Browsing Category
ରାଜ୍ୟ
ଅପରାଧୀଙ୍କୁ ସାବାଡ଼ କରିବାକୁ ଜେଲ୍ ପରେଡ୍ ଅଭିଯାନ ଆରମ୍ଭ, ଏଣିିକି ପ୍ରତି ରବିବାର ଜେଲ୍ ପରିଦର୍ଶନରେ ଯିବେ ଥାନା ଅଧିକାରୀ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୁଟ୍, ରାହାଜାନୀ, ଚୋରି, ଡକାୟତି, ହତ୍ୟା ଉଦ୍ୟମ, ହତ୍ୟାକାଣ୍ଡ, ଦୁଷ୍କର୍ମ, ପ୍ରେମଜନିତ…
ରାଜ୍ୟରେ ମୌସୁମୀ ସକ୍ରିୟ, ପ୍ରବଳ ବର୍ଷା ସମ୍ଭାବନା: ୭ ଦିନ ପର୍ଯ୍ୟନ୍ତ ବର୍ଷିବ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ରାଜ୍ୟରେ ଏବେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଏଥି ସହ ଓଡ଼ିଶାର ଦକ୍ଷିଣାଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ତେଣୁ ରାଜ୍ୟରେ ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି…
କରୋନାରେ କାହିଁକି ବାରମ୍ବାର ହେଉଛନ୍ତି ସଂକ୍ରମିତ ? ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରି ରଖିଛି । ଏହାର ଅନେକ ଭାରିଆଣ୍ଟ ଏବଂ ସବ୍ ଭାରିଆଣ୍ଟ ମଧ୍ୟ ଆସିଛି । ଏବେବି ଅନେକ ଦେଶରେ ସଂକ୍ରମଣ ବ୍ୟାପିବାର ଦେଖାଯାଉଛି ।…
ଭୁବନେଶ୍ୱରରେ ୨୦୨୧ ସିଭିଲ ସର୍ଭିସ୍ ଟପ୍ପର ଶ୍ରୁତି ଶର୍ମା, ପରୀକ୍ଷାର୍ଥୀଙ୍କୁ ଦେଲେ ଟିପ୍ସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୧ ସିଭିଲ ସର୍ଭିସ୍ ଟପ୍ପର ହୋଇ ଆଇଏଏସ ବନିଥିବା ଶ୍ରୁତି ଶର୍ମା ରବିବାର ପରୀକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ବାଜିରାଓ ଆଇଏଏସ ଏକାଡେମୀ ତରଫରୁ ଆୟୋଜିତ ହୋଇଥିବା ଏକ…
କାଳିଆ ଆଗରେ ପାପ: ବଡଦାଣ୍ଡରେ ଯୁବତୀଙ୍କୁ ଅସଦାଚରଣ କଲେ ସୁରକ୍ଷାକର୍ମୀ
ପୁରୀ: ମହାବାହୁଙ୍କ ଦର୍ଶନ ଲାଗି ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ହରିବୋଲ ହୁଳହୁଳି ଓ ଘଣ୍ଟଘଣ୍ଟାରେ କମ୍ପି ଉଠୁଛି ଶ୍ରୀକ୍ଷେତ୍ର ପୁରୀ । ଗୁଣ୍ଡିଚା ଯାତ୍ରା ଠାରୁ ଆରମ୍ଭ କରି ବାହୁଡା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ…
ଚାଉଳ ଉତ୍ପାଦନରେ ଓଡ଼ିଶା ଆଗରେ: ପିଆଜ, ତେଲ, ଲୁଣ, ଡାଲି, ଚିନି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ- ସରକାରୀ ତଥ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାନ ଓ ଚାଉଳ ଉତ୍ପାଦନରେ ୨୦ ବର୍ଷ ତଳେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟ ଥିଲା । ମାତ୍ର ସର୍ବଭାରତୀୟ ସ୍ତରରେ ଓଡ଼ିଶା ଏବେ ଏକ ବଳକା ରାଜ୍ୟରେ ପରିଣତ ହୋଇସାରିଛି । ଅପରପକ୍ଷେ ଅନ୍ୟ କିଛି…
ସ୍କୁଲରେ ପଢାଯିବ କୋଭିଡ ପାଠ…
ଓଡ଼ିଶା ଭାସ୍କର: ସ୍କୁଲମାନଙ୍କରେ ଜଳବାୟୁ ପରିବର୍ତ୍ତନ ଓ କୋଭିଡ ପରିଚାଳନା ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…
ଟ୍ରାଫିକ ନିୟମ ଭାଙ୍ଗିଲା, ଛୁରୀରେ ଆକ୍ରମଣ କଲା: ପୋଲିସ କର୍ମୀଙ୍କୁ ଅଧ କିଲୋମିଟର ଘୋଷାରି ନେଲା, ଦେଖନ୍ତୁ Video
ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଇଥାଏ । ତେବେ ଏପରି ଏକ ଘଟଣା ନଭି ମୁମ୍ବାଇରେ ଦେଖିବାକୁ ମିଳିଛି । ଜଣେ କାର ଚାଳକ ଟ୍ରାଫିକ ନିୟମ ଭାଙ୍ଗିବା ସହିତ ପୋଲିସ…
ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ: ଦିନକରେ ଚିହ୍ନଟ ହେଲେ ୫୭୬ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିବାର ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ହେବ କରୋନା ଗ୍ରାଫ ୪୦୦ ଟ୍ରେଣ୍ଡିଂରେ ରହିବା ପରେ ଏବେ ରାଜ୍ୟ ପିଜିଟିଭ ହାର ୫୦୦କୁ ବୃଦ୍ଧି ପାଇଛି । ଲଗାତାର ଦୁଇ ଦିନ ହେଲା…
ଜିଏସଟି କମିଶନର ପଦରେ ଯୋଗ ଦେଲେ ବିଜୟ କୁମାର କର: ୧୯୮୯ ବ୍ୟାଚର ଥିଲେ ଅଧିକାରୀ
ଭୁବନେଶ୍ୱର : ଭୁବନେଶ୍ୱର ଜୋନ୍ ମୁଖ୍ୟ ଜିଏସଟି କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ କୁମାର କର । ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ବିଜୟ କୁମାର କର (ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ )…