CHARIDHAM
Browsing Category

ରାଜ୍ୟ

ଆସନ୍ତାକାଲି ପ୍ରସାରିତ ହେବ ‘ମନ୍‌ କୀ ବାତ’ର ୧୦୦ତମ ଅଧ୍ୟାୟ: ରାଜଭବନ ପରିସରରେ କାର୍ଯ୍ୟକ୍ରମର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ୩୦ ଏପ୍ରିଲ, ୨୦୨୩ ରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ ର ୧୦୦ତମ ଅଧ୍ୟାୟରେ ଦେଶବାସୀଙ୍କ ସହ ମତବିନିମୟ କରିବେ। ଏହି ଅବସରରେ…

କ୍ଷୀର ଗାଡ଼ି ଭିତରେ ଗଞ୍ଜେଇ ଚାଲାଣ, ୧୦୦ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ଜଣେ ଗିରଫ

ମାଲକାନାଗିରି: ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରାଚାଲାଣ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇ ଥାନ୍ତି । ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କ୍ଷୀର ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ…

IPS ସ୍ତରରେ ଅଦଳବଦଳ କଲେ ଓଡ଼ିଶା ସରକାର

ଭୁବନେଶ୍ବର:  ବରିଷ୍ଠ IPS ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଛି। ବରିଷ୍ଠ ଆଇପିଏସ୍‌ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ…

ଲାଇକେରା ଓ କାଇମିରାରେ ନୂଆ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା BJD: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାରଠାରୁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ ହୋଇ ଯାଇଛି । ତିନି ପ୍ରମୁଖ ରାଜନୈତିକ ଦଳ…

ବଡ ଖୁସିଖବର: ରାଜ୍ୟରେ ଏହି କର୍ମଚାରୀଙ୍କର ବଢିଲା ଦରମା, ଆଂଶିକ ଭାବରେ ଶିକ୍ଷକ ହେବେ ଲାଭବାନ୍

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ସମସ୍ତଙ୍କ ଦରମା ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି ମାନ୍ୟବର…

ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ସିଜରିଆନ ଡେଲିଭରି କେସ୍: ଚିନ୍ତା ପ୍ରକଟ କଲା ସ୍ବାସ୍ଥ୍ୟ ବିଭାଗ, ଅଡିଟ୍ ପାଇଁ ଚିଠି

ଭୁବନେଶ୍ୱର: ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ବଢ଼ୁଛି ସିଜରିଆନ ଡେଲିଭରି କେସ୍ । ଏହି ମାମଲା ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ । ପ୍ରଥମ ଥର ଅଡିଟ୍ ପାଇଁ ସମସ୍ତ CDM ଓ PHOକୁ ଚିଠି ଲେଖିଛି…

ପାଣିପାଗ- ରାଜ୍ୟରେ ୪ ଦିନ ଜାରି ରହିବ କାଳବୈଶାଖୀ ବର୍ଷା: ୨୪ ଘଣ୍ଟା ପାଇଁ ୯ ଘଣ୍ଟାକୁ ସତର୍କବାଣୀ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ କାଳବୈଶାଖୀ ବର୍ଷା । ପ୍ରବଳ ବର୍ଷା ସାଭ୍ଗକୁ ଘଡଘଡି ହେବାର ପୂର୍ବାନୁମାନ ହୋଇଛି । ତେବେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ମୋଟ ୯ଟି ଜିଲ୍ଲାକୁ ପ୍ରବଳ ବର୍ଷା…

OUATର ପୂର୍ବତନ କୁଳପତି DP ରାୟଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତିଙ୍କ ଦେହାନ୍ତ ହୋଇଛି । ପ୍ରଫେସର ଦେବି ପ୍ରସାଦ ରାୟ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଆସିବ ସଂସ୍କାର: CBSE, ICSE ଓ ୬୦ଟି ରାଜ୍ୟ ବୋର୍ଡ ଗୋଟିଏ ପ୍ଲାଟଫର୍ମରେ କାର୍ଯ୍ୟ କରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଆସିବ ସଂସ୍କାର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ), ଭାରତୀୟ ମାଧ୍ୟମିକ ଶିକ୍ଷା ପ୍ରମାଣପତ୍ର (ଆଇସିଏସଇ) ଓ ବିଭିନ୍ନ ରାଜ୍ୟର…

ମେ ମାସରେ ଲଘୁଚାପ ! ବାତ୍ୟା ରୂପ ନେବ କି ନାହିଁ , ତାହା ଅସ୍ପଷ୍ଟ

ଭୁବନେଶ୍ୱର : ମେ ମାସରେ ଲଘୁଚାପ ହେବାର ସମ୍ଭାବନା ରହିଛି । ମେ ପ୍ରଥମ ସପ୍ତାହରେ ଲଘୁଚାପ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…