
Browsing Category
ରାଜ୍ୟ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ: ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ମଇଦାନରେ ରହିଛନ୍ତି ୯ ଜଣପ୍ରାର୍ଥୀ । ୧୦ ଜଣ ନାମାଙ୍କର ଦାଖଲ କରିଥିବାବେଳେ ଭୁବନେଶ୍ବର ଗଡ଼ିଆ ନାମକ ଜଣେ…
ପ୍ରକୃତି ସାଜିଲା ବଇରୀ: ଜଳ ନେଲା ୨ ଭାଇଙ୍କ ଜୀବନ, ବଜ୍ରପାତ ନେଲା ଆଉ ୨ ଭାଇଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଜୀବନରେ କେତେବେଳେ ଦୁର୍ଘଟଣା ଘଟିବ ତାହା ଆମ ହାତରେ ନଥାଏ । ଅନେକ ସମୟରେ ମଣିଷ ଅଚାନକ କିଛି ଦୁର୍ଘଟଣାର ବଶବର୍ତ୍ତୀ ହୋଇ ଆହତ ହେଉଥିବା ବେଳେ ଅନେକ ସମୟରେ ମୃତ୍ୟୁବରଣ କରିଥାଏ ।…
ଚାଷୀଙ୍କ ପାଇଁ ଖୁସି ଖବର : ୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟିର ସୁଧ ରିହାତି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ଚାଷୀଙ୍କ ପାଇଁ ଖୁସି ଖବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ମିିଳିଲା ସୁଧ ରିହାତି । ୩୫ ଲକ୍ଷ ଚାଷୀ ଏହି ରିହାତି ସୁବିଧା ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର…
୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ଣ ୫.୩୦ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ…
ବାତିଲ ହେଲା OSSC ଆକାଉଣ୍ଟାଣ୍ଟ ପରୀକ୍ଷା, ପ୍ରିଲିମ ପରୀକ୍ଷା ପାଇଁ ଖୁବ ଶୀଘ୍ର ପ୍ରକାଶ ପାଇବ ଅନ୍ୟ ତାରିଖ
ଭୁବନେଶ୍ୱର: ପୁନର୍ବାର ହେବ OSSC ଆକାଉଣ୍ଟାଣ୍ଟ ପରୀକ୍ଷା। ପ୍ରଶ୍ନ ପତ୍ରରେ ଥିବା ବ୍ୟାପକ ତ୍ରୁଟି ପରେ ଏହି ପରୀକ୍ଷା ଆଉଥରେ କରିବା ପାଇଁ ନିଷ୍ପତି ନିଆଯାଇଛି । ଏଥି ପାଇଁ ଓଏସଏସସି ତରଫରୁ ଏକ ବିଜ୍ଞପ୍ତି ମଧ୍ୟ…
ସରକାରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ୍ ଶିକ୍ଷା, ବିନା ମୂଲ୍ୟରେ ପିଲା ପଢିବେ ବିଭିନ୍ନ ଡିଜିଟାଲ୍ ପାଠ୍ୟକ୍ରମ
ଭୁବନେଶ୍ୱର: ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଓ ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ(ଟିସିଆଇଟି) ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି । ଏହି ଏମ୍ଓୟୁ ଅନୁସାରେ କଲେଜ ଛାତ୍ରଛାତ୍ରୀଙ୍କ…
୪ ଜିଲ୍ଲାରେ କୂଆପଥର ବର୍ଷା ସମ୍ଭାବନା, ସୂଚନା ଦେଲେ ପାଣିପାଗ ବିଭାଗ
ଭୁବନେଶ୍ୱର: ରାଜ୍ୟରେ ୪ଦିନ ହେବ କିଛି କିଛି ସ୍ଥାନରେ ଝଡବର୍ଷା ଯୋଗୁଁ ଖରା ତାତିରୁ ରକ୍ଷା ମିଳିଛି । ଏହାପରେ ମଧ୍ୟ ତାପମାତ୍ରା ସ୍ୱାଭାବିକ ରହୁଛି । ତେବେ ଆଜି ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ, କାଳ ବୈଶାଖୀ…
ଓଡିଶାରେ ଅନଲାଇନ ଟାକ୍ସି ସର୍ଭିସ ଉପରେ ସରକାରଙ୍କ ଲାଠିମାଡ: ଲାଗୁ ହେଲା ନୂଆ ନିୟମ
କଟକ: ଓଡିଶାରେ ଏବେ ଓଲା, ଉବର ଏବଂ ରାପିଡୋ ଭଳି ଅନଲାଇନ ଟାକ୍ସି ସର୍ଭିସ ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି । ରାଜ୍ୟବାସୀଙ୍କ ପାଇଁ ପରିବହନ କ୍ଷେତ୍ରରେ ଏହି ସେବା ଖୁବ ସହାୟକ ହୋଇପାରିଛି । କିନ୍ତୁ ବର୍ତ୍ତମାନ…
OSSC ପ୍ରଶ୍ନପତ୍ରରେ ବିଭ୍ରାଟ; ଓଡିଆରେ ଲେଖାଯାଇଥିବା ପ୍ରଶ୍ନ ବୁଝିପାରିଲେନି ପରୀକ୍ଷାର୍ଥୀ
ଭୁବନେଶ୍ୱର: ରାଜ୍ୟରେ ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ଓଡିଆ ଭାଷାରେ ଆସିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷାର୍ଥୀ ମଧ୍ୟ ସେହି ହିସାବରେ ପ୍ରସ୍ତୁତ ହୋଇ ପରୀକ୍ଷା ଦେବା ପାଇଁ ଆସିଥିଲେ । ଓଡିଆ ଭାଷା ଶୁଣି…
ସ୍କୁଲ ଛୁଟିରେ ପିଲାଙ୍କ ପାଇଁ ଆସାଇନମେଣ୍ଟ: ଘରେ ରହି ଏହି କାମ କରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍କୁଲ ପିଲାମାନଙ୍କୁ ଚଳିତବର୍ଷ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ମିଳିଛି । କିନ୍ତୁ ଏହି ଛୁଟିରେ ପାଠରୁ ପିଲାମାନେ ଦୂରେଇ ନ ଯିବା ପାଇଁ…