fbpx
Browsing Category

ରାଜ୍ୟ

ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ: ସତ ମାନିଲେ ଅଭିଯୁକ୍ତ ନିରଞ୍ଜନ ସେଠୀ

ଭୁବନେଶ୍ୱର: ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଶର୍ମିଷ୍ଠାଙ୍କ ପରେ ଏବେ ହତ୍ୟା ମାମଲାରେ ସତ ମାନିଛନ୍ତି ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ…

ଅଫିସ ଭିତରେ ତହସିଲଦାରଙ୍କୁ ମାଡ଼: ଚାଷ ଜମିରେ ଇଟାଭାଟିକୁ ନେଇ ରହିଥିଲା ଅସନ୍ତୋଷ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତରେ ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ସହ ପଟ୍ଟାମୁଣ୍ଡାଇ ତହସିଲଦାର ହାତାହାତି । ତହସିଲଦାର ଦିଲୀପ…

କ୍ରାଇମ ସିନ ରିକ୍ରିଏଟ ପାଇଁ ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କ ସହ ‘ସଂପୂର୍ଣ୍ଣ’ ଅଫିସରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ…

ପୂର୍ବତନ MLA ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଣି ହୋଇଛି । କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ହତ୍ୟା ମାମଲାରେ ଅନୁପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଛତିଶଗଡ଼ର ରାୟଗଡ଼…

ସରିଲା ହାଇଡ୍ରାମା: କିରଣ ହେଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲାଗିଥିବା ହାଇଡ୍ରାମାର ଅନ୍ତ ଘଟିଛି । ଛତ୍ରପୁର ବ୍ଲକର ଅଧ୍ୟକ୍ଷା ମୁକୁଟ ପିନ୍ଧିଛନ୍ତି କିରଣ । ଆଜି ବ୍ଲକର ୧୨ ଜଣ ସମିତି ସଭ୍ୟଙ୍କୁ ଅଟକ…

ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ; ଜାଣନ୍ତୁ କାହିଁକି କରିଥିଲେ ମାନସଙ୍କ ହତ୍ୟା?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ…

ଚାକିରି ଛାଡି କଲେ ମାଛ ଚାଷ: ମଧୁର ଜଳ ପ୍ରକଳ୍ପ ବନାଇଛି ସ୍ୱାବଲମ୍ବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରୀ ରୁ ଅବସର ପରେ ଆରମ୍ଭ କରିଛନ୍ତି ମଧୁର ଜଳରେ ଜାଆଁଳ ଉତ୍ପାଦନ ଓ ମାଛ ଚାଷ । ନିଜ ବାଡିରେ ଦୁଇ ଏକରର ଜାଗାରେ ଦୁଇଟି ପୋଖରୀ ଖୋଳି ମାଛ ଚାଷ କରିବା ସହ ଜାଆଁଳ ଉତ୍ପାଦନ କରି ତାକୁ…

ନୟାଗଡ଼ରେ ବସ୍-ଟ୍ରକ୍ ମୁହାଁମୁହିଁ: ଜଣେ ମୃତ, ୧୫ ଆହତ

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ ଜିଲ୍ଲା ଟାକେରା ଘାଟି ନିକଟରେ ବସ୍-ଟ୍ରକ୍ ମୁହାଁମୁହିଁ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଏହି ୧୫ ଜଣଙ୍କର ମଧ୍ୟରୁ ୭ ଜଣ ଗୁରୁତର…

ଓକିଲଙ୍କ ଘରେ ପଶି କଳାକନା ବୁଲାଇଲେ ଲୁଟେରା: ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘରେ ପଶି କଳାକନା ବୁଲାଇଲେ । ଯାହା ଥିଲା ସବୁ ଲୁଟି ନେଇଗଲେ । ଏଭଳି ଘଟଣା ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର କ୍ରାନ୍ତିନଗରରୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ଏଭଳି କାରନାମା କରିଛନ୍ତି…

(Video)ସରିଲା ହାଇଡ୍ରାମା: ବନ୍ଧକ ଥିବା ୧୨ ସମିତି ସଭ୍ୟ ମୁକ୍ତ, ଅଭିଯୋଗକୁ SDPOଙ୍କ ଖଣ୍ଡନ

ଛତ୍ରପୁର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିବା ହାଇଡ୍ରାମା ଶେଷ ହୋଇଛି । ବନ୍ଧକ ଥିବା ୧୨ ସମିତି ସଭ୍ୟ ମୁକ୍ତ ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ…