Browsing Category

City News

ଭୁବନେଶ୍ବରରେ ମୁଣ୍ଡ ନେଉଛି ବିଷାକ୍ତ ମଦ, ବିଦେଶୀ ମଦ ଦୋକାନ ସିଲ କଲା ଅବକାରୀ ବିଭାଗ

ଭୁବନେଶ୍ବର: ଭୁବନେଶ୍ବରରେ ବିଷାକ୍ତ ମଦ ପିଇ 2 ଜଣଙ୍କ ମୃତ୍ୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ ଅପମିଶ୍ରିତ ମଦ ପିଇ 2 ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 4 ଦିନ ତଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ…

ଗୋପାଳପୁର ଗଣଦୁଷ୍କର୍ମ: ନିଜଆଡ଼ୁ ମାମଲା ରୁଜୁ କଲା ଜାତୀୟ ମହିଳା କମିଶନ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାକୁ ଗୁରୁତର ସହ ନେଲା ଜାତୀୟ ମହିଳା କମିଶନ । ନିଜଆଡ଼ୁ ମାମଲା ରୁଜୁ କଲା ମହିଳା କମିଶନ । ଏହାସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ…

କେବେ ପଡୁଛି କାଳଷ୍ଟମୀ? କେମିତି କାଳ ଭୈରବଙ୍କୁ କରିବେ ପ୍ରସନ୍ନ; ଜାଣନ୍ତୁ ନିୟମ…

ଓଡିଶା ଭାସ୍କର: କେବେ ପଡୁଛି କାଳଷ୍ଟମୀ ? ସେନେଇ ଲୋକଙ୍କ ମଧ୍ୟରେ ଥିବା ଦ୍ବନ୍ଦର ହୋଇଛି ଅନ୍ତ । ଆଷାଢ଼ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ କାଳଷ୍ଟମୀର ଉପବାସ ପୂଜା ହେବ। ଜୁନ୍ 18 ନା 19 ରେ ଉପବାସ ରଖିବା ସେ…

ବୈଠକ ପରେ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା; 5 ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମଙ୍ଗଳବାର ଡାଇରିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକ ପରେ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । 5 ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ । 5 ଜିଲ୍ଲାରୁ ନୂଆ 300 କେଶ୍ ଚିହ୍ନଟ…

ସିରିଜ ଦୁର୍ଘଟଣା, 3 ଗୁରୁତର

ଭୁବନେଶ୍ୱର: ଭୁବନେଶ୍ବର ପାତ୍ରପଡା ଛକରେ ସିରିଜ ଦୁର୍ଘଟଣା । ପଛକୁ ପଛ ପିଟି ହେଲା ୪ଟି ଟ୍ରକ । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ, ଟ୍ରକଟି ଭାଙ୍ଗି ଯାଇଥିଲା । ନିଶାଶକ୍ତ, ଏବଂ ଓଭରଟେକିଙ୍ଗକୁ ନେଇ ଦୁର୍ଘଟଣା…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର: ଝୁଲୁଥିବା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ। ସକାଳ ହେବା ମାତ୍ରେ ଦୁର୍ଘଟଣାର ଖବର ଟିଭି ହେଉ କିମ୍ବା ଖବରକାଗଜ ସବୁଥିରେ…

ଯାଜପୁର ଡାଇରିଆ ଆତଙ୍କ, ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ 14 ଜଣିଆ କେନ୍ଦ୍ରୀୟ ଟିମ୍

ଯାଜପୁର:  ଜିଲ୍ଲାରେ ହଇଜା ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ସମୀକ୍ଷା କରୁଛନ୍ତି 14 ଜଣିଆ କେନ୍ଦ୍ରୀୟ ଟିମ୍ । ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଜିଲ୍ଲା…

କେନ୍ଦ୍ରିୟ ଡେପୁଟେସନରେ ଯିବେ 2 ଓଡ଼ିଆ କ୍ୟାଡର IPS

ନୂଆଦିଲ୍ଲୀ: କେନ୍ଦ୍ରୀୟ ଡେପୁଟେସନରେ ଯିବେ 2 ଓଡିଶା କ୍ୟାଡର IPS । ରେଖା ଲୋହାନି ଓ ସଞ୍ଜୟ କୁମାର ଡେପୁଟେସନରେ ଯିବେ । କେନ୍ଦ୍ରୀୟ ଡେପୁଟେସନରେ ADG ସ୍ତରୀୟ ଦାୟିତ୍ୱରେ ରହିବେ ରେଖା ଲୋହାନି ଓ ସଞ୍ଜୟ କୁମାର । 38…

କଡ଼ ଲେଉଟାଉଛି ମୌସୁମୀ, ଏହି 4 ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ବର: କଡ଼ ଲେଉଟାଉଛି ମୌସୁମୀ । ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବ । ଆଜି 4 ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା 7 ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ…

କଟକ ଓ କେନ୍ଦ୍ରାପଡ଼ାକୁ ବ୍ୟାପିଲାଣି ଡାଇରିଆ: କେନ୍ଦ୍ରାପଡ଼ାରେ ଜଣଙ୍କ ମୃତ୍ୟୁ ସୂଚନା

କେନ୍ଦ୍ରାପଡ଼ା: ବ୍ୟାପୁଛି ଡାଇରିଆ । ଯାଜପୁର ପରେ ଏବେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି ।  ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି । ମୃତକ କେନ୍ଦ୍ରାପଡ଼ା…