୍ରେ ବୁଲିପାରିବେ ଦର୍ଶକ
ନୂଆଦିଲ୍ଲୀ : ଦୀର୍ଘ ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ରାଷ୍ଟ୍ରପତି ଭବନ । କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବରୁ ସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା । ତେବେ ୩ମାସର ପ୍ରତୀକ୍ଷା ପରେ ପୁଣି…