Browsing Category

ରାଜ୍ୟ

ପିଲାଙ୍କୁ ଦେଉଛନ୍ତି କି Cerelac? ସାବଧାନ!

ଓଡିଶା ଭାସ୍କର: ବେବିଫୁଡ କହିଲେ ସାଧାରଣତଃ ସମସ୍ତେ ସେରେଲାକକୁ ହିଁ ବୁଝନ୍ତି । କିନ୍ତୁ ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ତେବେ…

CBSE Result 2025 OUT: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ, ପାସ୍‌ ହାର ୯୩.୬୬ ପ୍ରତିଶତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଶେଷରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ଫଳାଫଳ ପ୍ରକାଶ କରିଛି । ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । CBSE ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ରହିଛି ।…

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି, ୧୩ ମେ ୨୦୨୫ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଛି। ଏହା ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଏକ ସପ୍ତାହ ଆଗରୁ ଘଟିଛି, ଯାହା ଭାରତୀୟ…

IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୧୯୯୪ ବ୍ୟାଚର ବରିଷ୍ଠ IAS ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ନୂଆ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ…

ରାଜଧାନୀରେ ନିଆଁ ବର୍ଷା, ତ୍ରାହି ତ୍ରାହି ଡାକିଲେଣି ବାସିନ୍ଦା।

ଭୁବନେଶ୍ଵର: ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାତି ୩୨ ଦଶମିକ ୮ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଆଦ୍ରତା ରହିଛି ୭୧.୬ ପ୍ରତିଶତ । ଗତ…

ଓଟିଇଟି ପାସ୍ କରିନଥିବା ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷା, 22 ଯାଏଁ କରିପାରିବେ ଆବେଦନ

ଭୁବନେଶ୍ବର: ଚିକିରିରେ ରହି ମଧ୍ୟ ଓଟିଇଟି ପରୀକ୍ଷାରେ ଅସଫଳ ହେଉଛନ୍ତି ଶିକ୍ଷକ । ଫଳରେ ଚାକିରିରେ ଇନକ୍ରିମେଣ୍ଟ ସାଙ୍ଗକୁ ସରକାରୀ ଚାକିରିରେ ନିୟମିତ ହେବାରେ ସମସ୍ୟା ଦେଖାଯାଉଛି । ତେବେ ଓଟିଇଟି ପାସ୍ କରିନଥିବା…

ଭୁବନେଶ୍ୱରରେ ‘ଆମ ବସ୍‌’ ସେବା ଠପ୍‌, ଏହି କାରଣ ପାଇଁ ଜାରି ରହିଛି ଆନ୍ଦୋଳନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ୍‌’ ସେବା ଠପ୍ ରହିଛି। ବିନା କାରଣରେ ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ଅଭିଯୋଗ ହୋଇଛି। ଏଥିପାଇଁ ଆନ୍ଦୋଳନ ଜାରି ରହିଛି। ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବସ୍…

ବୋଲେରୋରେ ଆସି ଘରେ ପଶିଗଲେ ୧୦ ଦୁର୍ବୃତ୍ତ, ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା-ରୁପା

ରାୟଗଡ଼ା: ଏକ ବଡ଼ ଡକାୟତି ଖବର ସାମ୍ନାକୁ ଆସିଛି। ରାୟଗଡ଼ାର କଲ୍ୟାଣସିଂହପୁର ଶିକରପାଇ ଗାଁରେ ଏକ ସଶସ୍ତ୍ର ଡକାୟତି ଘଟିଛି। ଘରେ ପଶି ବ୍ୟବସାୟୀ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ହାଣି ସୁନା-ରୁପା ନେଇଯାଇଛନ୍ତି ଦୁର୍ବୃତ୍ତ।…

ରାଜ୍ୟରେ ଅସମ୍ଭାଳ ତାତି: ଭୀଷଣ ଗରମ ଓ ଗୁଳୁଗୁଳିକୁ ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତତଲା କଡେଇରେ କଲବଲ ସିଝୁଛି ସାରା ରାଜ୍ୟ। ୧୬ ସହରର ଅସମ୍ଭାଳ ତାତି। ୧୬ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ଏନେଇ ସତର୍କ କରାଇଛି। ତେବେ,…

(Video) ରିସେପ୍ସନରେ ଛେଚା ଖାଇଲା ବର… ଭୋଜିରେ ପହଞ୍ଚି ନିର୍ବନ୍ଧ ମୁଦି ମାଗିଲା ପ୍ରେମିକା, ତା’ ପରେ ହେଲା ଖଣ୍ଡଯୁଦ୍ଧ

ଭୁବନେଶ୍ୱର: ରାଜଧାନୀରେ ଦଗାଦିଆ ପ୍ରେମିକକୁ ନାକେଦମ୍ କଲେ ପ୍ରେମିକା। ଦୀର୍ଘଦିନର ପ୍ରେମ ସଂପର୍କକୁ ବିଶ୍ବାସ କରି ବିବାହ ଆଶାରେ ନିର୍ବନ୍ଧ ସାରିଥିଲେ ପ୍ରେମିକ ସହ। କିନ୍ତୁ ପ୍ରେମିକ ଜଣକ ଯେତେବେଳେ ଅନ୍ୟ…