Browsing Category
ଖବର
Breaking: ଲଡୁ ବିବାଦ, ୪ ଜଣଙ୍କୁ ଗିରଫ କଲା CBI
ଆନ୍ଧ୍ରପ୍ରଦେଶ: ତିରୁପତି ଲଡୁ ବିବାଦ। ୪ ଜଣଙ୍କୁ ଗିରଫ କଲା CBI। ଘିଅ ଯୋଗାଉଥିବା ସଂସ୍ଥାର ୪ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ପାଖାପାଖି ୫ ମାସର ତଦନ୍ତ ପରେ ଲଡୁ ବିବାଦରେ ୪ ଜଣଙ୍କୁ ଗିରଫ…
ମାତିଛି ପାଗଳ କୁକୁର, ଦେଖିଲା ମାତ୍ରେ କାମୁଡ଼ିବାକୁ ଗୋଡ଼ାଉଛି
ଅନୁଗୁଳ: ମାତିଛି ପାଗଳ କୁକୁର । ଯାହାକୁ ଦେଖୁଛି ଗୋଡ଼ାଉଛି । ପାଗଳ କୁକୁର କାମୁଡ଼ାରେ ପାଖାପାଖି ୨୨ରୁ ଉଦ୍ଧ୍ୱର୍ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।
ଶୁଶୁଡ଼ା, କଲେଜ…
ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଏବେଠୁ ଟେନସନରେ ଆଶାୟୀ
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ହେଲେ ଏବେଠୁ ଧଡଧଡ ହେଲାଣି ଆଶାୟୀଙ୍କ ଛାତି। ବୈଠକରେ ଘୋଷଣା ହୋଇପାରେ ମୁଖ୍ୟମନ୍ତ୍ରୀ ନାଁ। ଯାହାକୁ ନେଇ ଏବେଠୁ ଚିନ୍ତାରେ ଆଶାୟୀ ପ୍ରାର୍ଥୀ।…
Breaking: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଫିଲ୍ଡିଂ କରିବ ଭାରତ
କଟକ: ବାରବାଟୀ ଫିଭର। ଟସ୍ ଜିତିଲା ଇଂଲଣ୍ଡ। ଫିଲ୍ଡିଂ କରିବ ଭାରତ। ଷ୍ଟାଡିୟମରେ ଲାଗିଲାଣି ଫ୍ୟାନଙ୍କ ଖଚାଖଚ ଭିଡ଼। ବାରବାଟୀ ଦିନିକିଆ ମ୍ୟାଚରେ ଟସ୍ ଜିତିଲା ଇଂଲଣ୍ଡ।
ଆଉ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
E-KYC ନକଲେ ହାତଛଡ଼ା ହେବ ରାସନ୍ କାର୍ଡ଼, ଏହି ତାରିଖ ଶେଷ ହେବ E-KYC ଅବଧି
ଭୁବନେଶ୍ୱର: ଆପଣ E-KYC କରିନଥିଲ ହୋଇଯାନ୍ତୁ ସାବଧାନ । ରାସନ କାର୍ଡ଼ ପାଇଁ ସରୁଛି E-KYC ଅବଧି ।
ଯଥା ଶୀଘ୍ର ଫେବୃଆରୀ ୧୫ ପର୍ଯ୍ୟନ୍ତ ନିଜର E-KYC ଅପଡେଟ୍ କରାଇନିଅନ୍ତୁ । ଏପରି ନହେଲେ ଅଯୋଗ୍ୟ…
Breaking: କେନ୍ଦୁଝର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
କେନ୍ଦୁଝର: ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିଡି ମେଡିକାଲ କଲେଜ ହେବ ପୂର୍ଣ୍ଣ କାର୍ଯ୍ୟକ୍ଷମ। କେନ୍ଦୁଝର ମେଡିକାଲ କଲେଜ ହେବ ଓଡ଼ିଶାର ନଂ ୧ କଲେଜ।
ନିଜ ଜନ୍ମମାଟିର ହେବ ବିକାଶ।…
ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ, ଦୁଇ ଯବାନ ସହିଦ
ବିଜାପୁର: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ବର୍ତ୍ତମାନ ସୁଦ୍ଧା ୧୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ।
ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ୨ ଜଣ ଯବାନ ସହିଦ…
ପ୍ରେମ ସପ୍ତାହରେ କାହାକୁ କେଉଁ ଚକୋଲେଟ୍ ଦେବେ ଉପହାର
ନୂଆଦିଲ୍ଲୀ: ଏବେ ଚାଲିଛି ପ୍ରେମ ସପ୍ତାହ। ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ସପ୍ତାହର ଆଜି ତୃତୀୟ ଦିନ। ଯାହାକୁ ଚକୋଲେଟ୍ ଡ଼େ ବୋଲି କୁହାଯାଏ। ଏହି ଦିନ ଚକୋଲେଟ୍ ଦେଇ ଜଣେ ଅନ୍ୟ ଜଣଙ୍କ ପାଖରେ ନିଜ ମନର…
Breaking: ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଆତିଶୀ, ସକାଳୁ ସକାଳୁ ପଦରୁ ଇସ୍ତଫା
ନୂଆଦିଲ୍ଲୀ: ଇସ୍ତଫା ଦେଲେ ଆତିଶୀ। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଗତକାଲି ବିଜେପି ଦିଲ୍ଲୀ ଆସନ କବଜା କରିବା ପରେ ଦିଲ୍ଲୀ ସଚିବାଳୟ ସିଲ୍ କରାଯାଇଥିଲା।
ଆଉ ବିଜେପିର ଏହି…
ଅଣ୍ଡାର ରହିଛି ଅନେକ ଉପକାରିତା, ଓଜନ କମାଇବାରେ ହେଉଛି ସହାୟକ
ନୂଆଦିଲ୍ଲୀ: ଅଣ୍ଡା ଖାଇଲେ ମିଳୁଛି ଅଜବ ଫାଇଦା। ଦେହରୁ ଦୂରେଇ ଯାଉଛି ଅନେକ ସମସ୍ୟା। ଦେହରେ ବଢୁଛି ଇମ୍ୟୁନିଟି ପାଓ୍ୱାରା। ଏମିତିରେ ବି ଆମେ ଜାଣିଛନ୍ତି ଅଣ୍ଡାରେ ରହିଛି ଭିଟାମିନ୍।
ତେଣୁ ଆପଣ ଯଦି ଅଣ୍ଡା…