CHARIDHAM
Browsing Category

ଖବର

ରେଷ୍ଟୁରାଣ୍ଟରେ ବିରିୟାନି ଅର୍ଡର ଦେଲା ପ୍ରେମିକ, ବିରିୟାନି ଖାଇ ମରିଗଲା ପ୍ରେମିକା

ମହାରାଷ୍ଟ୍ର:  ବିରିୟାନି ଖାଇବାକୁ କାହାକୁ ବା ଭଲ ନ ଲାଗେ। ଠିକ୍ ସେମିତି ରେଷ୍ଟୁରାଣ୍ଟକୁ ବିରିୟାନି ଖାଇବାକୁ ଯାଇଥିଲେ ପ୍ରେମୀ ଯୁଗଳ। ଆଉ ଖାଇବା ଅର୍ଡର ଦେଲେ ପ୍ରେମିକ। ଅର୍ଡର ମୁତାବକ ସବୁ ଖାଇବା ଆସି ଟେବୁଲ…

ଜନ୍ମ କଲା ପୁଅ ସାଜିଲା ରାକ୍ଷସ, ମା’ କୁ ପିଟିପିଟି ମାରିଦେଲା

ଅନୁଗୁଳ: କୁହାଯାଏ ମାଆ ଠାରୁ ଏ ଦୁନିଆରେ ଆଉ କେହି ବେଶୀ ନିଜର ନୁହେଁ। କାରଣ ଗୋଟେ ମାଆ ହିଁ ବୁଝିପାରେ ତା ଛୁଆର ମନକଥା। ନିଜେ ନଖାଇ ନ ପିଇ ନିଜ ଛୁଆକୁ କୋଳେଇ କାଖେଇ ମଣିଷ କରେ। ହେଲେ ଏବେ ଏ ସମାଜ ଏତେ କଳୁଷିତ…

ଅଜବ ପ୍ରେମର ଗଜବ କାହାଣୀ, ପ୍ରେମିକର ସୋଉକ ପୁରା କରିବାକୁ ପ୍ରେମିକା ସାଜିଲା ଚୋରଣୀ

ଉତ୍ତରପ୍ରଦେଶ:  ସାମ୍ନାକୁ ଆସିଛି ଏକ ଭିନ୍ନ ପ୍ରେମ କାହାଣୀ। ଯେଉଁଥିରେ ନିଜ ପ୍ରେମିକର ସୋଉକ ପୂରା କରିବାକୁ ତା'ର ପ୍ରେମିକ ସାଜିଛି ଚୋର। ଏକଥା ଟି ଆପଣଙ୍କୁ ଟିକେ ଅଜବ ଲାଗୁଥିବ। କାରଣ ଅନେକ ସମୟରେ ଦେଖିବାକୁ…

ଧାର୍ମିକସ୍ଥଳରେ ପାପ, ମନ୍ଦିର ଭିତରେ ନାବାଳିକା ଝିଅକୁ ଦୁଷ୍କର୍ମ କଲେ ପୂଜକ

କୁଚିଣ୍ଡା: ଏହି ଘଟଣାଟି କୌଣସି ବାହାର ରାଜ୍ୟର ଘଟଣା ନୁହେଁ, ବରଂ ଆମ ଓଡ଼ିଶାର ଘଟଣା। ମନ୍ଦିର ଭଳି ପବିତ୍ର ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ। ତାହା ପୁଣି କରିଛନ୍ତି ମନ୍ଦିରର ପୂଜକ। ଯିଏକି ସବୁବେଳେ ଧର୍ମ ଚର୍ଚ୍ଚା…

ଆକାଶରେ କ୍ଷେପଣାସ୍ତ୍ର, ଭୂମିରେ ଶୋକ… ଗାଜାରେ ପୁଣି ବର୍ଷିଲା ନେତାନ୍ୟାହୁଙ୍କ ତାଣ୍ଡବ, 38 ଜଣଙ୍କ ମୃତ୍ୟୁ

ପାଲେଷ୍ଟାଇନ୍:  ଗାଜା ଉପରେ ଇସ୍ରାଏଲର ମିସଆଲ ମାଡ଼। ମିସାଇଲ ମାଡ଼ରେ ୩୮ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ। ଗୋଟିଏ ଡ଼ାକ୍ତର ପରିବାରର ୧୦ ଜଣଙ୍କ ମୃତ୍ୟୁ। ହଁ ଗାଜା ପୁଣି ଥରେ…

ୟୁକ୍ରେନ ଉପରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍, ତୀବ୍ର ନିନ୍ଦା କଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷିଆର ପ୍ରଚଣ୍ଡ ଆକ୍ରମଣ। ରୁଷିଆର ବଡ଼ ଏୟାରଷ୍ଟ୍ରାଇକରେ ୟୁକ୍ରେନର ମହିଳା ଶିଶୁ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ସେପଟେ ରୁଷିଆର ଏପରି ରାତି ଅଧିଆ ଏୟାରଷ୍ଟ୍ରାଇକକୁ ତୀବ୍ର…

(VIDEO)ରାଜଧାନୀରେ ପ୍ରବଳ ବର୍ଷା, ଭାଙ୍ଗିଗଲା ଏୟାରପୋର୍ଟର ମେମ୍ବ୍ରେନ ଛାତ

ନୂଆଦିଲ୍ଲୀ:  ଦିଲ୍ଲୀରେ ପୁଣି ଏକ ଦୁର୍ଘଟଣା। ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ନୂତନ ଭାବରେ ଡିଜାଇନ୍ ହୋଇଥିବା ମେମ୍ବ୍ରେନ ଛାତ ଭାଙ୍ଗିଗଲା। ଆଇଜିଆଇ ବିମାନବନ୍ଦରରେ ପ୍ରବଳ ବର୍ଷା ଯୋଗୁଁ ମେମ୍ବ୍ରେନ୍ ଛାତ ଭୁଷୁଡ଼ି…

ଏମିତି ସଂସ୍କାରି ଚୋର କେବେ ଦେଖିନଥିବେ, ମୁଣ୍ଡରେ ତିଲକ, ହାତରେ ମନ୍ଦିର ହୁଣ୍ଡିର ଚୋରି ଟଙ୍କା

ମଧ୍ୟପ୍ରଦେଶ: ଆପଣ କେବେ ସଂସ୍କାରି ଚୋର ଦେଖିଛନ୍ତି। ବୋଧହୁଏ କେବେ ଦେଖି ନ ଥିବେ। ହେଲେ ଏବେ ରାସ୍ତାରେ ବୁଲୁଛନ୍ତି ସଂସ୍କାରି ଚୋର। ଏହି କଥା ଟି ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ କଥାଟି…

କ’ଣ ରହିଛି ଫଟୋ ପଛର ରହସ୍ୟ, ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜ୍ୟୋତି ସହ ରାହୁଲ…

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଏକ  ଫଟୋ ଭାଇରାଲ ହୋଇଛି। ଅନେକ ଏକ୍ସ ୟୁଜର୍ ଫଟୋକୁ…

ପାଗେଳି ନାବାଳିକା ଝିଅକୁ ବି ଛାଡ଼ିଲେନି, ଦୁଷ୍କର୍ମ କରି ରାସ୍ତା ଉପରେ ଛାଡ଼ି ଚାଲିଗଲେ ଯୁବକ

ବାଲେଶ୍ୱର:  ବାଲେଶ୍ୱର ଜଳେଶ୍ୱରରେ ଲଜ୍ଜା। ମାନସିକ ବିକାରଗ୍ରସ୍ତ ପାଗେଳି ନାବାଳିକା ଝିଅକୁ ବି ଶେଷରେ ଛାଡ଼ିଲେନି ଅମଣିଷ ଲୋକ। ଝୁଣି ଝୁଣି ଖାଇଗଲେ ତା'ର ସେହି ନିରୀହ ଦେହ ଟାକୁ। ହଁ ଆପଣମାନେ ତ ଏମିତି ଅନେକ…