CHARIDHAM
Browsing Category

ରାଜ୍ୟ

ଯୁବକଙ୍କ ବିଚିତ୍ର ସ୍ନାନ, ଦେହରେ ସାବୁନ୍ ଲଗାଇ ବାଇକ୍ ଚଢି ଭିଜିଲେ ବର୍ଷାରେ

କାନପୁର:ପ୍ରଚଣ୍ଡ ତାତି ପରେ ଏବେ ମୌସୁମୀ ଆସିଯାଇଥିବାରୁ ସମସ୍ତେ ବର୍ଷାର ମଜା ଉଠାଇବାରେ ଲାଗିଛନ୍ତି । ସୋସିଆଲ୍ ମିଡିଆରେ ଏବେ ବର୍ଷାର ଆନନ୍ଦ ଉଠାଉଥିବା ବିଭିନ୍ନ ପ୍ରକାରର ଫଟୋ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ…

ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ଓଡ଼ିଶା ୱାନ୍‍ ପୋର୍ଟାଲ୍‍: ଗୋଟିଏ କ୍ଲିକରେ ପାଇପାରିବେ ବିଭିନ୍ନ ପ୍ରମାଣପତ୍ର

ଭୁବନେଶ୍ୱର: ଅନେକ ସମୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରମାଣପତ୍ର ପାଇଁ ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ ଦୌଡ଼ିଥାନ୍ତି । ଛାତ୍ରଛାତ୍ରୀଙ୍କ ଏଭଳି ସମସ୍ୟାର ସମାଧାନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ମାଧ୍ୟମିକ…

ଆଜି ରାତି ପ୍ରାୟ ୮ଟା ବେଳକୁ ହେବ ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କର ତିନିରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବାପରେ ରାତି ପ୍ରାୟ ୮ଟା ବେଳକୁ ପାରମ୍ପରୀକରୀତି ମତେ ଅଧରପଣା ଭୋଗ କରାଯିବ । ରଥର ପାଶ୍ୱର୍ ଦେବାଦେବୀ,…

ନବରଙ୍ଗପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଗଛରେ କାର ପିଟିହୋଇ ୩ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର: ପୁଣି ଏକ ଭୀଷଣ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ କାର ଗଛକୁ ପିଟିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି କାର ନିଜର ଭାରସାମ୍ୟ ହରାଇ ଗଛରେ ପିଟିହେବା ଜଣାପଡିଛି । ଏଥି ସହ ଜଣେ ଗୁରୁତର ଅବସ୍ଥାରେ…

ସୁନାବେଶ ଦର୍ଶନ ପାଇଁ ଯିବାବେଳେ ଅଘଟଣ: ୧୬ ଆହତ, ୧୦ ଗୁରୁତର

ପିପିଲି: ସୁନାବେଶ ଦର୍ଶନ ଲାଗି ଯିବାବେଳେ ଏକ ଅଘଟଣ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ଅଛନ୍ତି ବୋଲି ଜଣାପଡିଛି । ଗତକାଲି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ପୁରୀ…

ବାହୁଡ଼ା ଯାତ୍ରା ସମୟରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ:୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ୱର : ଗତକାଲି ବାହୁଡ଼ା ଯାତ୍ରା ସମୟରେ କେନ୍ଦୁଝର ଜିଲ୍ଲା କେନ୍ଦୁଆ ଗ୍ରାମରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗରଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

OSDA ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସଡିଏ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁବ୍ରତ ବାଗଚୀ । ଏନେଇ ଶ୍ରୀ ବାଗଚୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ତାଙ୍କ ଉପରେ ବିଶ୍ୱାସ…

ବାରବାଟୀରେ କାହିଁକି ହେବନି ବିଶ୍ୱକପ୍ ମ୍ୟାଚ: BCCI ଓ ICCକୁ ସିଧାସଳଖ ସ୍ପଷ୍ଟିକରଣ ମାଗିଲେ ଓଡ଼ିଶାର କ୍ରୀଡ଼ାପ୍ରେମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପ ୨୦୨୩ କ୍ରିକେଟ ପାଇଁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଏବେ ଉତ୍ସାହିତ ହୋଇପଡ଼ିଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭାରତ ବିଶ୍ୱକପର…

ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ବାଦିକତା କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ରଙ୍କ ହୃଦଘାତରେ ମୃତ୍ୟୁ…

ଆସନ୍ତା ମାସର ଦ୍ୱିତୀୟ ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ ! ମୌସୁମୀ ସକ୍ରିୟ ରହିବ ବୋଲି ଅନୁମାନ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ କଟକ, ଅନୁଗୁଳ, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଆସନ୍ତା ୨ରୁ ୩…