Browsing Category

ରାଜ୍ୟ

ରାଜ୍ୟରେ ବଢିଲା ଆଗୁଆ ନିର୍ବାଚନ ଆଲୋଚନା, ସେପଟେ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିବେ ନବୀନ

ନୂଆଦିଲ୍ଲୀ: ଓଡ଼ିଶା ସମେତ ୪ ରାଜ୍ୟରେ ଆଗୁଆ ନିର୍ବାଚନ ଆଲୋଚନା ମଧ୍ୟରେ ଆଗାମୀ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରି ପାରନ୍ତି ବୋଲି ସୂଚନା ମିଳିଛି ।…

ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା, ଆଉ ତାପରେ କାରରେ ତାଙ୍କ…

ଓଡିଶା ଭାସ୍କର; ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଠାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ବୃନ୍ଦାବନ ସେକ୍ଟର ୧୯ ରେ କାରରୁ ଜଣେ ଓଡିଆ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ଓଡ଼ିଆ ବୋଲି ପ୍ରଥମେ…

ଓଡିଶାରୁ ଗଡିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ…

ଓଡିଶା ଭାସ୍କର; ଏଥର ପୁଣି ଓଡିଶାରୁ ଗଡିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଯାହା ସମସ୍ତଙ୍କ ପାଇଁ ଏକ ଉତ୍ସାହର ବିଷୟ ପାଲଟିଛି । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ…

ଶିବଙ୍କ ଭକ୍ତିରେ ତଲ୍ଲୀନ ଥିଲେ ଶ୍ରଦ୍ଧାଳୁ, ମନ୍ଦିର ଉପରେ ଅଚାନକ ଅଜାଡି ହୋଇପଡିଲା କାଳ ପାହାଡ, ତା’ ପରେ…

ସିମଳା: ଆଜି ଥିଲା ଶ୍ରାବଣ ମଳମାସର ସୋମବାର । ବହୁସଂଖ୍ୟାରେ ଭକ୍ତ ଶିବମନ୍ଦିରରେ ପ୍ରଭୁଙ୍କୁ ପୂଜା କରିବା ଲାଗି ଭିଡ ଜମାଇଥିଲେ । ଏହି ସମୟରେ କାଳ ରୂପରେ ଅଚାନକ ପାହାଡ ଅଜାଡି ହୋଇପଡିଲା ପ୍ରଭୁ ଆଶୁତୋଷଙ୍କ ମନ୍ଦିର…

ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡିଆ ଯବାନଙ୍କ ପାର୍ଥିବ ଶରୀର : ଶେଷ ଦର୍ଶନ ପାଇଁ ପ୍ରବଳ ଭିଡ

ବରଗଡ଼ : ଆଜି ସକାଳ ସମୟରେ ଜନ୍ମମାଟିରେ ପହଁଚିଲା ସହିଦ ଓଡ଼ିଆ ଯବାନଙ୍କ ମୃତଶରୀର। ସହିଦଙ୍କ ଗାଁ ବରଗଡ଼ ଭେଡେନ ବାଘପାଲି ଗାଁରେ ପହଞ୍ଚିଲା ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ମଧ୍ୟାହ୍ନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ…

OJEE : ମେଡିକାଲ୍‍ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାପାଇଁ ଆଜିଠାରୁ ପଞ୍ଜୀକରଣ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ.ଜେ.ଇ.ଇ.ର କାଉନ୍‍ସେଲିଂ ଆରମ୍ଭ ହୋଇଛି । ଓ.ଜେ.ଇ.ଇ. ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ୍‍ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ…

ରାଜଧାନୀ ଏକ୍ସପ୍ରେସ୍‍ ତେଜସ୍‍ ରାକକୁ ଆଜି ଉଦ୍‍ଘାଟନ କରିବେ ରେଳମନ୍ତ୍ରୀ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୂର୍ବାହ୍ନ ୧୦ଟା ୪୫ରେ ତେଜସ୍‍ ରାକ୍‍ଯୁକ୍ତ ରାଜଧାନୀ ଏକ୍ସପ୍ରେସ୍‍କୁ ଉଦ୍‍ଘାଟନ କରିବେ । ସେହିପରି ଅପରାହ୍ଣ…

ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ୍ କର୍ମୀ

ନିଆଳି : କଣ୍ଟାପଡା ବ୍ଲକ୍ ନାହାଳପୁର ପଞ୍ଚାୟତରେ ଗତପଞ୍ଚାୟତ ନିର୍ବାଚନରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ଯୋଗୁଁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ôଥତ ସରପଞ୍ଚଙ୍କ ପରାଜୟ ହାଇଥିଲା । ଅସନ୍ତୁଷ୍ଟ ବିଜେଡି…

ଓଡ଼ିଶାକୁ ପ୍ରବେଶ କରିଛି ଜଳୀୟବାଷ୍ପପୂର୍ଣ୍ଣ ବାୟୁ : ୫ଦିନ ଯାଏଁ ବର୍ଷିବ ବୋଲି ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି । ମୌସୁମୀ ଜନିତ ନିମ୍ନ ଚାପରେଖାର ପଶ୍ଚିମ ଭାଗ ହିମାଳୟ ପାଦଦେଶ ଯାଏଁ ଲମ୍ବିଥିବା ବେଳେ ଏହାର ପୂର୍ବ ଭାଗ ମଣିପୁର ଯାଏଁ ଲମ୍ବିଛି ।…

ଆଶ୍ରା ଫାଉଣ୍ଡେସନ ଓଡ଼ିଶା ପକ୍ଷରୁ ବସ୍ତି ପିଲାଙ୍କୁ ପୁଷ୍ଟିକର କିଟ୍ ବଣ୍ଟନ

ଭୁବନେଶ୍ୱର: ଗରିବ ପିଲାମାନଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଶ୍ରା ଫାଉଣ୍ଡେସନ ଓଡ଼ିଶା । ଭୁବନେଶ୍ୱରର ଗ୍ୟାରେଜ ଛକ ନିକଟସ୍ଥ ରାଜାରାଣୀ ବସ୍ତିର ପିଲାମାନଙ୍କୁ ବିଭିନ୍ନ…