Browsing Category
ରାଜ୍ୟ
ରାଜ୍ୟରେ ବିଧାୟକ ମାନଙ୍କୁ ସମ୍ମାନ ଦେଉ ନାହାନ୍ତି ସରକାରୀ ଅଧିକାରୀ, ଉଦବେଗ ପ୍ରକାଶ କଲେ ନରସିଂହ ମିଶ୍ର
ଭୁବନେଶ୍ୱର: ରାଜ୍ୟରେ ସରକାରୀ ଅଧିକାରୀ ମାନେ ନିର୍ବାଚିତ ବିଧାୟକ ମାନଙ୍କୁ ସମ୍ମାନ ଦେଉ ନ ଥିବାରୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆଜି ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି। ଶୂନ୍ୟକାଳରେ ଏହି…
ରାଜ୍ୟରେ ୫୫ଟି ବ୍ଲକସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି ସରକାର, ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ତୃତୀୟ କାର୍ଯ୍ୟଦିବସ ଆଜି ସ୍ୱାଭାବିକ ବାତାବରଣ ମଧ୍ୟରେ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ପରିବହନ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫୫ଗୋଟି…
ରାଜ୍ୟରେ ଗଠନ ହେବ ୧୨୦୦ ନୂଆ PACS: କାର୍ଯ୍ୟକ୍ଷମ ହେବ ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ଚାଷ କାର୍ଯ୍ୟ ପାଇଁ ଋଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । କୃଷକଙ୍କ ସୁବିଧା ପାଇଁ…
ଗୋପାଳପୁର ଆସନରୁ ବିଧାୟକ ଭାବେ ଲଢ଼ିବେ ସିଦ୍ଧାନ୍ତ! ଆସୁଛି ୨୦୨୪ ନିର୍ବାଚନ, ପ୍ରଦୀପଙ୍କ ପାଇଁ ସତର୍କ ଘଣ୍ଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ । ସେଥିପାଇଁ ରାଜ୍ୟରେ ପୁଣି ଥରେ କ୍ଷମତା ହାସଲ କରି ସରକାର ଗଠନ ଲକ୍ଷ୍ୟରେ ରହିଛି ବିଜେଡି । ତେଣୁ ନିର୍ବାଚନ ପୂର୍ବରୁ ନିଜର ସଂଗଠନକୁ…
ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୨୨-୨୩ ବର୍ଷରେ ଅଭିବୃଦ୍ଧି ହାର, ମୁଣ୍ଡପିଛା ଆୟ କେତେ ରହିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାର ବଜେଟ ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୮ ପ୍ରତିଶତ ରହିବା ନେଇ ଆକଳନ କରଯାଇଛି । ଜାତୀୟ ଅଭିବୃଦ୍ଧି…
ଅଳିଆଗଦାକୁ ଯିବ ୨୦ ଲକ୍ଷ ଗାଡି: କାହିଁକି ଏବଂ କେଉଁ ଗାଡିକୁ କରାଯିବ ସ୍କ୍ରାପିଙ୍ଗ?
ଭୁବନେଶ୍ୱର: ରାଜ୍ୟରେ ଏବେ ଗାଡିଚାଳକମାନଙ୍କୁ ଲାଗିବ ଏକ ଶକ୍ତ ଝଟକା । ଓଡିଶାର ମୋଟ ୨୦ ଲକ୍ଷରୁ ଅଧିକ ଗାଡି ବର୍ତ୍ତମାନ ସ୍କ୍ରାପ ହେବାକୁ ଯାଉଛି । ୧୫ ବର୍ଷରୁ ଅଧିକ ଏବଂ ଫିଟନେସ ନଥିବା ଗାଡିଗୁଡିକର ଠିକଣା ପାଲଟିବ…
ଗୋଣ୍ଡୱାନା ଛକର ନାମ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ: ସହୀଦଙ୍କ ନାଁରେ ହେବ ନାମିତ!
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଗୋଣ୍ଡୱାନା ଛକର ନାମ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଐତିହାସିକ, ସାମାଜିକ ଓ…
ଓଡ଼ିଶାରେ ଗୋ ଗ୍ୟାସର ଡିଲରସିପ୍ ସୁଯୋଗ, ଆଗ୍ରହ ପ୍ରକାଶ କରୁଛନ୍ତି ଉଦ୍ୟୋଗୀ
ଭୁବନେଶ୍ୱର: ପ୍ରାକୃତିକ ଗ୍ୟାସ ଅପେକ୍ଷା ଗୋ ଗ୍ୟାସର ଚାହିଦା ବର୍ତ୍ତମାନ ବଢିବାରେ ଲାଗିଛି । ସେଥିପାଇଁ ରାଜ୍ୟରେ କନଫିଡେନ୍ସ ପେଟ୍ରୋଲିୟମ ଇଣ୍ଡିଆ ଲିମିଟେଡର ବ୍ରାଣ୍ଡ ଗୋ ଗ୍ୟାସର ଏଲପିଜି ଡିଲରସିପ ଖୋଲିବା ପାଇଁ…
GPLF Bargarh ପକ୍ଷରୁ ବାହାରିଲା ୧୩୭ଟି ପଦବୀ, ଆସନ୍ତାକାଲି ଆବେଦନର ଅନ୍ତିମ ତାରିଖ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଗ୍ରାମ ପଞ୍ଚାୟତ ଲେବଲ ଫେଡେରେସନ (ଜିପିଏଲଏଫ) ବରଗଡ଼ ପକ୍ଷରୁ ୧୩୭ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ପଦରେ…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟର ସରକାରୀ ଅଧିକାରୀଙ୍କ ଦୁର୍ନୀତି ବଢ଼ିବାରେ ବଢ଼ିବାରେ ଲାଗିଛି । ଜଣେ ସାଧାରଣ ସରକାରୀ କର୍ମଚାରୀଙ୍କ ଘରୁ ଅଜ୍ରସ ଧନ ସମ୍ପତ୍ତି ଜବତ ହେଉଛି । ପ୍ରତ୍ୟେକ ଦିନ ରାଜ୍ୟର…