Browsing Category

ରାଜ୍ୟ

ସାଢ଼େ୧୪ ଲକ୍ଷର ବ୍ରାଉନସୁଗାର ଜବତ କଲା ବାଲିକୁଦା ପୁଲିସ, ଧଳାଜହର କାରବାର ଲିପ୍ତ ମହିଳା ବେପାରୀକୁ ବାନ୍ଧିଲା

ଜଗତସିଂହପୁର, (ଭାସ୍କର ନ୍ୟୁଜ୍‌) : ଜଗତସିଂହପୁର ଅବକାରୀ ଇପସପେକ୍ଟରଙ୍କ ନେତୃତ୍ୱରେ ବାଲିକୁଦା ଥାନା ଅଧୀନ ସୁକିଦା ଗ୍ରାମରେ ଚଢ଼ାଉ କରାଯାଇ ୧୪୩ଗ୍ରାମ ବ୍ରାଉନସୁଗର ଜବତ ହେବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।…

ହୀରାକୁଦ ଜଳଭଣ୍ଡାରେ ୬୦୫ ଫୁଟ୍‌ ଛୁଇଁଲା ଜଳସ୍ତର, ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ସମ୍ବଲପୁର (ଭାସ୍କର ନ୍ୟୁଜ୍):  ରାଜ୍ୟରେ ମୌସୁମୀ ବାୟୁ ଛୁଇଁବାର ମାସକ ପରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି। ଶୁକ୍ରବାର ବର୍ଷ ପ୍ରଥମ କରି ଇନଫ୍ଲୋ ୨ ଲକ୍ଷ କ୍ୟୁସେକ୍‌ ଅତିକ୍ରମ କରିଛି । ଶୁକ୍ରବାର…

ଦୁର୍ବଳ ହେଉଛି ଲଘୁଚାପ ପ୍ରଭାବ: ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୫ ଜିଲ୍ଲାରେ ଛେଚିବ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସୃଷ୍ଟ ଲଘୁଚାପ ଉପକୂଳ ଓଡିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛ`ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି ।ସେହି ରି ମୌସୁମୀ ଜନିତ…

କୋର୍ କାର୍ବନ ଚୁଲା ଆରମ୍ଭ: ପ୍ରଦୂଷଣ ରୋକିବାରେ ଗାଁ ଲୋକଙ୍କ ପାଇଁ ହେବ ସୁବିଧା ଉପାୟ

ସମ୍ବଲପୁର: ଏଣିକି କମ ଧୂଆଁରେ ହେବ ରୋଷେଇ, କାରଣ ସମ୍ବଲପୁରରେ ଆରମ୍ଭ ହୋଇଯାଇଛି କୋର୍ କାର୍ବନ ଚୁଲା ଯୋଜନା । ବର୍ତ୍ତମାନ ସମୟରେ ଗାଁ ଲୋକଙ୍କୁ ଭଲ ପରିବେଶ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଛି ଏହି କୋର୍ କାର୍ବନ ଚୁଲା…

OAS ସ୍ତରରେ ଅଦଳବଦଳ, କ୍ଷୀରୋଦ କୁମାର ବେହେରା ହେଲେ ପୁରୀ ଡେପୁଟି କଲେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । କୋଷାଗୁମୁଡ଼ାର ପୂର୍ବତନ ବିଡିଓ ଏ. କାର୍ତ୍ତିକଙ୍କୁ ନାରାୟଣପାଟଣା ତହସିଲଦାର ଦାୟିତ୍ୱ ଦିଆଯାଇଛି । ଝରିଗାଁର…

ମଣିଷ ପେଟରୁ ଜନ୍ମ ନେଲେ ହନୁମାନ: ଜାଣନ୍ତୁ ଆଶ୍ଚର୍ଯ୍ୟକର ଘଟଣାର ସମ୍ପୂର୍ଣ୍ଣ ରହସ୍ୟ 

କେନ୍ଦ୍ରାପଡା: ଜଣେ ମଣିଷର ପେଟରୁ ଜନ୍ମ ନେଇଛି ଏକ ମାଙ୍କଡ ଛୁଆ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିରାଟ ସତ । ମଣିଷ ପେଟରୁ ମଣିଷ ଛୁଆ ବଦଳରେ କିପରି ମାଙ୍କଡ ଛୁଆର ଜନ୍ମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି…

nirf ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତାରେ ୨୬ ତମ ସ୍ଥାନରେ ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜର ଏକ ଦଶନ୍ଧିର ଗୌରବମୟ ଯାତ୍ରାରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା…

ରାଗିଂ ପାଇଁ ରାଜ୍ୟ ସରକାର ଲାଗୁ କରିବେ କଠୋର ଆଇନ, ଜାରି ହେବ ହେଲପ୍ ଲାଇନ୍ ନମ୍ବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ପାଖାପାଖି ୨ ସପ୍ତାହ ପୂରିବାକୁ ବସିଥିଲେ ହେଁ ମୃତ୍ୟୁ…

କ୍ରିକେଟ ବେଟିଂ କରି ଧରା ପଡିଲେ ଯୁବକ: ୪ ଜଣଙ୍କୁ ଗିରଫ କଲା ପୋଲିସ

କଟକ: କ୍ରିକେଟ ବେଟିଂ କରିବା ପଡିଛି ମହଙ୍ଗା । ୪ ଜଣ ଯୁବକଙ୍କୁ ଏ ମାମଲାରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚକୁ ନେଇ ବେଟିଂ ସମୟରେ ରେଡ କରିଛି ପୋଲିସ । ଯାହା…

କରୋନା ସଂକ୍ରମଣକୁ ନେଇ ତଥ୍ୟ ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ: କହିଲେ ରାଜ୍ୟରେ କୋଭିଡ ସ୍ଥିତି…

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କରୋନାର ସଂକ୍ରମଣ ଦିନକୁ ଦିନ ବଢୁଥିଲେ ମଧ୍ୟ ସ୍ଥିତି ଏବେ ବି ଉଦବେଗଜନକ ନାହିଁ…