Browsing Category
ରାଜ୍ୟ
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ବାପାଙ୍କ ଠାରୁ ଭିନେ ହୋଇଥିବା ପୁଅ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ବାପାଙ୍କ ଠାରୁ ଭିନେ ହୋଇଥିବା ପୁଅ ମଧ୍ୟ ପିଏମ୍ ଆବାସ ଯୋଜନାରେ ସାମିଲ ହେବେ । ପୂର୍ବ ସରକାର ଅମଳରେ ବାପା ପକ୍କାଘର…
ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇ ବ୍ୟବହାର ମାମଲା; ନିଲମ୍ବିତ ହେଲେ ପାଳିଆ ସେବକ
ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇ ବ୍ୟବହାରକୁ ନେଇ ନିଆଗଲା କାର୍ଯ୍ୟାନୁଷ୍ଠାନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିସର କିମ୍ବା…
ଶ୍ରାଦ୍ଧ କରିବା ସମୟରେ ଆସିଲା ମୃତ୍ୟୁ, ହାତଧରି ଆରପାରିକୁ ଚାଲିଗଲେ 2 ଭାଇ
ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ । ଗୋଧୋଇବା ବେଳେ ବୁଡିଗଲେ 2ଜଣ ବ୍ୟକ୍ତି । ତେବେ ଉଭୟଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକ ଦ୍ବୟ ସମ୍ପର୍କୀୟ ଭାଇ ହୋଇଥିବା ଜଣାପଡିଛି । ଖବରପାଇ ଅଗ୍ନିଶମ ବାହିନୀ…
ମେକ ଇନ ଓଡିଶାରେ ବିଦେଶୀ ନିବେଶକଙ୍କୁ ସାମିଲ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଯିବେ ଦିଲ୍ଲୀ
ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭ ଉକ୍ରର୍ଷ ୨୦୨୫ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଦିନିଆ ଦିଲ୍ଲୀ ଗସ୍ତ କାଳରେ ଦିଲ୍ଲୀରେ ସେ ମେକ ଇନ ଓଡିଶା ଭିଜନରେ ନିବେଶକଙ୍କ ସହ କରିବେ…
ଭଦ୍ରକରେ ସ୍ଥିତି ପରଖିଲେ ଡିଜିପି, କହିଲେ ସୋସିଆଲ ମିଡିଆଠୁ ଦୂରେଇ ରୁହନ୍ତୁ
ଭଦ୍ରକ: ଭଦ୍ରକ ହିଂସାର ୫ମ ଦିନରେ ପୋଲିସ ମହାନିର୍ଦ୍ଦେଶକ ଧାମନଗର ଥାନାରେ ପହଞ୍ଚି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜନତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି କି, ଭୟଭୀତ ହେବାର…
ଦୀପାବଳିରେ ସରକାରୀ ଚାକିରିଆ ପାଇବେ ଡବଲ ଖୁସୀ, ଦରମା ସହ ବଢିବ ପେନସନ୍ !
ଭୁବନେଶ୍ବର : ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ଦୀପାବଳିରେ ମିଳିବ ଡବଲ ଖୁସି । ସରକାରୀ କର୍ମଚାରୀଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବୃଦ୍ଧି ହୋଇପାରେ ମହଙ୍ଗା ଭତ୍ତା ସହିତ ଦରମା ।…
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗକୁ ନେଇ ହେବ ଆଲୋଚନା
ପୁରୀ : ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଧାନସଭା ଷ୍ଟାଣ୍ଡି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ…
(Breaking) ଟ୍ବିନସିଟି ପୋଲିସକୁ ସିପିଙ୍କ କଡା ତାଗିଦ
କଟକ: କମିଶନରେଟ ପୋଲିସକୁ ନୂଆ କମିଶନରଙ୍କ ତାଗିଦ । କମିଶନରେଟ ପୋଲିସରେ କାମ କରୁଥିବା ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ କଡା ଆଭିମୁଖ୍ୟ ଜଣାଇଛନ୍ତି ନୂଆ କମିଶନର ସୁରେଶ ଦେବଦତ୍ତ ସିଂହ । ଦିନ ହେଉ କି ରାତି…
ଗାନ୍ଧୀ ଜୟନ୍ତୀରେ ଓଡିଶାକୁ ବଡ ଉପହାର, ଏହି ଅଞ୍ଚଳବାସୀଙ୍କୁ ଟଙ୍କା ବାଣ୍ଟିବେ ମୋଦି
ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରେ ଓଡିଶାକୁ ଆଉ ଏକ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ଜନମନ ଯୋଜନାରେ ଉପକୃତ ହେବେ ଓଡିଶାବାସୀ । ବିଶେଷକରି ଆଦିବାସୀ ଅଞ୍ଚଳବାସୀଙ୍କ ମୁହଁରେ ଫୁଟିବ ହସ । 147…
ବଣାଇରେ ଘନ କୁହୁଡ଼ି, ଦେଖାଯାଉନି ରାସ୍ତାଘାଟ
ବଣାଇ: ଲଘୁଚାପ ଜନିତ ବର୍ଷା ଛାଡ଼ିବା ପରେ ଘନ କୁହୁଡ଼ିର ଚାଦର ତଳେ ବଣାଇ ସହର । ସକାଳୁ ସକାଳୁ ଘନ କୁହୁଡ଼ି ଥିବାରୁ ପ୍ରାୟ ୧୦ ମିଟର ଦୂର ପର୍ଯ୍ୟନ୍ତ ରାସ୍ତାଘାଟ କିଛି ସ୍ପଷ୍ଟ ଦେଖାଯାଉନଥିଲା । ଫଳରେ ସ୍କୁଲ…