Browsing Category

ଖବର

ଜୁଲାଇ ୧ ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସକାଳ ୯ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପଞ୍ଜିକରଣ, ଜନତା କହିବେ ସମସ୍ୟା…

ଓଡିଶା ଭାସ୍କର: ଆସନ୍ତା ସୋମବାର ଦିନଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ…

ଏଣିକି ରାଜ୍ୟର ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି; ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର)  ଏଣିକି ଧାନମଣ୍ଡିରେ ଲାଗିବ ସିସିଟିଭି । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ବୟାନ । "ରାଜ୍ୟର ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି । ଧାନମଣ୍ଡିରୁ ମିଲକୁ ଯାଉଥିବା…

ବଜ୍ରପାତ ମୃତକଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡିଶା ଭାସ୍କର: ବରଗଡ ପଦ୍ମପୁରସ୍ଥିତ ଖଲିଆପଲି ଗ୍ରାମଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁଁ ୫ ଜଣ ବ୍ୟକ୍ତିଙ୍କ ପ୍ରାଣ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ…

ଲୁଟେରା ଗ୍ୟାଙ୍ଗର ଶିକାର ହେଲେ ଲୋକ ପାଇଲଟ, ୩ ଗିରଫ

ଭୁବନେଶ୍ୱର: ରାଉରକେଲା ଅଞ୍ଚଳରୁ କିଛିଦିନ ତଳେ ଜଣେ ଲୋକ ପାଇଲଟ ଲୁଟର ଶିକାର ହୋଇଥିବା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେହି ଦୁର୍ବୃତ୍ତ ଲୋକ ପାଇଲଟଙ୍କୁ ଅପହରଣ କରିନେଇ ସୁନା ଚେନ ସହ ୧ ଲକ୍ଷ ୨୪ ହଜାର ଟଙ୍କା ଲୁଟ…

Video; କଞ୍ଚାପରିବା ଦରଦାମ୍ ବୃଦ୍ଧିକୁ ନେଇ ଆସିଲା ବଡ଼ ଖବର, ଜଣାପଡ଼ିଲା କିଏ ବଢ଼ାଉଛି ପରିବା ଦର…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଳୁ, ପିଆଜ ଠାରୁ ପନିପରିବା ସବୁର ଦର ଅକାଶଛୁଆଁ । ଦରବୃଦ୍ଧି ଦେଖି ଗ୍ରାହକ ଛାନିଆ । ଯାହାକୁ ହାତ ମାରିଲେ କରେଣ୍ଟ ଭଳି ଲାଗୁଛି । ରାଜ୍ୟର ବିଭିନ୍ନ ପରିବା ବଜାରରେ ପରିବା ଦାମ୍ ୮୦…

ଖୋର୍ଦ୍ଧା ରୋଡ୍ ଷ୍ଟୋସନରେ ନିର୍ମାଣ ହେବ ଫ୍ଲାଏଓଭର, ଖର୍ଚ୍ଚ ହେବ ୧୯୨ କୋଟି ଟଙ୍କା

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଟ୍ରେନ ଚଳାଚଳ ଓ ଯାତାୟତକୁ ଦୃଷ୍ଟିରେ ରଖି ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ରେଳବାଇର ଏନର୍ଜି କରିଡର ଯୋଜନା ଅଧୀନରେ ଏହି…

ଅଜବ ଘଟଣା ! ବସରେ ଯାତ୍ରା କରିବା ପାଇଁ ଠେକୁଆର କଟିଲା ଟିକେଟ୍, କଣ୍ଡକ୍ଟର ବିରୋଧରେ ଅଭିଯୋଗ ଆଣିଲେ ମାଲିକ

ଲକ୍ଷ୍ନୌ: ଅଧିକାଂଶ ଲୋକମାନେ ପୋଷା ରଖିବାକୁ ପସନ୍ଦ କରିଥାନ୍ତି । ଏଥିମଧ୍ୟରୁ ଗାଈ, ପକ୍ଷୀ, ବିଲେଇ, କୁକୁର ଭଳି ପ୍ରାଣୀ ପୋଷିଥାନ୍ତି । ସମୟକ୍ରମେ ମାଲିକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଯାଏ । ସେମାନେ ଯୁଆଡ଼େ…

ଭାଙ୍ଗିଯିବ କି କେନ୍ଦ୍ରାପଡା ପୌର ପରିଷଦ, ହୋଟେଲରେ ଚାଲିଛି ଗୁପ୍ତ ବୈଠକ

ଭୁବନେଶ୍ୱର: ଓଡିଶାର ସର୍ବପୁରାତନ ପୌରସଂସ୍ଥା ହେଉଛି କେନ୍ଦ୍ରାପଡା ପୌରପରିଷଦ । ଏହି ପୌରପରିଷଦକୁ ଭାଙ୍ଗି ଦେବା ପାଇଁ ୧୪ କାଉନସିଲର ଗୁପ୍ତ ବୈଠକ କରିଛନ୍ତି। ଗୁପ୍ତ ବୈଠକଟି କେନ୍ଦ୍ରାଡାର ଏକ ହୋଟେଲରେ ସେହି ହୋଟେଲର…

ରାଜ୍ୟ କଂଗ୍ରେସରୁ ୫ଜଣ କର୍ମୀ ବିଦା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟଙ୍କୁ କାଳିମାଡ ଘଟଣାରେ ୫ଜଣ କଂଗ୍ରେସ କର୍ମୀଙ୍କୁ ବିଦା କରାଯାଇଛି । ଦଳର ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ  ୫ଜଣ କର୍ମକର୍ତ୍ତାମାନଙ୍କୁ ୬ ବର୍ଷଲାଗି ଦଳରୁ…

Video; ନିୟନ୍ତ୍ରଣରେ ନାହିଁ ପରିବା ଦର; ସେଞ୍ଚୁରି ମାରିବା ପରେ ବି ଚୁପ୍ ବସିଛି ଯୋଗାଣ ବିଭାଗ

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ଜଣାପଡିଲା କାହିଁକି ପରିବାର ଦରରେ ଲାଗୁନି ବ୍ରେକ୍‌ । ଭୁବନେଶ୍ୱର ୧ନଂ ହାଟରେ ମିଳୁଥିଲା ଶସ୍ତାରେ ପରିବା । ହେଲେ, ଏବେ ହାତ ମାରିଲେ ପକେଟ୍ ଖାଲି ହେଉଛି । ରଜଠୁ ନାହିଁ ଦରରେ…