Browsing Category

ରାଜ୍ୟ

ନଦୀକୁ ଖସିଲା ବରଯାତ୍ରୀଙ୍କୁ ଧରି ଆସୁଥିବା କାର୍, ଯୁବତୀଙ୍କ ସହିତ ୪ ମୃତ

ସିମଳା: ହିମାଚଳ ପ୍ରଦେଶର ସିମଳା ଜିଲ୍ଲା ରାମପୁରରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯୁବକଙ୍କୁ ହସ୍ପିଟାଲ୍…

ଶିକ୍ଷା ବିଭାଗର କଡା ନିଷ୍ପତ୍ତି: ଅଭ୍ୟାସଗତ ଭାବରେ ଅନୁପସ୍ଥିତ ରହୁଥିବା ୧୦୦୦ରୁ ଅଧିକ ଶିକ୍ଷକଙ୍କ ଦରମା ବନ୍ଦ

ପାଟନା: ଯେଉଁମାନେ ଏଣିକି ବାରମ୍ବାର ଅଫିସରେ ନିଜ କାର୍ଯ୍ୟରେ ଅନୁପସ୍ଥିତ ରହିବେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ । ବିହାରର ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି । ଯେଉଁମାନେ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ…

ଶୁକ୍ରବାର ପରିବର୍ତ୍ତେ, ଗୁରୁବାର ଇଦ୍-ଉଲ୍-ଜୁହା ଛୁଟି

ଭୁବନେଶ୍ୱର: ଚଳିତ ବର୍ଷ ୨୯ ତାରିଖରେ ଇଦ୍-ଉଲ୍-ଜୁହା ଛୁଟି ପଡୁଛି । ଏନେଇ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ୩୦ ଶୁକ୍ରବାରକୁ ଇଦ୍-ଉଲ୍-ଜୁହା ନିମନ୍ତେ…

ପନିପରିବା ଦର ଆକାଶ ଛୁଆଁ, ଟମାଟୋ ୧୨୦ ଟଙ୍କା ହୋଇଥିବା ବେଳେ ବିନ୍ସ ଛୁଇଁଲାଣି ୨୫୦

ଭୁବନେଶ୍ୱର:ଏବେ ରାଜ୍ୟରେ ପରିବା ଦର ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ସାଧାରଣ ଖାଉଟୀ କଣ ଖାଇବ ଚିନ୍ତା କରିପାରୁ ନାହିଁ । ଟମାଟୋ ଏକ ନିହାତି ଆବଶ୍ୟକ ପରିବା ହୋଇଥିବା ବେଳେ ଏବେ ଏହାର ଦର ୧୨୦ ଟଙ୍କା ଛୁଇଁଲାଣି ।…

ଜନ୍ମବେଦୀରେ ସରି ଆସୁଛି ଲୀଳାଖେଳା: ଆଜି ବାହୁଡିବେ ମହାବାହୁ

ପୁରୀ : ଜନ୍ମବେଦୀରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ନବଦିନାତ୍ମକ ଲୀଳାଖେଳା ସାରି ବୁଧବାର ବଡଦାଣ୍ଡକୁ ବାହୁଡିବେ । ଏଥିନେଇ…

ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍, ୫ ମୃତ, ୯ ଆହତ

କେନ୍ଦୁଝର: ରାଜ୍ୟରେ ପ୍ରତିଦିନ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଆଜି ଅନ୍ୟ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠାଘର ନିକଟରେ ଏକ ଦୁର୍ଘଟଣା ଘଟିଛି । ବରଯାତ୍ରୀ ନାଚୁଥିବା…

ଆସନ୍ତା ୨୯ ତାରିଖ ଛୁଟି ଘୋଷଣା: ବନ୍ଦ ରହିବ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ, ବ୍ୟାଙ୍କ ଓ କୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ବ୍ୟାଙ୍କ, ବ୍ୟାଙ୍କିଂ ପ୍ରତିଷ୍ଠାନ, ରାଜସ୍ୱ ଓ ମାଜିଷ୍ଟ୍ରିଆଲ କୋର୍ଟ (ଏକଜିକ୍ୟୁଟିଭ୍) ବନ୍ଦ ରହିବ ।…

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି : IAS ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…

କେନ୍ଦୁପତ୍ର ଉପରୁ ଜିଏସ୍‍ଟି ପ୍ରତ୍ୟାହାର ପାଇଁ ପୁଣି ଥରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି । ରାଜ୍ୟର ୮ଲକ୍ଷ ଗରିବ କେନ୍ଦୁପତ୍ର…

ରାଜ୍ୟରେ ଆସନ୍ତା ୩ ତାରିଖରୁ ଅନୁଷ୍ଠିତ ହେବ ମାଟ୍ରିକ୍‍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩ ତାରିଖରୁ ମାଟ୍ରିକ୍‍ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏହା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…