Browsing Category

ରାଜ୍ୟ

ଏପ୍ରିଲ ୧ରୁ ଘଣ୍ଟାକରେ ହେବ ଜମି କାଗଜପତ୍ର

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): ଏପ୍ରିଲ ୧ରୁ ଘଣ୍ଟାକରେ ସମସ୍ତ ଜମି କାଗଜପତ୍ର ମିଳିବ । ସବରେଜିଷ୍ଟ୍ରାର ଅଫିସରେ ପଞ୍ଜିକରଣ କଲେ ସେହିଦିନ ହିଁ ରେଜିଷ୍ଟ୍ରସନ ତଥ୍ୟ ମିଳିବ । ରାଜସ୍ବ ବିଭାଗ “ମୋ ସରକାର” ଅଧିନକୁ…

ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ

କଟକ,୨୪ ।୧(ଓଡିଶା ଭାସ୍କର): କଟକରେ ଏକ ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ସମବାୟ ଦୁଗ୍ଧ ମହାସଂଘର ଅଡିଟରେ ଦୁର୍ନୀତି ସାମ୍ନାକୁ ଆସିଥିଲା । ଏଥିରେ ୧୩ ଲକ୍ଷ…

କଲେଜ ପରିଷଦରୁ ବିଧାୟକଙ୍କୁ ବାଦ୍ ପ୍ରସଙ୍ଗରେ କଣ କହିଲେ ସୁଶାନ୍ତ ?

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): କଲେଜ ପରିଷଦରୁ ବିଧାୟକ ଓ ନେତା ବାଦ୍ ପ୍ରସଙ୍ଗରେ ପ୍ରତିକିୟା ରଖିଲେ ମନ୍ତ୍ରୀ ସୁଶାନ୍ତ ସିଂ । ସେ କହିଛନ୍ତି ଯେ, ବିଧାୟକମାନେ ସମୟ ଦେଇ ପାରୁନଥିବାରୁ ଶିକ୍ଷାବିତ୍ ରହିଲେ ଭଲ ।…

ପରଲୋକରେ ଜଗନ୍ନାଥ ରାଉତ

ଭୁବନେଶ୍ୱର, ୨୪ା୧(ଓଡ଼ିଶା ଭାସ୍କର): ପୂର୍ବତନ ଶିଳ୍ପ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ ଘଟିଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ସୂଚନା ମିଳିଛି । ୭୭ବର୍ଷ ବୟସରେ ହୃଦଘାତରେ…

BJB କଲେଜରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪ା୧(ଓଡ଼ିଶା ଭାସ୍କର): ବିଜେବି କଲେଜରେ ନବୀକରଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ସେଠାରେ ୬୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ ହୋଇଛି ।…

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୩ଟି ଫଳ ଦୋକାନ

ଭୁବନେଶ୍ୱର,୨୪ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର କଳ୍ପନା ଛକ ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିଲା ।…

ଜେଲରୁ ବାହାରିଲେ ପୁଞ୍ଜିଲାଲ

ପାଟଣାଗଡ଼, ୨୪ା୧(ଓଡ଼ିଶା ଭାସ୍କର): ବଲାଙ୍ଗୀର ଜେଲରୁ ଆଜି ବାହାରିଛନ୍ତି ପୁଞ୍ଜିଲାଲ ମେହେର । ନିଜ ମାଆଙ୍କର ଶୁଦ୍ଧୀକ୍ରିୟା ପାଇଁ ଜେଲରୁ ବାହାରିଛନ୍ତି ପୁଞ୍ଜିଲାଲ । ତାଙ୍କୁ ୪ଦିନିଆ ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟ…

ଗିରଫ ହେଲେ ବିଜେଡ଼ିର ପୂର୍ବତନ ବିଧାୟକ ଅନାମ ନାଏକ

କଳାହାଣ୍ଡି, ୨୩ା୧(ଓଡ଼ିଶା ଭାସ୍କର): ବିଜେଡ଼ିର ପୂର୍ବତନ ବିଧାୟକ ଅନାମ ନାୟକ ଗିରଫ ହୋଇଥିବା ସୂଚନା ମିଳିଛି । ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଅନାମ ନାୟକଙ୍କୁ ଜୟପୁର…

ବାଟବଣା ହାତୀ, ନେଇଗଲା ଦୁଇ ଜୀବନ

ଯାଜପୁର, ୨୩ା୧(ଓଡ଼ିଶା ଭାସ୍କର): ଯାଜପୁର ରୋଡ଼ ସ୍ଥିତ ଗୋଡିପାଟଣାରେ ହାତୀ ଆତଙ୍କ ଦେଖାଦେଇଛି । ଗାଁର ଦୁଇ ଜଣଙ୍କୁ ଦଳି ମାରି ଦେଇଛି ଉନ୍ମତ୍ତ ହାତୀ । ଗୋଡ଼ିପାଟଣା ପରେ ଗୁରୁସାହିରେ ହାତୀ ପଶିଥିଲା । ସେଠାରେ ହାତୀ…

ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ଜଜ୍

କଟକ, ୨୩ା୧(ଓଡ଼ିଶା ଭାସ୍କର): ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟ ବିଚାରପତି ହେବା ନେଇ ସୂଚନା ମିଳିଛି । ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ତାଙ୍କର ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ଏବେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ…