Browsing Category

City News

Petrol Price: ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ; ଜାଣନ୍ତୁ ଆଜି କେତେ ଅଛି ରେଟ ?

ଭୁବନେଶ୍ବର: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ…

ରେକର୍ଡ ଭାଙ୍ଗିଲା ସୁନା ଦର; ଆଜି ପୁଣି ୮୦୦ ଟଙ୍କା ବଢିଲା, କିଣିବା ତ ଦୂରର କଥା, ହାତ ମାରିବାକୁ ଡର ଲାଗୁଛି

ଭୁବନେଶ୍ବର: ଟ୍ରମ୍ପ ଟାରିଫ୍ ବିବାଦ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନବାଜି ଏବଂ GST ହାର ପରିବର୍ତ୍ତନ ମଧ୍ୟରେ ଆଜି ପୁଣି ଥରେ ମହଙ୍ଗା ହେଲା ସୁନା । ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

ଆହୁରି 5 ଦିନ କନ୍ଦାଇବ ବର୍ଷା; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ, ହାଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପୁଣି ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 5 ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ । ଉତ୍ତର ପଶ୍ଚିମ…

ଝାରସୁଗୁଡ଼ାରେ ଫାୟାରିଂ: ରେଲୱେ କର୍ମଚାରୀଙ୍କ କ୍ବାଟର୍ସକୁ ଗୁଳି ମାଡ଼, ଜିଆରପି ପୁଲିସର ତଦନ୍ତ ଜାରି

ଝାରସୁଗୁଡ଼ା: ରେଲୱେ କଲୋନୀରେ ଗୁଳିମାଡ଼ । ଝାରସୁଗୁଡ଼ା ରେଲୱେ କର୍ମଚାରୀଙ୍କ କ୍ୱାଟରକୁ କିଛି ଅଜଣା ଯୁବକମାନେ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ୬ ରାଉଣ୍ଡ ଗୁଳିଚାଳନା କରିଛନ୍ତି ଦୁର୍ବୃତ୍ତ । ଗଣେଶ  ପୂଜା ଭସାଣିକୁ…

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ୯ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼; ଏହି 6 ରାଶି ପାଇଁ କାଳ ସାଜିବ ରକ୍ତଚନ୍ଦ୍ର, ରୁହନ୍ତୁ ସାବଧାନ…

ଭୁବନେଶ୍ବର: ଆଜି  ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ୨୦୨୨ ବର୍ଷ ପରେ ସବୁଠୁ ଲମ୍ବା ଚନ୍ଦ୍ରଗ୍ରହଣ।  ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ । ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛି ଏହି ଚନ୍ଦ୍ରଗ୍ରହଣ । ଅନ୍ୟପଟେ…

ବଡ଼ ଖବର: ବାୟୋମେଟ୍ରିକ ଉପସ୍ଥାନ ହେଲା ବାଧ୍ୟତାମୂଳକ, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର ।  ପଞ୍ଚାୟତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି  ବିଡିଓଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା…

Chandra Grahan: ଗ୍ରହଣ ଦିନ କେଉଁ ସମୟରୁ ପାକ ନିଷେଧ? କେତେବେଳେ ଲାଗିବ ସୂତକ କାଳ? ଜାଣନ୍ତୁ ଗ୍ରହଣ ସ୍ପର୍ଶ ସମୟ…

ଓଡ଼ିଶା ଭାସ୍କର: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି ।…

ବଦଳିଲା ପାଗ: ଭୁବନେଶ୍ବର ଏୟାରପୋର୍ଟରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ

ଭୁବନେଶ୍ବର: କୋଲକାତା ଅଭିମୁଖେ ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ । ଭୁବନେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ  ଅବତରଣ କରିପାରିଲାନି ବିମାନ। ଦିଲ୍ଲୀରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ । ପାଗ ଖରାପ…

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନଜନ୍ମ ନୀତି। ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ବାମନଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ନୂଆପଇତା ଲାଗି କରାଯାଇଥାଏ । ଏହି ନୀତି ପାଇଁ…

ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି: ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି । ଏଥିପାଇଁ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ…