Browsing Category
ରାଜ୍ୟ
ପ୍ରଥମେ ପ୍ରେମ ଆଉ ତା’ପରେ ପ୍ରତାରଣା କଲେ CISF ଯବାନ; ଆଦିବାସୀ ଯୁବତୀଙ୍କ ଅଭିଯୋଗ
ଓଡିଶା ଭାସ୍କର; ପୁଣି ଆଉ ଏକ ଲଭ, ସେକ୍ସ ଓ ଧୋକ୍କା ମାମଲା ସାମ୍ନାକୁ ଆସିଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପ୍ରେମିକ ଜଣେ CISF ଯବାନ ଭାବେ କାର୍ଯ୍ୟରତ ଅଛନ୍ତି । ବେଲପଡା ଥାନା ବିଛୁବାହାଲି ଗାଁ'ର ଜଣେ…
Big News… ଦିନେ ଥିଲା କୋଳାହଳ, ଆଜିଠୁ ଶାନ୍ତ ହୋଇଯିବ ବାଦାମବାଡ଼ି: ବସଷ୍ଟାଣ୍ଡ ଜାଗାକୁ ନେଇ ନୂଆ ଯୋଜନା
କଟକ: ଓଡ଼ିଶାର ଏକ ନିଆରା ଏବଂ ସ୍ୱତନ୍ତ୍ର ପରିଚୟ, କଟକର ବାଦାମବାଡ଼ି ବସଷ୍ଟାଣ୍ଡ । ଯାହା ଏବେ ଆଉ ବସଷ୍ଟାଣ୍ଡ ହୋଇ ନାହିଁ । ବଦଳିଯାଇଛି ଏହାର ନିଜର ଠିକଣା । ସମ୍ପୂର୍ଣ୍ଣ ନୀରବ ହୋଇଯାଇଛି କଟକର ବାଦାମବାଡ଼ି ବସ୍…
ଉଦଳାରେ ଆରମ୍ଭ ହେଲା ସାଇବର ସୁରକ୍ଷା ସଚେତନତା ଅଭିଯାନ
ଉଦଳା: ସମଗ୍ର ରାଜ୍ୟରେ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ସଚେତନତା ଅଭିଯାନ ଆଜି ତା ୦୮.୧୦.୨୦୨୩ ରିଖ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ସଦରମହକୁମା ଉଦଳା ଠାରେ ପାଳନ କର ଯାଇଛି। ଏହି ସଚେତନତା ଅଭିଯାନ ଆଜି ଉଦଳା…
ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର : ଏସୀୟ ହକିରେ ଜିତିଥିଲେ ବ୍ରୋଞ୍ଜ
ଭୁବନେଶ୍ୱର : ଏସୀୟ ମହିଳା ହକି ବ୍ରୋଞ୍ଜ ବିଜୟୀ ଦୀପଗ୍ରେସ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଭାରତୀୟ ହକି ଦଳର ଓଡ଼ିଆ ଝିଅ ଦୀପଗ୍ରେସ ପୁରସ୍କାର ପାଇବେ । ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ବାହାନଗା ଟ୍ରାଜେଡି : ଅଚିହ୍ନା ୨୮ଟି ମୃତ ଦେହର ଶବ ସଂସ୍କାର
ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ପ୍ରାୟ ୪ ମାସ ବିତିଗଲାଣି । କିନ୍ତୁ ଏବେ ପର୍ଯ୍ୟନ୍ତ ଆହୁରୀ ଅନେକ ଶବର କୌଣସି ଠିକଣା ମିିଳିନାହିଁ । ଚିହ୍ନଟ ହୋଇନଥିବା ମୃତଦେହ ସବୁ ପ୍ରାୟ ୪ ମାସ ହେବ ଏମ୍ସରେ ରହିଥିଲା ।…
GST ବୈଠକରେ ବଡ଼ ନିଷ୍ପତ୍ତି: କ’ଣ ଶସ୍ତା ଆଉ କ’ଣ ମହଙ୍ଗା ହେଲା, ଓଡ଼ିଶାର ମିଲେଟ୍ ଶସ୍ତାରେ ମିଳିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଦ୍ରବ୍ୟ ଓ ସେବା କର (ଜିଏସଟି)ର ୫୨ତମ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ଅନେକ ସାମଗ୍ରୀ…
IAS ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀଙ୍କୁ ନୂଆ ଦାୟିତ୍ୱ
ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଭାବେ ନିଯୁକ୍ତି…
ତିନୋଟି ଜିଲ୍ଲାରେ ପଦାଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ: ବିଜୁ ଯୁବ, ବିଜୁ ଛାତ୍ର ଓ ବିଜୁ ମହିଳା ଜନତା ଦଳ ସଂଗଠନର କର୍ମକର୍ତ୍ତାଙ୍କ ନାମ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେଠାରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ…
ଭୁଲ ପ୍ରଶ୍ନ ପାଇଁ ଦିଆଯିବ ଗ୍ରେସ୍ ମାର୍କ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ଭୁବନେଶ୍ୱର: ଓପିଏସସି ଦ୍ୱାରା ପରିଚାଳିତ ୨୦୧୬-୧୭ ସହକାରୀ ପବ୍ଲିକ ପ୍ରସିକ୍ୟୁଟର୍ ନିଯୁକ୍ତି ମାମଲାରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏପିପି ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସବୁ…
Big Breaking : ମର୍ଣ୍ଣିଂ ୱାକ୍ ବେଳେ ଚଢ଼ିଗଲା ଗାଡି, ପୃଥକ ସ୍ଥାନରେ ୩ ମୃତ
ଭୁବନେଶ୍ୱର : ଗାଡି ଚଢିଯିବାରୁ ପୃଥକ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ମର୍ଣ୍ଣିଂ ୱାକ୍ ବେଳେ ଘଟିଛି ବୋଲି ସୂଚନା ମିଳିଛି । ଅନୁଗୁଳ ପାଳଲହଡା ମୁକ୍ତାପୁର ଛକରେ ୨ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି ।…