Browsing Category
ରାଜ୍ୟ
ବିଦେଶରେ ପାକିସ୍ତାନର ଅସଲ ମୁଖା ଖୋଲି ନିଜ ଦେଶକୁ ଫେରିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ
ଭୁବନେଶ୍ୱର: କିଛି ଦିନ ହେବ ବିଦେଶ ଗସ୍ତରେ ଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଏକା ନୁହଁନ୍ତି ତାଙ୍କ ସହ ତାଙ୍କ ଟିମ୍ ମଧ୍ୟ ବିଭିନ୍ନ ଦେଶ ବୁଲିବା ପରେ ନିଜ କର୍ମକ୍ଷେତ୍ର ଭୁବନେଶ୍ୱରକୁ ଫେରିଛନ୍ତି।…
୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ୨ ଚିହ୍ନଟ
ରାଞ୍ଚି,୭ା୬: ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫, ୬, ୭ ତାରିଖ ସର୍ଚ୍ଚ ଅପରେସନ ଏବଂ ଏନ୍କାଉଣ୍ଟରେ ଏହି ମାଓବାଦୀମାନେ ଟଳିପଡ଼ିଥିଲେ। ତେବେ ମୃତ ମାଓବାଦୀଙ୍କ ମଧ୍ୟରେ…
ଚୋରଙ୍କୁ ଦରକାର ମଦ, ଦୋକାନରେ ପଶିଲେ ଟଙ୍କା ବଦଳରେ ୯ ଲକ୍ଷର ମଦ ଚୋରି କରିନେଲେ
ମୟୁରଭଞ୍ଜ: ଚୋରଙ୍କୁ ଟଙ୍କା, ଅଳଙ୍କାର ଆଉ ଦରକାର ନାହିଁ, ଚୋରଙ୍କୁ ବି ଦରକାର ମଦ। ସେଥିପାଇଁ ତ ଦୋକାନରେ ପଶି ଟଙ୍କା ଚୋରି କରିବା ବଦଳରେ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମଦ କାର୍ଟନ।
ଏ କୌଣସି ବାହାର…
ଫୋନ୍ ନିଶା ହେଲା କାଳ, ହେଡ୍ଫୋନ୍ ଦେଇ କଥା ହେଉଥିବା ବେଳେ ମାଡ଼ିଗଲା ଟ୍ରେନ୍
ଭୁବନେଶ୍ବର: ବର୍ତ୍ତମାନ ସମୟରେ ମୋବାଇଲକୁ ନେଇ ବାଇଆ ଯୁବପିଢି । କେତେବେଳେ ରିଲ୍ସ କରୁକରୁ ଜୀବନ ଯାଉଛି ତ ଆଉ କେତେବେଳେ ଅସାବଧାନ ଭାବେ ଫୋନରେ କଥା ହେବା ବେଳେ ଜୀବନ ଯାଉଛି ।
ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ…
ଭୟଙ୍କର ଗଣଦୁଷ୍କର୍ମ, 4 ଅଭିଯୁକ୍ତ ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋଲନ୍ଥରା ଅଞ୍ଚଳରେ ଦୁଇ ନାବାଳିକା ଝିଅଙ୍କ ସହିତ ଘଟିଥିବା ଭୟଙ୍କର ଗଣଦୁଷ୍କର୍ମ ଘଟଣାରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପୁଲିସଙ୍କ କହିବା ଅନୁସାରେ, ଅଭିଯୁକ୍ତମାନେ…
ରଥ ଉପକରଣ କିଣିବା ପାଇଁ ଇଚ୍ଛୁକ ଅଛନ୍ତି କି? ଜାଣନ୍ତୁ କେଉଁ ରଥ ଚକର କେତେ ଦାମ୍
ଭୁବନେଶ୍ବର: ରଥ ଉପକରଣ ବିକ୍ରି ପାଇଁ ଘୋଷଣା ହେଲା ଦର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି କରାଯାଇଛି । ଏହିସହିତ ଚଳିତ ବର୍ଷ ନୂଆ ଦର ମଧ୍ୟ ଧାର୍ଯ୍ୟ କରାଯାଇଛି ।
କେଉଁ ରଥ ଚକ ଦାମ୍ କେତେ-…
ଘର ଭିତରେ ହେଲା ବିସ୍ଫୋରଣ, ମା’ ମୃତ, ଶିଶୁ ଗୁରୁତର
ଖୋର୍ଦ୍ଧା: ଘର ଭିତରେ ବିସ୍ଫୋରଣ। ଘରେ ଥିଲେ ମା' ଓ ଛୁଆ। ବିସ୍ଫୋରଣରେ ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ ଶିଶୁଟି ଗୁରୁତର ଅଛି। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାଟି ହେଉଛି ଖୋର୍ଦ୍ଧା ବୋଲଗଡ଼ ଥାନା…
ହାତୀଙ୍କ ଉତ୍ପାତ, ଚାଉଳ, ମାଣ୍ଡିଆ ଖାଇବା ସହ ନଗଦ ୮୦ ହଜାର ଟଙ୍କା ଖାଇଦେଲେ
ରାୟଗଡ଼ା: ହାତୀଙ୍କ ଉତ୍ପାତ। ଘରେ ପଶିଲେ ଚାଉଳ, ମାଣ୍ଡିଆ ଖାଇବା ସହ ଘର ଭାଙ୍ଗିଲେ। ଏତିକିରେ ସେମାନଙ୍କର ମନ ଶାନ୍ତି ହେଲା ନାହିଁ ଯେ, ମେହନତ କରି ଜମା କରିଥିବା ସବୁତକ ଟଙ୍କା ତାହା ପୁଣି ହଜାରେ କି ଦୁଇ ହଜାର…
ଇଲେକ୍ଟ୍ରିସିଆନକୁ ମାରି ମାଟି ତଳେ ପୋତିଦେଲେ
ବରଗଡ଼: ମଣିଷ ଭୁଲିଲା ମଣିଷ ପଣିଆ। ଜଣେ ଲୋକକୁ ମାରି ମାଟିରେ ପୋତିଦେଲା ଆଉ ଜଣେ ମଣିଷ। କିଏ କଲା କାହିଁକି କଲା ତାହା ଏପର୍ଯ୍ୟନ୍ତ କିଛି ବି ଜଣାପଡିଲା ନାହିଁ। ଏଭଳି ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି ବରଗଡର…
ପ୍ରକୃତିର ଚମତ୍କାର, ଓସ୍ତ ଗଛରେ ଫୁଟିଲା ଗୋଲାପ ଫୁଲ
ବିହାର: କେବେ ଆପଣ ଶୁଣିଛନ୍ତି, ଓସ୍ତ ଗଛରେ ଗୋଲାପ ଫୁଲ ଫୁଟିବା? ହଁ ଆଜ୍ଞା, ଏପରି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ଅନ୍ତର୍ଗତ ତୁର୍କି-ସରାୟ ରାସ୍ତାର ଛାଜାନ ନିକଟରେ। ଯେଉଁଠି ଏକ ଓସ୍ତ ଗଛରେ…