Browsing Category

ରାଜ୍ୟ

ପାଣି ବିଲରୁ ମିଳିଲା ମୁକ୍ତି, ଦେବାକୁ ପଡ଼ିବନି ଟଙ୍କା

ଦିଲ୍ଲୀ: ପାଣି ପାଇଁ ଦେବାକୁ ପଡ଼ିବନି ଟଙ୍କା, ସେଥିପାଇଁ ଦିଲ୍ଲୀ ସରକାର ନେଉଛନ୍ତି ଏଭଳି ପଦକ୍ଷେପ। କୁହାଯାଏ ଜଳ ହିଁ ଜୀବନ, କିନ୍ତୁ ବଡ ବଡ ସହରରେ ଲୋକେ ଏହି ପାଣି ଟିକକ ପାଇଁ ଅନେକ ଟଙ୍କା ଦେଇଥାନ୍ତି। ତେବେ ଆଉ…

ହୋଟେଲରେ ଖାଇଲେ, ଟଙ୍କା ମାଗିବାରୁ ବହେ ପିଟିଲେ

କେନ୍ଦୁଝର: ହୋଟେଲରେ ପେଟ ପୁରେଇ ଖାଇଲେ, ଯେତେବେଳେ ଟଙ୍କା ମଗାଗଲା ଧୁମ ପିଟିଲେ। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅନ୍ତର୍ଗତ ଘସିପୁରା ଥାନା ଧକୋଟାରେ। ଆମେ…

ଦିଲ୍ଲୀରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଦିଲ୍ଲୀ: ନାବାଳିକାକୁ ଦୁଷ୍କର୍ମ କରି ତାକୁ ହତ୍ୟା କରି ଏକ ସୁଟକେସରେ ପୁରାଇ ଫୋପାଡ଼ିଦେଲେ ଦୁର୍ବୁତ୍ତ। ଏଭଳି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି ଉତ୍ତର-ପୂର୍ବ ଦିଲ୍ଲୀ ଦୟାଲପୁର ଅଞ୍ଚଳରେ। ଦୁଷ୍କର୍ମ କରିବା,…

ଟ୍ରକକୁ ଧକ୍କା ଦେଲା ଟ୍ରକ୍, ନିଜ ଟ୍ରକ ଚକା ତଳେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଟ୍ରକ୍ ଧକ୍କା । ନିଜ ଟ୍ରକ ଚକା ତଳେ ଚାପି ହୋଇ ଗଲା ଡ୍ରାଇଭରଙ୍କ ଜୀବନ । ପଛପଟୁ ଟ୍ରକ ଧକ୍କା ଦେବାରୁ ତଳକୁ ଖସିପଡ଼ିଲେ ଡ୍ରାଇଭର । ଶେଷରେ ନିଜ ଟ୍ରକ ଚକା ତଳେ…

ସୀମା ଡେଇଁ ପଶ୍ଚିମ ଓଡିଶା ମୁଖା ହେଲେଣି ମାଓବାଦୀ

ସମ୍ବଲପୁର: ଛତ୍ରଭଙ୍ଗ ଦେଲେ ଲାଲ ବାହିନୀ। ସୀମା ଡେଇଁ ପୁଣି ଥରେ ପଶ୍ଚିମ ଓଡିଶା ମୁଖା ହେଲେଣି ମାଓବାଦୀ। ପଶ୍ଚିମ ଓଡ଼ିଶାରେ ପୁଣିଥରେ ମାଓବାଦୀଙ୍କ ଗତିବିଧି ଦେଖିବାକୁ ମିଳିଥିବା ବେଳେ ଦୀର୍ଘ 7ବର୍ଷ ପରେ ଏହି ଡର…

ମୌସୁମୀ ଦୁର୍ବଳ, ତାତୁଛି ଓଡ଼ିଶା : ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିଯିବ ଦିନ ତାପମାତ୍ରା

ଭୁବନେଶ୍ବର: ରାଜ୍ୟକୁ ସଅଳ ମୌସୁମୀ ଛୁଇଁଥିଲେ ହେଁ ଏବେ ନିଖୋଜ। ଫଳରେ ବର୍ଷା ପରିବର୍ତ୍ତେ ଅଗ୍ନି ବର୍ଷା ହେବାରେ ଲାଗିଛି। ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ତିନିଦିନରେ ଦିନ…

କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସର ନିର୍ମାଣଧୀନ କୋଠାର ୬ ମହଲାରୁ ପଡ଼ି ଶ୍ରମିକ ମୃତ

କଟକ: ୬ ମହଲାରୁ ପଡ଼ି ଶ୍ରମିକ ମୃତ। ମହାବିଦ୍ୟାଳୟ କ୍ୟାମ୍ପସରେ ଘଟିଗଲା ଅଘଟଣ। କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ତିଆରି ହେଉଥିଲା ଘର। ଏକ ୬ ମହଲା ଘରର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ବାହାର…

ବିଜେପିର ବର୍ଷେ ପୂର୍ତ୍ତିରେ ସହରାଞ୍ଚଳରେ ଘର ବାଣ୍ଟିବେ ମୋହନ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସହରାଞ୍ଚଳରେ ଘର ବାଣ୍ଟିବେ ମୋହନ ସରକାର। ଆଗକୁ ପୂରିବାକୁ ଯାଉଛି ରାଜ୍ୟରେ ବିଜେପି ସରକାରକୁ ବର୍ଷେ। ତେଣୁ ବର୍ଷ ପୂର୍ତ୍ତିରେ ଘର ବାଣ୍ଟିବେ ମୋହନ ସରକାର। ହଁ ଘର…

କୋର୍ଟରେ ହାଜର ହେଲେ ତାରା ବାହିନୀପତି

ବ୍ରହ୍ମପୁର,୭ା୬: ବ୍ରହ୍ମପୁର ADJ-୩ କୋର୍ଟରେ ଶନିବାର ହାଜର ହୋଇଛନ୍ତି ଜୟପୁର ତଥା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ୨୦୧୬ର ଏକ ଦେଶୀ ମଦ ଭାଟି ଭଙ୍ଗା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । ତାରାଙ୍କ…

ବିଦେଶରେ ପାକିସ୍ତାନର ଅସଲ ମୁଖା ଖୋଲି ନିଜ ଦେଶକୁ ଫେରିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: କିଛି ଦିନ ହେବ ବିଦେଶ ଗସ୍ତରେ ଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଏକା ନୁହଁନ୍ତି ତାଙ୍କ ସହ ତାଙ୍କ ଟିମ୍ ମଧ୍ୟ ବିଭିନ୍ନ ଦେଶ ବୁଲିବା ପରେ ନିଜ କର୍ମକ୍ଷେତ୍ର ଭୁବନେଶ୍ୱରକୁ ଫେରିଛନ୍ତି।…