Browsing Category

City News

ସ୍ନାନମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ମହାପ୍ରଭୁ, ଲୋକାରଣ୍ୟ ବଡଦାଣ୍ଡ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । 108 ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ଦିବ୍ୟସ୍ନାନ ପରେ ଶ୍ରୀଜିଉଙ୍କୁ ଗଜାନନ ବେଶରେ ଦର୍ଶନ କରିଛନ୍ତି ଭକ୍ତ । ଦୁର୍ଲଭ ଗଜାନନ ବେଶ ଦେଖୁଛନ୍ତି…

MKCGରେ ବିରଳ ଅସ୍ତ୍ରୋପଚାର, ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସରୁ ବାହାରିଲା ତୀର

ବ୍ରହ୍ମପୁର: ଏମକେସିଜିରେ ବିରଳ ଅସ୍ତ୍ରୋପଚାର। ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସ୍ ମଧ୍ୟରୁ ତୀରକୁ ବାହାର କଲେ ଡାକ୍ତରୀ ଟିମ୍। ଆଉ ପୁଣି ଥରେ କମାଲ କରି ଦେଖାଇଛନ୍ତି, ଏମକେସିଜି ସିଟିଭିଏସ୍ ବିଭାଗର ବିଭାଗୀୟ…

OSOU Foundation Day: ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଦଶମ ପ୍ରତିଷ୍ଠା ଦିବସ

ସମ୍ବଲପୁର : ସମ୍ବଲପୁର ବଡ଼ସିଙ୍ଗାରି ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ନୂତନ କୋଠା ପରିସରରେ ଦଶମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ…

ରଜରେ ଭିଜିବ ଓଡ଼ିଶା, ଆଗାମୀ 7 ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ଏଥର ରଜରେ ଭିଜିବ ସାରା ଓଡ଼ିଶା । 14ରୁ 16 ମଧ୍ୟରେ ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । 14 ରୁ 16 ଜୁନ ମଧ୍ୟରେ ଉତ୍ତର ବଙ୍ଗୋପ ସାଗରେ ଲଘୁଚାପର ସମ୍ଭାବନା ରହିଛି ।…

ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଖୋଲିଲା ବାଟ, ଥରକେ ବିକ୍ରି କରିହେବ 5ଶହ ବର୍ଗମିଟର

ଭୁବନେଶ୍ବର: ଆସିଲା ODA(ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ)2ୟ ସୟଶୋଧନ ରୁଲ୍ । ପାର୍ଟ ପ୍ଲଟ୍ ବିକ୍ରି ବାଟ ଖୋଲିଲା । ଥରକେ 5ଶହ ବର୍ଗମିଟର କରିହେବ ବିକ୍ରି । ବିନା ଅନୁମୋଦନରେ 5 ଶହ ବର୍ଗମିଟର ଥରକେ ବିକ୍ରି…

ଧର୍ମଗଡ଼ ଉପଜିଲ୍ଲାପାଳ ଲାଞ୍ଚ ନେବା ଘଟଣା, ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ନିଲମ୍ବିତ । ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର । ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା । 10 ଲକ୍ଷ ଟଙ୍କା ଲାଞ୍ଚ…

ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଆଜିଠୁ ଜନସମୁଦ୍ର ପାଲଟିଲା ପୁରୀ

ପୁରୀ: ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଆଜି ସଂନ୍ଧ୍ୟାରୁ ପୁରୀରେ ଟ୍ରାଫିକ୍ ଜାମ୍ । ଫଳରେ ରାସ୍ତାରେ ଅଟକି ରହିଲା ଶହ ଶହ ଗାଡ଼ି । ଏନେଇ ପୁରୀ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କ ଯାତାୟାତରେ ସମସ୍ଯା ହେଉଥିବା ଦେଖିବାକୁ…

ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ; ଗୁରୁତର ଅବସ୍ଥାରେ ଶଶୁର ଓ ଶାଶୂ ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ । ଗୁରୁତର ଅବସ୍ଥାରେ ଶଶୁର ଓ ଶାଶୂ ମେଡିକାଲରେ ଭର୍ତ୍ତି । ଗଞ୍ଜାମ ପୋଲସରା ଥାନା ମାଳତେନ୍ତୁଳିଆ ନୁଆଁସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା…

ପ୍ରକାଶ ପାଇଲା OJEE ରେଜଲ୍ଟ, ଫଳାଫଳ ପୁସ୍ତିକା ଉନ୍ମୋଚନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ

ଭୁବନେଶ୍ବର: ପ୍ରକାଶ ପାଇଲା OJEE-2025 ରେଜଲ୍ଟ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ OJEE-2025 ରେଜଲ୍ଟ ଘୋଷଣା କରିଲେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ…

ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ପୁରୀ: ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 3 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ହେବ ଅନ୍ତର୍ଯ୍ୟାତୀୟସ୍ତରର ବ୍ୟାଖ୍ୟାନ କେନ୍ଦ୍ର । ରଥଯାତ୍ରା…