Browsing Category

ଖବର

ଦେଶରେ ବଢୁଛି ମନ୍ତ୍ରୀଙ୍କ ସଂଖ୍ୟା; ଟିକାକରଣରେ ଫଳ ଶୂନ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିକଟରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ଅଦଳବଦଳକୁ ସମାଲୋଚନା କରି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ‘ ଦେଶରେ ମନ୍ତ୍ରୀଙ୍କ ସଂଖ୍ୟା ବଢୁଛି ହେଲେ ଭାକ୍ିସନ…

କାଳିଆ ‘କଳା’ରେ ସମର୍ପିତା ପ୍ରିୟଙ୍କା, ଚିତ୍ର କହୁଛି କଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମ ଅନନ୍ୟ ଆଉ ଅସରନ୍ତି । ଅଦୃଶ୍ୟ କିନ୍ତୁ ଭାବମୟ । କେତେବେଳେ, କାହା ସହ, କେଉଁଠି, କିପରି ହୁଏ ତାହା କେହି ଜାଣେନା । ଆଉ ସେଇ ପ୍ରେମ ପାଇଁ ସବୁରି ହୃଦୟରେ ଅନେକ ଆଶା । କିନ୍ତୁ…

ରଥଯାତ୍ରାକୁ ନେଇ ଘନଘନ ବୈଠକ: ଡିଜିଟାଲ ଦର୍ଶନ ଉପରେ ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ କୋଭିଡ କଟକଣାରେ ବିନାଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ରଥଯାତ୍ରା ଅୟୋଜନକୁ ନେଇ ଘନଘନ ବୈଠକ ଜାରି ରହୁଛି। ଗୁରୁବାର ଗଜପତି ମହାରାଜାଙ୍କ ଅଧକ୍ଷତାରେ ଭରଚୁଆଲ୍ ବୈଠକ…

ଚା’ ବିକାଳି ପାଲଟିଛନ୍ତି ତେନ୍ଦୁଲକରଙ୍କ ସହ ଖେଳୁଥିବା ଏହି ଖେଳାଳି

ଗୌହାଟୀ: ଏକଦା କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ ପରି ଖେଳାଳିଙ୍କୁ ବୋଲିଂ କରିଥିବା କ୍ରିକେଟର ଆଜିକା ସମୟରେ ଚା ବିକୁଛନ୍ତି । ଆସାମର ବାମହାତୀ ସ୍ପିନର ପ୍ରକାଶ…

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨ ନୂଆ ମନ୍ତ୍ରୀ ସାମିଲ ହେବା ସ୍ପଷ୍ଟ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ସମ୍ପସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଓଡ଼ିଶାର ୨ ନୂଆ ମନ୍ତ୍ରୀ ସାମିଲ ହେବା ସ୍ପଷ୍ଟ ହୋଇଛି । ଏନେଇ…

ଭାରତର ଟପ୍-୧୦ ଆଇଆଇଟିଆନ, ଜାଣନ୍ତୁ ସେମାନଙ୍କ ସମ୍ପର୍କରେ

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)କୁୁ ସବୁଠାରୁ ଶ୍ରେଷ୍ଠ ବିବେଚନା କରାଯାଇଥାଏ । ଆଇଆଇଟିରୁ ପାସ୍ କରିଥିବା ଛାତ୍ରଛାତ୍ରୀ ମାନେ ସଦାସର୍ବଦା ଦେଶକୁ…

କୋଭିଡ କଟକଣାକୁ ଫୁ’, ସିଲ୍ ହେଲା KFC

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ସରକାର ଯେତେେ କଟକଣା ଲାଗୁ କଲେ ବି ଲୋକମାନେ ଏହକୁ ଫୁ’ କରି ଉଡ଼ାଉଦେଉଛନ୍ତି । ଫଳରେ କରୋନା ସଂକ୍ରମଣ କମିବା ବଦଳରେ ପୁଣି ବଢ଼ିବାର ସମ୍ଭାବନା ରହିଛି । ଏହାରି…

କୋଭିଡ଼୍‌-୧୯ ଟେଷ୍ଟ କଲେ ମିଳିବ ପିଜା, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସିଡ୍‌ନୀରେ ଥିବା ଏକ ପିଜା ଦୋକାନ କୋଭିଡ଼୍‌ ପରୀକ୍ଷା କରିବାକୁ ଯାଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଲୋକଙ୍କୁ ମାଗଣାରେ ପିଜା ପ୍ରଦାନ କରୁଛି । ସିଡନୀରେ ଥିବା ଏହି ପିଜା…

ପରଲୋକରେ ଓଡ଼ିଶାର ଦ୍ୱିତୀୟ ବୈଷ୍ଣବ ପାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): "କୋଇଲି କବି, "ତଥା ଓଡ଼ିଶାର ଦ୍ୱିତୀୟ ବୈଷ୍ଣବ ପାଣି ଭାବେ ପରିଚିତ ଗୌର ଚନ୍ଦ୍ର ସାମନ୍ତରାୟଙ୍କ ପରଲୋକ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି, ବ୍ଲକ ପଚାଶରଙ୍ଗ ବଳରାମପୁର ରେ ଜନ୍ମିତ,…

ଚୌଭିନଙ୍କୁ ୨୨+ ବର୍ଷ ଜେଲ୍;. କିଏ ସେ ଜାଣନ୍ତି!

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ଜର୍ଜ ଫ୍ଲଏଡ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଫ୍ଲଏଡଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପୋଲିସ ଅଧିକାରୀ ଦେରେକ ଚୌଭିନଙ୍କୁ ୨୨.୫ ବର୍ଷର କାରାଦଣ୍ଡରେ ଦଣ୍ଡିତ…