fbpx
Browsing Category

ରାଜ୍ୟ

ଖୋଲିଲା ଗୁମର: ପୂର୍ବ ଶତ୍ରୁତା କାରଣରୁ ହୋଇଥିଲା ପିଏମଜି ହତ୍ୟାକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୦ ତାରିଖ ବିଳମ୍ବିତ ରାତ୍ରିରେ ରାଜଧାନୀ ଭୁବନେଶ୍ୱରର ପିଏମଜିରେ ଘଟିଥିବା ହତ୍ୟା ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ସନ୍ଦେହରେ ପୋଲିସ ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ: ପରୀକ୍ଷାରେ ପାଶ୍ ହେବା ପାଇଁ ମୋତେ କିଛି ଦେବାକୁ ପଡିବ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଛାତ୍ରୀଙ୍କୁ ଅସଦାଚରଣ ନେଇ ଆସିଲା ଅଭିଯୋଗ । ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଯାଜପୁର ରୋଡ ବ୍ୟାସନଗର ସ୍ୱୟଂ ଶାଶିତ ମହାବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ଅସଦାଚରଣ ନେଇ…

ମହାନଦୀ ନିଖୋଜ ଘଟଣା: ମିଳିଲା ଆଉ ଜଣେ ନାବାଳକଙ୍କ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନାବାଳକଙ୍କ ମୃତଦେହ । ଉଦ୍ଧାର ହୋଇଥିବା ନାବାଳକଙ୍କ ନାମ ହେଉଛି ଏମ.ଡି ସାଦ୍ଦିକ । ଗୁରୁଦ୍ୱାର ନିକଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୧୦ ତାରିଖ…

ଜୁନିୟର ଆଥଲେଟ୍‌ଙ୍କୁ ସିନିୟରଙ୍କ ନିର୍ଯାତନା ଅଭିଯୋଗ, ୩ ଗିରଫ କଲା ପୋଲିସ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଖେଳିବାକୁ ଆସିଥିବା ଜଣେ ଆଥଲେଟ୍‌ଙ୍କୁ ସିନିୟରମାନେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ରାଉକେଲାର ୨ ଜଣ ଓ ପୋଷ୍ଟାଲର…

କେନ୍ଦୁଝରରେ ସମସ୍ତ ଇଣ୍ଟରନେଟ୍ ସେବା ବନ୍ଦ, ଜାଣନ୍ତୁ କାହିଁକି

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝରରେ ସମସ୍ତ ନେଟୱର୍କର ଇଣ୍ଟରନେଟ ସେବା ବନ୍ଦ ରହିଛି । ଯୋଡ଼ାରେ ୨ ଗୋଷ୍ଠୀ ଗଣ୍ଡଗୋଳରୁ ଉତ୍ତେଜନା ଜାରି ରହିଛି, ଯାହାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଥିବା…

ବାପ-ଝିଅ ସମ୍ପର୍କରେ କଳଙ୍କ: ଝିଅ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ବାପା , ପୀଡିତାଙ୍କ ଅଭିଯେଗା ପରେ ବାନ୍ଧିଲା ପୁଲିସ

କଟକ(ଭାସ୍କର ନ୍ୟୁଜ୍‌): ନିଜ ଝିଅକୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଘଟଣାରେ ସୋମବାର ପୋଲିସ୍‌ ଅଭିଯୁକ୍ତ ବାପାକୁ ଗିରଫ କରିଛି । ସେହିପରି ଚାଇଲ୍ଡ ଲାଇନ୍‌ ପକ୍ଷରୁ ଉକ୍ତ ନାବାଳିକାର ଡାକ୍ତରୀ ମାଇନା କରାଯାଇଛି…

କୋଣାର୍କ ଏକ୍ସପ୍ରେସ ଧକ୍କାରେ ପ୍ରାଣ ହରାଇଲେ ୭ ଯାତ୍ରୀ

ରେଳ ଧାରଣାରେ ବୁଲିବା ପଡିଛି ମହଙ୍ଗା । ଟ୍ରେନ ଧକ୍କାରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର କୋଣାର୍କ ଏକ୍ସପ୍ରେସ ଧକ୍କାରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଶ୍ରୀକାକୁଲମ…

ମାଲକାନଗିରି ପୋଲିସକୁ ବଡ଼ ସଫଳତା: ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

ମାଲକାନଗିରି ଏସ.ପି. ଓ ବିଏସଏଫ ଡି.ଆଇ.ଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜଣେ ହାର୍ଡକୋର ମାଓବାଦୀ । ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ଏରିଆ କମିଟି ମେମ୍ବର ବନ୍ତଲା ରାଜୁ ଓରଫ ସାଗର ମାଓ ସଂଗଠନ ଛାଡି…

ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣକୁ AISFର ନିନ୍ଦା: ରାଜ୍ୟବ୍ୟାପୀ ପ୍ରତିବାଦ ପାଇଁ ଆହ୍ୱାନ

ଭୁବନେଶ୍ୱର: ଜେଏନୟୁର ଛାତ୍ରଛାତ୍ରୀ ଓ ପ୍ରଫେସରଙ୍କ ଉପରେ ଏବିଭିପି ଆକ୍ରମଣ ବର୍ବରତାର ସୀମା ଲଙ୍ଘନ କରିଛି । ରାମ ନବମୀ ଅବସରରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ହଷ୍ଠେଲରେ ଆମିଷ ଖାଇବାକୁ ବିରୋଧ କରି ଏବିଭିପି…