Browsing Category

City News

ଅଗଷ୍ଟ ୨୩ରୁ ଆରମ୍ଭ ହେବ ନୂଆ ‘LL’ ପାଇଁ ଆବେଦନ ପ୍ରକ୍ରିୟା

କଟକ,(ଭାସ୍କର ନ୍ୟୁଜ): ଆସନ୍ତା ୨୩ ତାରିଖରୁ ପୁଣି ଥରେ ଏଲ୍‌ଏଲ୍‌ ପାଇଁ ଆବେଦନ କରିବାକୁ ରାଜ୍ୟ ପରିବହନ କମିସନର (ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ଆରଟିଓ ନୂଆ ଏଲ୍‌ଏଲ୍‌…

୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ୨୪ଘଂଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,…

ବିସ୍ଥାପିତ ବସ୍ତିରେ ’ସ୍ଵାଧୀନତା’ର ସଙ୍ଗୀତ ଗାନ, କଟକରେ ଏମିତି ପାଳିଲେ ସମାଜସେବୀ

ଓଡ଼ିଶା ଭାସ୍କର ବ୍ୟୁରୋ: ସାରା ଦେଶ ପାଳିଛି ଏହାର ୭୫ତମ ସ୍ଵାଧୀନତା ଦିବସ। ଖୁବ ହର୍ଷ ଉଲ୍ଲାସର ସହିତ ସବୁଠି ଶୁଭିଛି ଜନ-ଗଣ-ମନ... ସଂଗୀତର ସୁର। ମହାମାରୀ କରୋନା ଲାଗି କଟକଣା ମଧ୍ୟରେ ପାଳିତ ହୋଇଛି ସ୍ଵାଧୀନତାର…

ତିନିରଙ୍ଗେ ସଜେଇ ହୋଇଛି କମିସନରେଟ୍‌ ପୋଲିସ୍‌ କାର୍ଯ୍ୟାଳୟ, ଲାଗିଛି ଗହଳି

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ଵାଧୀନତା ଦିବସ ପାଇଁ ନୂଆ ରୂପରେ ସଜେଇ ହୋଇଛି କମିସନରେଟ୍‌ ପୋଲିସ୍‌ ମୁଖ୍ୟ କାର୍ଯ୍ୟାଳୟ। ତିରଙ୍ଗା ସମାନ ତିନି ରଙ୍ଗରେ ଆଲୋକମାଳା ଖୁବ୍‌ ଆକର୍ଷଣୀୟ ହୋଇପାରିଛି। ଖାଲି ସେତିକି ନୁହେଁ…

ଦର୍ଶନ ଦେବେ ଶ୍ରୀଜିଉ, ପୁରୀବାସୀ ଉତ୍ସାହିତ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ଦର୍ଶନ ଦେବେ ମହାବାହୁ। ସୋମବାରଠୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ପୁରୀବାସିନ୍ଦା। ଏଥିପାଇଁ ପୁରୀ ପ୍ରଶାସନ ସ୍ୱତନ୍ତ୍ର ନିୟମ କରିଛି। ୱାର୍ଡ ଅନୁସାରେ ଲୋକଙ୍କୁ…

ରାଜଧାନୀରେ ବ୍ୟାପୁଛି ଡେଙ୍ଗୁ, ରୋକିବାରେ ସରକାର ଫେଲ୍: ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଡେଙ୍ଗୁରୋଗ ବ୍ୟାପୁଛି କାହାପାଇଁ? "ଡେଙ୍ଗୁ’ ପ୍ରତି ‘ମୋ ସରକାର’ଙ୍କ ଅଣଦେଖା ଯୋଗୁଁ ସ୍ମାର୍ଟସିଟି ଭୁବନେଶ୍ୱରରେ ବହୁ ସଂଖ୍ୟକ ଲୋକେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ସହ ଅନେକ…

ଏଚଆରସିରେ ଅଗ୍ନିକାଣ୍ଡ, ଏସି ଫାଟି ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): Human right commission ଅଫିସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏସି ବ୍ଲାଷ୍ଟ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଏଥିରେ କଣସବୁ କ୍ଷତି…

କମିଶନରେଟ୍‌ ପୋଲିସର ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ: ଅନୀଲ ମିଶ୍ରଙ୍କୁ କଟକର ଅତିରିକ୍ତ ଡିସିପି ଦାୟିତ୍ବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କମିଶନରେଟ୍‌ ପୋଲିସ ପକ୍ଷରୁ ମଙ୍ଗଳାବର ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ ହୋଇଛି । ଏନେଇ କମିଶନରେଟ୍‌ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୋନ୍‌ ୫ ର ଏସ୍‌ପି ଅନିଲ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ ଜିଲ୍ଲାରୁ କେତେ…

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ ।   କିଛିଦିନ ପୂର୍ବରୁ ଧିରେ ଧିରେ ସଂକ୍ରମଣ କମୁଥିବା ବେଳେ ୨ଦିନ ହେବ ଗ୍ରାଫ୍ ସାମାନ୍ୟ…

ସୁର ଭାଇ ବୁଲିଲେ ବସ୍ତି, ବ୍ଲିଚିଙ୍ଗ ଶହ ମଶା ତେଲ ଢାଳିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ବ୍ୟାପିଲାଣି ଡେଙ୍ଗୁ । ଗୋଟିଏ ପଟେ କରୋନା ଭୟ ସାମାନ୍ୟ କମିଥିବାବେଳେ ତୃତୀୟ ଲହର ଆଶଙ୍କା ରହିଛି । ଏପଟେ ଡେଙ୍ଗୁ ପାଇଁ ଚିନ୍ତା ବଢ଼ି ଯାଇଛି । ଏନେଇ ସରକାରଙ୍କ…