Browsing Category

ଖବର

ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି, ହ୍ରାସ ପାଇଲା ଖୁଚୁରା ମୁଦ୍ରସ୍ପୀତି…

ନୂଆଦିଲ୍ଲୀ: ବଢ଼ିଚାଲିଥିବା ମହଙ୍ଗା ବୃଦ୍ଧି ମଧ୍ୟରେ ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଖୁଚୁରା ମୁଦ୍ରାସ୍ଫୀତି ଜୁଲାଇ ମାସରେ ୬.୭୧ ପ୍ରତିଶତକୁ ଖସି…

ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଏକ ନିର୍ଣ୍ଣାୟକ ପ୍ରମାଣ: କଲିକତା ହାଇକୋର୍ଟ

ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଏକ ନିର୍ଣ୍ଣାୟକ ପ୍ରମାଣ ଯାହା ଅଭିଯୁକ୍ତଙ୍କୁ ଦଣ୍ଡ ଦେବାପାଇଁ ସ୍ୱୀକାର କରାଯାଇପାରେ । ତେଣୁ ଯଦି କେହି ପୂର୍ଣ୍ଣ ସଚେତନ ଅବସ୍ଥାରେ ମୃତ୍ୟୁ ପୂର୍ବରୁ ବୟାନ ଦେଇଛନ୍ତି ତେବେ…

(Video) ଶବସତ୍କାର କରିବାକୁ ଗଭୀର ନାଳ ପାର୍ କଲେ ପରିବାର ଲୋକେ…

ଧର୍ମଗଡ଼/ଗୋଲାମୁଣ୍ଡା, (ଭାସ୍କର ନ୍ୟୁଜ୍): ତୁହାକୁ ତୁହା ବର୍ଷାରେ ଫୁଲି ଉଠିଛି ଗାଁ ପାଖ ନାଳ । ଏକୂଳ ସେକୂଳ ପାଣି । କେମିତି ଶବ ପାର ହେବ? ସେ ଚିନ୍ତାରେ ପରିଜନ । ଯେମିତି ହେଲେ ବି ନେବାକୁ ହେବ । ଶ୍ମଶାନ ଯିବାକୁ…

(Video) କିଙ୍ଗ୍ କୋବ୍ରାକୁ କିସ୍ କରିବାକୁ ମହିଳା କଲେ ଏମିତି… ଦେଖନ୍ତୁ ଭିଡିଓ…

ଆମେ ସୋସିଆଲ ମିଡିଆରେ ସାପ ସହ ଜଡ଼ିତ ଅନେକ ଭିଡିଓ ଦେଖିବାକୁ ମିଳିଥାଏ । ଏମିତିରେ ତ’ ଲୋକେ ଛୋଟ ବଡ଼ ସବୁ ସାପକୁ ଡରନ୍ତି । ପ୍ରାୟ ସବୁ ପ୍ରଜାତି ଭୟଙ୍କର ହୋଇଥାନ୍ତି, କିନ୍ତୁ କିଛି ଏଭଳି ପ୍ରଜାତି ଅଛନ୍ତି ଯେଉଁମାନେ…

ସନ୍ଦେହ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ କୁହାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିବା ସହ ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ କୌଣସି ଅଭିଯୁକ୍ତଙ୍କୁ କେବଳ ସନ୍ଦେହ ଆଧାରରେ ଦୋଷୀ କୁହାଯାଇପାରିବ ନାହିଁ, ସନ୍ଦେହ ଯେତେ ଦୃଢ଼…

(Video) ବସ୍ ଓଲଟି ୧ ମୃତ ୨୫ ଆହତ: ଭୁବନେଶ୍ୱରରୁ ଯାଉଥିଲା ଅସ୍ତରଙ୍ଗ

ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି । ସୂଚନା ଅନୂଯାୟୀ, ଘରୋଇ ବସ ସାରଳା ଭୁବେନଶ୍ୱରରୁ ଅସ୍ତରଙ୍ଗ…

ରାକ୍ଷୀ ଯୋଡ଼ିଦେଲା ସଂପର୍କ, ଏସପିଙ୍କୁ ରାକ୍ଷୀ ବାନ୍ଧିଲେ ଆତ୍ମ ସମର୍ପଣ କରିଥିବା ମାଓବାଦୀ

ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ । ଆଜିର ପ୍ରବିତ୍ର ଦିନରେ ଭାଇ ହାତରେ ଭଉଣୀ ବାନ୍ଧିଥାଏ ସୁରକ୍ଷାର ଡୋରି, ଆଉ କଥା ଦେଇଥାଏ ଭଉଣୀର ସୁରକ୍ଷାର । ତେବେ ଆଜିର ଏହି ପବିତ୍ର ଅବସରରେ ଅନେକ ଭଉଣୀ ନିଜ ଭାଇମାନଙ୍କ ହାତରେ…

ISRO ଲଞ୍ଚ କଲା ପ୍ରଥମ 3D ଭର୍ଚୁଆଲ୍ ସ୍ପେସ୍ ମ୍ୟୁଜିୟମ୍ “SPARK”, ଜାଣିପାରିବେ ଅନ୍ତରୀକ୍ଷର ଅନେକ ରହସ୍ୟ…

ନୂଆଦିଲ୍ଳୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ISRO) ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ନିଜର ଭର୍ଚୁଆଲ ସ୍ପେସ ମ୍ୟୁଜିୟମ (SPARK) ଲଞ୍ଚ କରିଛି । ଏହା ଏକ ଡିଜିଟାଲ କଣ୍ଟେଣ୍ଟ, ଯେଉଁଥିରେ ସଂଗଠନର ଇତିହାସ…

Jio ଗ୍ରାହକଙ୍କୁ ଏକ ବର୍ଷ ଯାଏଁ କରିବାକୁ ପଡ଼ିବନି ରିଚାର୍ଜ: ଏହି ପ୍ଲାନରେ ମିଳୁଛି ବଢ଼ିଆ ଅଫର, ପୂରା ପଇସା ଅସୁଲ୍

ଯଦି ଆପଣ ଜିଓ ସିମ୍ ଉପଭୋକ୍ତା ଏବଂ ଆପଣ ଆପଣଙ୍କୁ ଜିଓ ନମ୍ବରକୁ ବାରମ୍ବାର ରିଚାର୍ଜ କରିବାକୁ ଚାହୁନାହାନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କୁ କମ୍ପାନୀର ବାର୍ଷିକ ପ୍ଲାନ ସହାୟକ ହୋଇପାରେ । ଜିଓ ଏହାର ୟୁଜର୍ସଙ୍କୁ…

କରୋନା ଭାଇରସ ପରେ ଏବେ ଲୈଙ୍ଗ୍ୟା ଭାଇରସ ବଢ଼ାଇଲା ଚିନ୍ତା, କ’ଣ ଏହି ରୋଗ? ଜାଣନ୍ତୁ….

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଦୂର ହୋଇନଥିବାବେଳେ, ଏବେ ଚୀନର ଶାୟନଡଙ୍ଗ ଏବଂ ହେନାନ ରେ ନୂଆ ଲୈଙ୍ଗ୍ୟା ଭାଇରସ ଦେଖିବାକୁ ମିଳିଛି । ଏହି ଭାଇରସ ଯୋଗୁଁ ୩୫ ଜଣ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହାର ସମ୍ବନ୍ଧ…