CHARIDHAM
Browsing Category

ରାଜ୍ୟ

OSSC ପକ୍ଷରୁ ବାହାରିବ ୧୭୦୦ ପଦବୀ: ଚଳିତ ବର୍ଷ ଠାରୁ ଆରମ୍ଭ ହେବ ଏକକ ଯୋଗ୍ୟତା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ନିଯୁକ୍ତି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଚଳିତ ବର୍ଷଠାରୁ ଆରମ୍ଭ ହେବାକୁ…

Cyclone Update: ଦୁର୍ବଳ ହେଲା ‘ସିତ୍ରାଙ୍ଗ’, ନେଲା ୫ ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’ ଦୁର୍ବଳ ହୋଇଯାଇଛି । ବାତ୍ୟା ଆସନ୍ତା ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ସେହିପରି ଆଜି ରାତିରେ ବାତ୍ୟା ଗଭୀର ଅବପାତରେ ପରିଣତ…

ଅର୍କକ୍ଷେତ୍ର ପାଲଟିବ ପ୍ରଥମ ସୋଲାର ଟାଉନ: ସୌରଶକ୍ତିରେ ଆଲୋକିତ ହେବ ସହର

କୋଣାର୍କ: ସାରା କୋଣାର୍କ ସହରକୁ ଏବେ ଆଲୋକିତ କରିବ ସୌରଶକ୍ତି । ରାଜ୍ୟର ପ୍ରଥମ ସହର ଭାବରେ ଅର୍କକ୍ଷେତ୍ର କୋଣାର୍କ ହେବ ସୌର ସହର । ଗୁଜୁରାଟ ଏବଂ ମୋଢେରା ଭଳି ଏବେ କୋଣାର୍କ ଏନଏସି ମଧ୍ୟ ପାଲଟିବ ସୋଲାର ଟାଉନ ।…

ବାଣ ଦୋକାନରେ ବିସ୍ଫୋରଣ: ଦୁର୍ଘଟଣାରେ ୪ ଜଣ ଗୁରୁତର

କାମାକ୍ଷାନଗର: ଦୋକାନରେ ବାଣ ବିକ୍ରି କରିବା ପଡିଛି ମହଙ୍ଗା । ଦୋକାନରେ ବାଣ ଫୁଟି ଗୁରୁତର ହୋଇଛନ୍ତି ୪ ଜଣ ବ୍ୟକ୍ତି । ଗୁରୁତର ଆହତଙ୍କ ମଧ୍ୟରେ ଜଣେ ନାବାଳକ ଏବଂ ନାବାଳିକା ରହିଥିବା ନେଇ ସୂଚନା ମିଳିଛି ।…

ଦୀପାବଳିରେ ଅଭାବନୀୟ, ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ପୁରୀ: ଫୁଟିଲା ବୋମା ହେଲା ଗୁଳିମାଡ଼। ଦୀପାବଳୀ ଭଳି ଦିନରେ ପିପିଲିରେ ଘଟିଯାଇଛି ଏଭଳି ଅଘଟଣ। ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଏନସି ଅଞ୍ଚଳ ହନୁମାନ ମନ୍ଦିର ନିକଟରେ ଯୁବକଙ୍କୁ ଏହି ଗୁଳିମାଡ଼ ହୋଇଛି। ଏହି…

ଅର୍ଚ୍ଚନା କେସର ତଦନ୍ତ କରିବ ED! ଖୋଲିବ ସବୁ ବେଆଇନ ଅର୍ଥ କାରବାରର ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ନୂଆ ଅପଡେଟ୍ ଆସିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଏବେ ଜେଲର ଚାରିକାନ୍ଥ ଭିତରେ…

Cyclone Update: ୧୨ ଘଣ୍ଟା ପରେ ଭୀଷଣ ବାତ୍ୟା, ବର୍ଷା ପାଇଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରାଜ୍ୟ ପାଇଁ ବିପଦ ହଟିଯାଇଥିବା ବେଳେ ଏବେ ରହିଛି କେବଳ ବର୍ଷା ଭୟ । ଆସନ୍ତା ୧୨ ଘଣ୍ଟାରେ ବାତ୍ୟା ଭୟଙ୍କର ରୂପ ନେବ ।…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ଥାପନ ହେବ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍, BMC କରୁଛି ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କ ପାଇଁ ଏକ ଖୁସି ଖବର ଆସିଛି । ମହିଳା ଏସଏଚଜିଙ୍କୁ ମିଳିବ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ । ରାଜଧାନୀ ଭୁବନେଶ୍ୱର ସ୍ଥିତ ସିଆରପି ଛକ ନିକଟରେ…

(Video) ମାଡ଼ି ଆସିବ କି ମହାବିପଦ: ପୁରୀ ଶ୍ରୀମନ୍ଦିରରୁ ଖସିଲା ୨୦ କେଜିର ପଥର, ମହାପ୍ରଭୁଙ୍କର ଏ କି ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ଅପାର । ପ୍ରଭୁଙ୍କ ଦର୍ଶନ ଟିକିଏ ପାଇବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଧାଇଁ ଆସିଥାନ୍ତି ପୁରୀ । କାଳିଆର ଦୁଇ ଆଖିକୁ ଥରେ…

ଖାଇବା ଖରାପ ଥିଲା ବୋଲି ହୋଟେଲ ମାଲିକକୁ କଲେ ଅଭିଯୋଗ ;ରାଗରେ ହୋଟେଲ ମାଲିକ ଫିଙ୍ଗିଲା ଗରମ ତେଲ

କଟକ :ଅଭିଯୋଗ କରିବା ପଡିଲା ମହଙ୍ଗା। ହୋଟେଲରେ ରାତ୍ରୀ ଭୋଜନ କରୁଥିବା ଜଣେ ବ୍ୟକ୍ତିଙ୍କୁ ହୋଟେଲର ଖାଦ୍ୟର ସ୍ୱାଦ ପସନ୍ଦ ଆସିଲାନାହିଁ । ଏହାପରେ ସେ ହୋଟେଲ ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ। ଖାଇବାର ଖରାପ ହେବା…