
Browsing Category
ରାଜ୍ୟ
ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ; ଆଜି ଇଡିରେ ହାଜର ହୋଇ ପାରନ୍ତି ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ
ଭୁବନେଶ୍ୱର:ହନୀଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାର ଲାଗିଛି । ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ…
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଓଢଣୀ ଷଷ୍ଠୀ ନୀତି
ପୁରୀ: ଶ୍ରୀ ମନ୍ଦିରରେ ଆଜି ପାଳନ ହେଉଛି ଓଢଣୀ ଷଷ୍ଠୀ ନୀତି । ସକାଳ ଧୂପ ପରେ ଆରମ୍ଭ ହୋଇସାରିଛି ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି । ଏହା ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଆଜି ସକାଳ ଧୂପ ପରେ…
ରାଜ୍ୟରେ କମିଛି ଶୀତର ପ୍ରକୋପ; ୩ରୁ ଥରିବ ସାରା ଓଡିଶା
ଭୁବନେଶ୍ୱର: ରାଜ୍ୟକୁ ଉତ୍ତରା ପବନ ବହୁଥିବା ବେଳେ ବର୍ତ୍ତମାନ ଉତ୍ତର ପୂର୍ବରୁ ପବନ ବହିବ । ଫଳରେ ରାଜ୍ୟରେ କିଛି ଦିନ କମ ମାତ୍ରାରେ ଶୀତ ଅନୁଭୂତ ହେବ । କିନ୍ତୁ ଡିସେମ୍ବର ୩ ରୁ ସାରା ରାଜ୍ୟରେ ପୁଣିଥରେ ଉତ୍ତରା…
ସରକାରୀ ଦଲାଲ ମାମଲା, ଚାକିରୀରୁ ବିଦାହେଲେ ଫାର୍ମାସିଷ୍ଟ ଓ ଷ୍ଟାପ ନର୍ସ
ମାଲକାନଗିରି: ରାଜ୍ୟରେ ଚାକିରୀକୁ ନେଇ ଅନେକ ଦୁର୍ନୀତି ମାମଲା ସାମ୍ନାକୁ ଆସୁଛି । ସରାକାରୀ ହେଉ କି ବେସରକାରୀ ସବୁଆଡେ ଲାଂଚ କାରବାର ମମଲା ବନ୍ଦ ହେବାର ନାଁ ନେଉନାହିଁ । ଏହି କାରଣରେ ଚାକିରୀ ପଦବୀ ପାଇଁ ବଂଚିତ…
ଗ୍ରାମବାସୀ ଏବଂ ରେଞ୍ଜ ଅଧିକାରୀ ମୁହାଁମୁହିଁ; ୩ ଗୁରୁତର ୪ ନିଖୋଜ ଉଦ୍ଧାର
କେନ୍ଦୁଝର: କରଞ୍ଜିଆ ବନଖଣ୍ଡରେ ଗ୍ରାମବାସୀ ଓ ବନକର୍ମଚାରୀଙ୍କ ମଧ୍ୟରେ ମୁହାମୁହିଁ ହୋଇଛି । ଫଳରେ କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି…
ବିଦ୍ୟୁତ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟମାନଙ୍କୁ ସାହାଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା
ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅନୁସାରେ ପାଞ୍ଚ ବର୍ଷ ପାଇଁ ପ୍ରତିଯୋଗିତାମୂଳକ ଭିତ୍ତିରେ କିମ୍ବା ଅର୍ଥ, ମାଲିକାନା ଏବଂ କାର୍ଯ୍ୟ (ଏଫ୍ଓଓ) ଆଧାରରେ ସମୁଦାୟ ୪୫୦୦ ମେଗାୱାଟର…
ଓଡ଼ିଶାରୁ ଦୁଇ ଜଣଙ୍କୁ ଶିଳ୍ପଗୁରୁ ଏବଂ ୧୩ ଜଣଙ୍କୁ ଜାତୀୟ ଶିଳ୍ପକାର ପୁରସ୍କାର
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନୂଆଦିଲ୍ଲୀ ଠାରେ କୁଶଳୀ ଶିଳ୍ପକାରମାନଙ୍କୁ ଶିଳ୍ପଗୁରୁ ଏବଂ ଜାତୀୟ ଶିଳ୍ପକାର ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ୩୦ ଜଣଙ୍କୁ ଶିଳ୍ପ ଗୁରୁ ପୁରସ୍କାର ଏବଂ…
ଆସନ୍ତାକଲି ବନ୍ଦ ପଦ୍ମପୁର: ଉଦେଶ୍ୟ ମୂଳକ ରେଡ୍କୁ ବିରୋଧ କରି ପଦ୍ମପୁର ବଣିକ ସଂଘର ୧୨ ଘଣ୍ଟିଆ ଡାକରା
ପଦ୍ମପୁର: ସକାଳେ ଆଇଟି ରେଡ୍, ସନ୍ଧ୍ୟାରେ ଜିଏସଟି ରେଡ୍। ଏହାକୁ କିଛି ଲୋକେ ରାଜନୈତିକ ଉଦେଶ୍ୟରେ କରାଯାଉଥିବା କହିଥିବା ବେଳେ କିଛି ଲୋକେ ଏହାକୁ ସକାଳ ରେଡ୍ର ରିଭେଞ୍ଜ ସନ୍ଧ୍ୟାରେ ବୋଲି କହୁଛନ୍ତି। ଉପନିର୍ବଚନୀ…
ପଦ୍ମପୁର: ୭ଟି ଜାଗାରେ ଜିଏସଟି ଚଢାଉ, ସକାଳେ ଆଇଟି-ସନ୍ଧ୍ୟାରେ ଜିଏସଟି
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚଢାଉ । ସକାଳ ସମୟରେ ଆଇଟି ଏବଂ ସନ୍ଧ୍ୟାରେ ଜିଏସଟି ଚଢାଉ ହୋଇଛି । ସମୁଦାୟ ୭ଟି ଜାଗାରେ ଚଢାଉ ହୋଇଥିବା ଜଣା ପଡ଼ିଛି । ବରଗଡ଼ରେ ୩ଟି, ପଦ୍ମପୁରରେ ୨ଟି ସ୍ଥାନରେ ଚଢାଉ…
କୋର୍ଟ ଭିତରେ ଯୁବକଙ୍କ ଉନ୍ମତକାଣ୍ଡ, ଶୁଣାଣି ଚାଲିଥିବା ସମୟରେ ଜଜଙ୍କୁ ଦେଖାଇଲେ ଛୁରା
ଗଞ୍ଜାମ: ଜଜଙ୍କୁ କୋର୍ଟ ଭିତରେ ଛୁରା ଦେଖାଇଲେ ଯୁବକ, ବ୍ରହ୍ମପୁର ଏସଡିଜେଏମ କୋର୍ଟ ଭିତରେ ମାଜିଷ୍ଟ୍ରେଟଙ୍କୁ ଯୁବକ ଛୁରା ଦେଖାଇଥିବା ଖବର ଆସିଛି। ଯୁବକ ଜଣକ ଛୁରୀ ଧରି ଜଜଙ୍କ ଡାଏସ୍ ଉପରକୁ ଉଠିଯାଇଥିଲେ ବୋଲି…