Browsing Category
ଖବର
ଜଙ୍ଗଲ ଛାଡ଼ି ସହର ମୁହାଁ ହାତୀ, ରାଜଧାନୀରେ ବୁଲୁଛି ଦନ୍ତା
ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ସହର ମୁହାଁ ହାତୀ। ଏବେ ଆଉ ଜଙ୍ଗଲ କିମ୍ୱା ଗାଁରେ ହାତୀର ମନ ମାନୁନି। ସେଥିପାଇଁ ତ ଏବେ ରାଜଧାନୀ ରାସ୍ତାରେ ବୁଲୁଛି ଦନ୍ତା। ହଁ ଆପଣ ଠିକ୍ ଶୁଣିଛନ୍ତି ଭୁବନେଶ୍ୱର ଏମ୍ସ ନିକଟ କାଜୁ…
ଆଜିଠୁ ପ୍ରତି ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା, ଆପଣ ବି ହୋଇପାରିବେ ଲକ୍ଷପତି ଦିଦି
ଭୁବନେଶ୍ୱର: ସଶକ୍ତ ହେବେ ମହିଳା। ଆଜିଠୁ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା।…
ମହିଳାଙ୍କ ସୁରକ୍ଷା ପାଇଁ ବ୍ରହ୍ମାସ୍ତ୍ର ସାଜିବ ‘ଲିପଷ୍ଟିକ୍ ଗନ୍’ !
ଉତ୍ତରପ୍ରଦେଶ: ଦିନକୁ ଦିନ ବଢ଼ିବାରେ ଲାଗିଛି ନାରୀ ନିର୍ଯ୍ୟାତନା, ଶୋଷଣ ଏବଂ ଦୁଷ୍କର୍ମ ଭଳି ଘଟଣା। କେତେବେଳେ ଜଣେ ମହିଳା ନିଜ କାର୍ଯ୍ୟକ୍ଷେତ୍ରରେ ହେଉ ତ ଆଉ କେତେବେଳେ ନିଜ ଶିକ୍ଷାନୁଷ୍ଠାନରେ ହେଉ ଦୁଷ୍କର୍ମର…
୯ ମାସରେ ରାଜ୍ୟ ସରକାରଙ୍କ ଋଣ ଭାର ୨୧ ହଜାର କୋଟି ଟଙ୍କାରୁ ଅଧିକ
ଭୁବନେଶ୍ୱର: ମୋହନ ସରକାର ଓଡ଼ିଶାରେ ଶାସନକୁ ଆସିବାର ମାତ୍ର ୯ ମାସ ହୋଇଛି। ହେଲେ ରାଜ୍ୟ ସରକାର ମାତ୍ର ୯ ମାସ ଭିତରେ ୨୧ ହଜାର କୋଟିରୁ ଅଧିକ ଋଣ କରିସାରିଲେଣି। ଏକଥା ଆମେ କହୁନାହୁଁ, ବିଧାନସଭାରେ ଲିଖିତ ଉତ୍ତର ଦେଇ…
Breaking: ଚିନ୍ତା ବଢ଼ାଇଲାଣି ଗ୍ରୀଷ୍ମ ପ୍ରବାହ, ଆକାଶରୁ ହୋଇପାରେ ନିଆଁବର୍ଷା
ଭୁବନେଶ୍ୱର: ଚିନ୍ତା ବଢ଼ାଇଲାଣି ଗ୍ରୀଷ୍ମ ପ୍ରବାହ। ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ ତେଣୁ…
ଗାଡ଼ି ଆଗରେ ଚାଲିଗଲା ବିଲେଇ, ଧରି ନେଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ
ଉତ୍ତରପ୍ରଦେଶ: ଆପଣମାନେ ଅନେକ ସମୟରେ ରାସ୍ତା ପାର ହେଉଥିବା ସମୟରେ ବିଲେଇ ରାସ୍ତା କାଟିଥିବ ନିଶ୍ଚୟ। ଏହାକୁ କେହି କେହି ସତର୍କତାର ସଙ୍କେତ ବୋଲି କହୁଥିବା ବେଳେ କେହି କେହି ଅଶୁଭ କହି କିଛି ସମୟ ପାଇଁ ସେହିଠାରେ…
ମମତାଙ୍କର ବଢ଼ିଲା ଅଡୁଆ, ତୃଣମୂଳ ଅଫିସ କାର୍ଯ୍ୟାଳୟରେ ବିଜେପି ମହିଳା ସମର୍ଥକଙ୍କୁ ଦୁଷ୍କର୍ମ ଅଭିଯୋଗ
ପଶ୍ଚିମବଙ୍ଗ: ମମତାଙ୍କ ପାର୍ଟି କାର୍ଯ୍ୟାଳୟ ନାଁରେ ସାଂଘାତିକ ଅଭିଯୋଗ। ବିଜେପି ମହିଳା କର୍ମୀଙ୍କୁ ଅଫିସ ଡାକି ଦୁଇ ଜଣ କରିଛନ୍ତି ଦୁଷ୍କର୍ମ। ଥାନାରେ ଏତଲା ଦେଲେ ପୀଡିତାଙ୍କ ସ୍ୱାମୀ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି…
ଲିଭ୍-ଇନରେ ପ୍ରେମିକ ସହ ରହୁଥିଲା ସ୍ତ୍ରୀ, ଘରେ ପଶି ଛୁରୀ ଭୁସି ମାରିଦେଲା ସ୍ୱାମୀ
ରାଜସ୍ଥାନ: ଲିଭ୍-ଇନରେ ରହୁଥିଲେ ପ୍ରେମିକା ପ୍ରେମିକ। ହେଲେ ଏକଥା ଜଣି ପାରିଲା ସ୍ୱାମୀ। ରାଗରେ ଏମିତି କାଣ୍ଡ ରଚିଲା। ସମସ୍ତେ ସ୍ତବ୍ଧ ହୋଇଗଲେ। ସିଧା ଘରେ ପଶିଲା ସ୍ତ୍ରୀ ଥିଲା ଆଉ ପ୍ରେମିକ ବି ଉପସ୍ଥିତ ଥିଲା।…
ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ED ରେଡ୍
ଛତିଶଗଡ଼: ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୁଅଙ୍କ ଘରେ ଛାପା ମାରୁଛି ଇଡ଼ି। ଆଜି ସକାଳେ ମନି ଲଣ୍ଡରିଂ ମାମଲା ସହିତ ଜଡିତ କଥିତ ମଦ ଦୁର୍ନୀତିରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପ୍ରବର୍ତ୍ତନ…
Breaking: ବାପାଙ୍କ ବିବାହ ପ୍ରସ୍ତାବ ନା ୨ ନାବାଳକ ପୁଅଙ୍କ ପ୍ରେମ ସମ୍ପର୍କ, କେଉଁ କାରଣ ପାଇଁ ଦୁଇ ଭାଇଙ୍କ ହେଲା ମୃତ୍ୟୁ
ଖଣ୍ଡପଡ଼ା: କିଏ କହୁଛି ବାହା ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ। ତ ଆଉ କିଏ କହୁଛି ନାବାଳକ ପୁଅଙ୍କର ଥିଲା ପ୍ରେମ ସମ୍ପର୍କ। ହେଲେ ଏତେସବୁ ଚର୍ଚ୍ଚା ଭିତରେ କିନ୍ତୁ ବାପା ଥାଉ ଥାଉ ଚାଲି ଯାଇଛି ଦୁଇ ନାବାଳକଙ୍କ…