Browsing Category

ରାଜ୍ୟ

କରମଣ୍ଡଳ ଟ୍ରାଜେଡି: SCB ମେଡିକାଲ ପକ୍ଷରୁ ହେଲପ୍‌ଲାଇନ୍ ନମ୍ବର ଜାରି

କଟକ: କରମଣ୍ଡଳ ଟ୍ରାଜେଡିରେ ଆହତ ମାନଙ୍କୁ ଆଣି କଟକ SCB ମେଡିକାଲ କଲେଜରେ ଚିକତ୍ସା କରାଯାଉଛି। ଯେଉଁମାନଙ୍କର ସମ୍ପର୍କୀୟ ମାନେ ଏଠାରେ ଚିକତ୍ସା ହେଉଛନ୍ତି ସେମାନଙ୍କ ବିଷୟରେ ଜାଣିବା ପାଇଁ SCB ମେଡିକାଲ ପକ୍ଷରୁ…

ମୁନ ମେକଅପ ଷ୍ଟୁଡିଓର ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ମେକଅପ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଦିଆଯିବ ଶିକ୍ଷା

ଭୁବନେଶ୍ୱର: ସାଧାରଣତଃ ମେକଅପ ବା ପ୍ରସାଧନ କଳା ଏକ ନୂତନ ପେଶା ଓ ବ୍ୟବସାୟ ଭାବେ ଏବେ ଲୋକପ୍ରିୟ ହେବାରେ ଲାଗିଛି। ଅନେକ ବ୍ୟକ୍ତି, ବିଶେଷକରି ମହିଳାଙ୍କୁ ଏହା ସ୍ୱାବଲମ୍ବୀ କରୁଛି। ଅନେକ ଏହା ଶିଖିବା ପରେ ନିଜ…

ବାହାନଗା ଟ୍ରେନ ଟ୍ରାଜେଡି- ରକ୍ତଦାନରୁ ଉଦ୍ଧାର କାର୍ଯ୍ୟ, ସ୍ଥାନୀୟ ଲୋକଙ୍କ ଅବଦାନ ପାଇଁ ଧନ୍ୟବାଦ: ପ୍ରଧାନମନ୍ତ୍ରୀ

ବାଲେଶ୍ୱର: କରମଣ୍ଡଳ ଟ୍ରେନ ଦୁର୍ଘଟଣାର ଦୋଷୀକୁ କଡା ଶବ୍ଦରେ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି କାଣ୍ଡ ପାଇଁ ଯିଏ ବି ଦୋଷୀ ଥିବ, ତାକୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି…

କରମଣ୍ଡଳ ଟ୍ରାଜେଡି- ଦୁର୍ଘଟଣାର ପ୍ରକୃତ ଦୋଷୀଙ୍କୁ ଛଡା ଯିବନି: ପ୍ରଧାନମନ୍ତ୍ରୀ

ବାଲେଶ୍ୱର: କରମଣ୍ଡଳ ଟ୍ରେନ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିବା ପାଇଁ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ଘଟଣାସ୍ଥଳ ବୁଲି ଦେଖିବା ପରେ ମେଡିକାଲ ଯାଇ ଆହତ ଏବଂ ସେମାନଙ୍କ ପରିବାର ସହ ଆଲୋଚନା…

Video: ଟ୍ରେନ ତଳେ ଚାପି ହୋଇ ଫୋନ କରିଥିଲେ, ଏବେ ପୁଅକୁ ଖୋଜି କାନ୍ଦୁଛି ବାପା

ବାଲେଶ୍ୱର : ବିହାରର ଜମ୍ମୁଇ ଜିଲ୍ଲା ଅର୍ନ୍ତଗତ ନଜାରେ ଗାଁର ଜଣେ ଯାତ୍ରୀ ୟସବନ୍ତପୁରରୁ ହାୱଡ଼ା ଯାଉଥିଲେ । ଦୂର୍ଘଟଣାରେ ରେଳବଗି ତଳେ ଚାପି ହୋଇଥିବା ଭାଇର ଅଚାନକ ଫୋନ ଆସିଥିଲା ଏବଂ ସେ ତାଙ୍କ ଭାଇଙ୍କୁ କହିଥିଲେ ଯେ…

ଚାଲିଗଲେ ଗୋଟିଏ ପରିବାରର ୩ ଭାଇ, ମଜୁରୀ ଲାଗି ପେଟ ପୋଷିବାକୁ ଯାଉଥିଲେ ଆନ୍ଧ୍ର

ଭୁବନେଶ୍ୱର:ଓଡିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି…

Video: ଟ୍ରେନ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲି,ଚିକିତ୍ସା ପରେ ମନ୍ତ୍ରୀ ଦେଲେ ୫୦ ହଜାର ଟଙ୍କାର ଚେକ୍

ବାଲେଶ୍ୱର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ ହଜାରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଶତାଧିକ ଲୋକେ ପ୍ରାଣ ହରାଇଛନ୍ତି । ଗାତାକାଲି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ନବ ମୃତ ଏବଂ ଆହତଙ୍କ ପାଇଁ ଅନୁକମ୍ପା…

ଟ୍ରକ୍ ସହ ପିଟି ହେଲା ବରଯାତ୍ରୀଙ୍କ ସ୍କୋର୍ପିଓ ଗାଡି: ୫ ମୃତ, ୭ ଗୁରୁତରଙ୍କ ମଧ୍ୟରେ ରହିଛନ୍ତି ୩ ଶିଶୁ

ପୂର୍ଣ୍ଣିଆ :ବିହାରର ପୂର୍ଣ୍ଣିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଏଠାରେ ଏକ ଭୀଷଣ ସଡକ ଦୁର୍ଘଟଣାରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଲୋକ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ଜିଲ୍ଲାର ମରଙ୍ଗା ଥାନା…

Video: କାମ କରିବା ପାଇଁ ମୋ ପିଲା ଦୁଇଟା ଆସିଥିଲେ ସବୁ ହସ୍ପିଟାଲରେ ଖୋଜିଲି କିନ୍ତୁ ପାଉନି

କୋଲକାତାରୁ କାମ ପାଇଁ ଆସିଥିଲେ ଦୁଇ ଛୁଆ । ବାହାନଗା ଠାରେ ହୋଇଥିବା ଦୂର୍ଘଟଣାରେ ନିଖୋଜ ହୋଇଗଲେ ଦୁଇ ଜଣ । ସବୁ ହସ୍ପିଟାଲରେ ଖୋଜିବା ପରେ ମଧ୍ୟ ବାପା ପାଉନାହିଁ ତା ପିଲା ମାନଙ୍କୁ । ଦୁଇ ଜଣଙ୍କ ନାମ ହେଉଛି ସାହିଦ…

ବାହାନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ଟ୍ରେନ ଦୁର୍ଘଟଣା ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି । ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ପରେ ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ…