Browsing Category

City News

ବିଦାୟ ନେଲା ବାଘୁଣୀ ସାରା, ୧୯ ବର୍ଷ ବୟସରେ ଆଖିବୁଜିଲା ନନ୍ଦନକାନନର ବାଘୁଣୀ

ଭୁବନେଶ୍ୱର ( ଓଡିଶା ଭାସ୍କର ): ନନ୍ଦନକାନନ ଜାତୀୟ ଉଦ୍ୟାନ ପରିସରରେ ରହୁଥିଲା ଏକ ବାଘୁଣୀ । ନାଁ ଥିଲା "ସାରା' । ଆଉ ସାରା ଏବେ ବିଦାୟ ନେଇ ସାରିଛି, ୧୯ ବର୍ଷ ବୟସରେ । ୪ ବର୍ଷ ବୟସ ହୋଇଥିବା ସମୟରେ ସାରାକୁ…

ଅସାଧୁ ବ୍ୟବସାୟୀଙ୍କୁ କଡା ଚେତାବନୀ ଦେଲେ ସରକାର, ଚଢାଦରରେ ବିକିଲେ ମିଳିବ ଦଣ୍ଡ

ଭୁବନେଶ୍ୱର: ପନିପରିବା ଠାରୁ ଆରମ୍ଭ କରି ଡାଲି, ତେଲ,ଆଳୁ, ପିଆଜ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଦରଦାମ ଆବଶ୍ୟକତାରୁ ଚଢା ଦରରେ ବିକ୍ରି ହୋଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ…

ଭାଙ୍ଗିଯିବ କି କେନ୍ଦ୍ରାପଡା ପୌର ପରିଷଦ, ହୋଟେଲରେ ଚାଲିଛି ଗୁପ୍ତ ବୈଠକ

ଭୁବନେଶ୍ୱର: ଓଡିଶାର ସର୍ବପୁରାତନ ପୌରସଂସ୍ଥା ହେଉଛି କେନ୍ଦ୍ରାପଡା ପୌରପରିଷଦ । ଏହି ପୌରପରିଷଦକୁ ଭାଙ୍ଗି ଦେବା ପାଇଁ ୧୪ କାଉନସିଲର ଗୁପ୍ତ ବୈଠକ କରିଛନ୍ତି। ଗୁପ୍ତ ବୈଠକଟି କେନ୍ଦ୍ରାଡାର ଏକ ହୋଟେଲରେ ସେହି ହୋଟେଲର…

ଡ୍ରେନ୍ ଟ୍ରାଜେଡି; ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ‘ଡ୍ରେନେଜ ଡିଭିଜନ’ର ସହକାରୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀରେ ଡ୍ରେନ୍ ପାଣିରେ ଭାସିଯାଇ ଜଣେ ଛୋଟ ପିଲା ମୃତ୍ୟୁବରଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ…

Breaking; ଉଦ୍ଧାର ହେଲା ଭାସି ଯାଇଥିବା ନାବାଳକ: ଲକ୍ଷ୍ମୀସାଗର ଡ୍ରେନ ନିକଟରୁ ଉଦ୍ଧାର, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ଅନେକ ପରିଶ୍ରମ ପରେ ଉଦ୍ଧାର ହୋଇଛି ନାବାଳକ । ବର୍ଷା ପାଣିରେ ରାଜଦାନୀର ମୁକୁଳା ଡ୍ରେନରେ ଭାସି ଯାଇଥିବା ପିଲାଟିକୁ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ । ୟୁନିଟ୍-୩ର ମସଜିଦ କଲୋନୀ ପାଖ…

ହଠାତ୍ ବଦଳିଗଲା ସ୍ମାର୍ଟସିଟି ପାଗ: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା, ୨ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର :  (ଓଡ଼ିଶା ଭାସ୍କର) ଭିଷଣ ଖରା ପରେ ଆଜି ବଦଳିଛି ପାଗ । ରାଜଧାନୀରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ପବନ ହେଉଛି । ବର୍ଷା ଯୋଗୁଁ ୩ଘଣ୍ଟା ପାଇଁ ୨ ଜିଲ୍ଲାକୁ ଆଲର୍ଟ ଜାରି କରି ଦିଆଯାଇଛି । ପାଣିପାଗର…

ଭୁବନେଶ୍ବର: ଭଡ଼ା ଘର ଭିତରୁ ବା‌ର୍ ଡ୍ୟାନସ‌ର୍‌ଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଭଡ଼ା ଘର ଭିତରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପାହାଳ ଥାନା ଶିବଶକ୍ତି ନଗର ସ୍ଥିତ ଏକ ବିଲ୍ଡିଂରୁ ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ଘର ଚଣ୍ଡିଗଡ଼ ହୋଇଥିବା ସୂଚନା ।…

ଜିରୋ ଟଲରାନସ୍ ନିୟମ; ବାଦ ପଡ଼ିଲାନି ‘ମୋ ବସ୍’; ସିଗନାଲ୍ ଭାଙ୍ଗିବାରୁ ସିଜ୍ କଲା ପୋଲିସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ କମିବାର ନାଁ ନେଉନି ସଡ଼କ ଦୁର୍ଘଟଣା । ସିଆଇଡି ଓ କ୍ରାଇମବାଞ୍ଚ ଦେଇଛି ଚିନ୍ତାଜନକ ରିପୋର୍ଟ ଦେଖିଲେ ପୂର୍ବ ତୁଳନାରେ ଅଧିକ ବଢିଛି ମୃତ୍ୟୁହାର । ସେଥିପାଇଁ ଦୃତ ଗାଡ଼ି…

ବ୍ଲଡ଼ ପ୍ରେସର, ଡାଇବେଟିସ, ଥାଇରଏଡ୍ ଭଳି ସମସ୍ୟା ଥିଲେ, ପ୍ରତିଦିନ ଖାଆନ୍ତୁ ଲାଉ: ମିଳିବ ଜବରଦସ୍ତ ଫାଇଦା

ଆମେ ସାଧାରଣତଃ ଆମ ଶରୀରକୁ ପୋଷକ ତତ୍ତ୍ବ ଯୋଗାଇବା ଲାଗି ପ୍ରତିଦିନ ବିଭିନ୍ନ ପ୍ରକାରର ଫଳମୂଳ ଓ ପନିପରିବା ଖାଇଥାଉ । ଆଜି ଆମେ ଜାଣିବା ଲାଉ ଖାଇବା ଆମ ଶରୀର ପାଇଁ କେତେ ଲାଭ ଦାୟକ । ଲାଉ ପାଟିକୁ ପିତା…

ହୋଲିରେ ଅଶାନ୍ତ ହେଲା ରାଜଧାନୀ; ବୁଲିଲା ଖଣ୍ଡା ଭୁଜାଲି, ଯାହାକୁ ଦେଖିଲେ ଗୋଡ଼ାଇ ହାଣିଲେ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ହୋଲିରେ ଅଶାନ୍ତ ହେଲା ରାଜଧାନୀର ନୟାପଲ୍ଲୀ ଗଡ଼ସାହି । ଏତେ ସୁ୍ରକ୍ଷା ସତ୍ତ୍ୱେ ମାତିଲେ ଅସାମାଜିକ ଯୁବଗୋଷ୍ଠୀ । ବୁଲାଇଲେ ଖଣ୍ଡା ଭୁଜାଲି ଆଉ କଲେ ଗୋଡେଇ ଗୋଡେଇ ଆକ୍ରମଣ । କାର…