Browsing Category
ଖବର
ମାଆ ସାଜିଲା ପିଶାଚୀ: ୩ ବର୍ଷର ପୁଅ ବେକ କାଟିଦେଲା ମାରିଦେଲା, ମଦ ନିଶାରେ ହତ୍ୟା କରିଥିବା ନେଇ ଚର୍ଚ୍ଚା
କୋରାପୁଟ, (ଭାସ୍କର ନ୍ୟୁଜ୍): ପିଶାଚୀ ମାଆର ବର୍ବର କାଣ୍ଡ । ଯେଉଁ ରକ୍ତରେ ଜନ୍ମ ଦେଇଥିଲା, ସେହି ରକ୍ତ ନିଗାଡ଼ି ଶେଷରେ ଜୀବନ ନେଇଗଲା । ଧାରୁଆ ଅସ୍ତ୍ରରେ ୩ ବର୍ଷର ଶିଶୁ ପୁତ୍ରର ବେକ କାଟି ହତ୍ୟାକଲା । ଏପରି ଏକ…
ଝାମୁଯାତ୍ରାରେ ବଡ଼ ବିଭ୍ରାଟ, ଯାତ୍ରା ପାଇଁ ପ୍ରସ୍ତୁତି ବେଳେ ଟଳି ପଡିଲେ କାଳେସୀ, ଗାଁରେ ଖେଳିଗଲା ଦୁଃଖର ଛାୟା
ନିମାପଡ଼ା (ଭାସ୍କର ନ୍ୟୁଜ୍): ପଣାଯାତ୍ରା ଆରମ୍ଭ ହେବା ପୂର୍ବରୁ ଟଳି ପଡ଼ିଲେ କାଳେସି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଳଙ୍ଗା ଥାନା ଅନ୍ତର୍ଗତ ଉଚ୍ଛୁୁର ବଧି ଗ୍ରାମରେ । ମୃତ କାଳେସୀ ଜଣକ ହେଉଛନ୍ତି…
ନିତି ଆୟୋଗ ପକ୍ଷରୁ ଆକାଂକ୍ଷୀ ଜିଲ୍ଲା ତାଲିକା ପ୍ରକାଶ, ତୃତୀୟ ସ୍ଥାନରେ ମାଲକାନଗିରି
ନୂଆଦିଲ୍ଲୀ,: ନିତି ଆୟୋଗ ପକ୍ଷରୁ ଦେଶର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ତାଲିକା ପ୍ରକାଶିତ ହୋଇଛି । ନିତି ଆୟୋଗର ୱେବ୍ସାଇଟ୍ରେ ଏହିସବୁ ଜିଲ୍ଲାର ନାମ ସ୍ଥାନୀତ ହୋଇଛି । ତେବେ ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲ୍ଲା ତାଲିକାରେ…
ଫୁଡ୍ ଡେଲିଭରି ରେସ୍ରେ ‘ଓଲା’, ଏଣିକି ମାତ୍ର ୧୦ ମିନିଟରେ ଗ୍ରାହକଙ୍କ ପାଖରେ ପହଞ୍ଚିବ ଖାଦ୍ୟ
ନୂଆଦିଲ୍ଲୀ: ଦେଶରେ ପ୍ରମୁଖ ଫୁଡ୍ ଡେଲିଭରି ଆପ୍ ସ୍ୱିଗି ଏବଂ ଜୋମାଟୋ ପରେ ଏବେ ‘ଓଲା’ ଏହି ରେସରେ ଜୋଡିହୋଇଛି । ‘ଓଲା’ ଗୋଟିଏ ଅର୍ଡରରେ ଗ୍ରାହକଙ୍କ ଘରେ ଆସି ମନ ପସନ୍ଦର ଖାଦ୍ୟ ପହଞ୍ଚାଇ ଦେଉଛି । କିନ୍ତୁ ଓଲାର…
ଏପ୍ରିଲ ୧୬ରୁ ପ୍ରତି ଶନିବାର ଓ ରବିବାର ଖୋଲିବ ଏମ୍ସ ଓପିଡି ଖୋଲା, ସକାଳ ୮ଟାରୁ ମଧ୍ୟାହ୍ନ ୧ଘଟିକା ପର୍ଯ୍ୟନ୍ତ ଚାଲିବ ଚିକିତ୍ସା
ବାଲେଶ୍ୱର, (ଭାସ୍କର ନ୍ୟୁଜ): ଆସନ୍ତା ୧୬ତାରିଖରୁ ବହୁ ପ୍ରତିକ୍ଷୀତ ଏମ୍ସ ସ୍ୟାଟଲାଇଟ ଓପିଡି ସେଣ୍ଟର ଖୋଲିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ସପ୍ତାହର ଶନିବାର ଓ ରବିବାର ଏହା ଖୋଲା ରହିବ । ସକାଳ ୮ଟାରୁ…
ଓଡ଼ିଶା ଷ୍ଟାଫ ସିଲେକସନ୍ କମିକଶନ୍ ଭାବରେ ପାଇଲେ ନିଯୁକ୍ତି
ପୁର୍ବତ୍ତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ(ଓଏସଏସସି) ଭାବରେ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଭୟ ଏହି ଦାୟିତ୍ୱରେ…
ମୌସୁମୀ ନେଇ ସ୍କାଏମେଟ୍ର ପୂର୍ବାନୁମାନ : ଚଳିତ ବର୍ଷର ଦେଶରେ ସ୍ୱାଭାବିକ ବର୍ଷା ସମ୍ଭାବନା, ୯୮ ପ୍ରତିଶତ ବର୍ଷିବ ପାରେ…
ନୂଆଦିଲ୍ଲୀ: ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ନେଇ ଭାରତୀୟ ପାଣିପାଗ ବିଭାଗ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦେଇନଥିବା ବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଏନେଇ ପୂର୍ବାନୁମାନ କରିଛି ।…
ମେଘା ବାଘୁଣୀର ଏକ ବର୍ଷର ଶାବକ ବିବେକର ମୃତ୍ୟୁ, ୨୬କୁ ହ୍ରାସ ନନ୍ଦନକାନନରେ ପ୍ରାଣୀ ଉଦ୍ୟାନର ବାଘ ସଂଖ୍ୟା
ବାରଙ୍ଗ(ଭାସ୍କର ନ୍ୟୁଜ୍): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର(ଖ) ଖୁଆଡରେ ରହୁଥିବା ନାଲି ବାଘୁଣି ମେଘାର ଗର୍ଭରୁ ଜନ୍ମିତ ଏକ ବର୍ଷର ବାଘ ଶାବକ ଅସୁସ୍ଥ ହୋଇ ଚିକିତ୍ସା ଜାରି ରହିଥିବାବେଳେ ମଙ୍ଗଳବାର ସଂଧ୍ୟାରେ…
ଟି-ଟ୍ୱେଣ୍ଟି ବିଶ୍ୱକପ୍: ୨୦୨୫ ବିଶ୍ୱକପ୍ ମ୍ୟାଚ୍ରେ ଭାଗ ନେବେ ୨୦ ଦଳ, ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ଏତିକିଟା ଟିମ୍
ଦୁବାଇ: ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଟି-ଟ୍ୱେଣ୍ଟି (ପୁରୁଷ) ବିଶ୍ୱକପ୍ରେ ଭାଗ ନେବେ ୨୦ ଦଳ । ଏମାନଙ୍କ ମଧ୍ୟରୁ ୧୨ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ବୋଲି ଅନୁଷ୍ଠିତ ଆଇସିସି ବୈଠକରେ ଏହି ନିଷ୍ପତ୍ତି…
ଭାରତରେ ଏମ୍ଜି ମୋଟର୍ର ହେବ ଦ୍ୱିତୀୟ କାରଖାନା ସ୍ଥାପନ ନେଇ ଯୋଜନା, ୪୮୦୦ କୋଟିର ନିବେଶ କରିବ କମ୍ପାନି
ନୂଆଦିଲ୍ଲୀ: ଏମ୍ଜି ମୋଟର ଭାରତରେ ୪୮୦୦ କୋଟି ଟଙ୍କା ନିବେଶରେ ଦ୍ୱିତୀୟ କାର ନିର୍ମାଣ ୟୁନିଟ ସ୍ଥାପନ ଯୋଜନା ରଖିଛି । ଏଥିପାଇଁ କମ୍ପାନି ଏକାଧିକ ରାଜ୍ୟ ସହ କଥାବାର୍ତ୍ତା ଚଳାଇଛି । ଜୁନ୍ରେ କାରଖାନା ସ୍ଥାପନ ନେଇ…