Browsing Category

ରାଜ୍ୟ

ଓଡ଼ିଶାରେ ପୁଣି ମାଡ଼ିଲା କରୋନା: ୨୪ ଘଣ୍ଟାରେ ୨୪୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ୨ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଆଜିଠୁ OJEE : ୫୮ ହଜାର ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାସ ଏକ୍ସଜାମିନେସନ ୨୦୨୨ ପରୀକ୍ଷା । ଜୁଲାଇ ୪ରୁ ରୁଲାଇ ୮ ପର୍ଯ୍ୟନ୍ତ ପରୀକ୍ଷା ହେବାର କାର୍ଯ୍ୟସୂଚୀ ରହିଛି । ତେବେ ଗତ ଦୁଇ ବର୍ଷ ତୁଳନାରେ ଚଳିତ ବର୍ଷ…

ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ, ଆଗାମୀ ୪ରୁ ୫ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ରାଜ୍ୟକୁ ଆସୁଛି ଆଉ ଏକ ବଡ ବର୍ଷା। ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣି ବଳୟ ପ୍ରଭାବରେ, ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ…

କଲଭର୍ଟର ପିଟିହୋଇ ଜଳିଗଲା ଯାତ୍ରୀବାହୀ ବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ ସକାଳୁ ବରମୁଣ୍ଡା ଛକ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ବସ୍‌ଟି ଦ୍ରୁତଗତିରେ ଆସୁଥିବା ବେଳେ ରାସ୍ତାକଡା କଲଭର୍ଟର ପିଟି ହୋଇଯାଇଥିଲା। ଏହାପରେ…

CBSE ଦଶମ ଦ୍ୱାଦଶ ଫଳାଫଳ ଆଜି! ସିଧାସଳଖ ଏହି ଲିଙ୍କରେ ଯାଇ ଯାଞ୍ଚ କରନ୍ତୁ ରେଜଲ୍ଟ

ଭୁବନେଶ୍ୱର: CBSE ଦଶମ ଦ୍ୱାଦଶ ଟର୍ମ -୨ ଫଳାଫଳ ଆଜି ଜୁଲାଇ ୪, ୨୦୨୨ ରେ ପ୍ରକାଶିତ ହେବାର ସମ୍ଭାବନା ଅଛି। ତେବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) CBSE ଦଶମ ଦ୍ୱାଦଶ ଫଳାଫଳ ଘୋଷଣା ସମ୍ପର୍କରେ…

କାଛୁ କୁଣ୍ଡିଆ ହୋଇଥିବାରୁ ୬ ଆଦିବାସୀ ଛାତ୍ରଙ୍କୁ ହଷ୍ଟେଲରୁ ତଡ଼ି ଦେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା…

ଯାଜପୁର, (ଭାସ୍କର ନ୍ୟୁଜ୍‌) : ଯାଜପୁରସହର ନିକଟସ୍ଥ ଚିତାଳୋ ପଞ୍ଚାୟତ ଚିତାଳୋ ଠାରେ ଥିବା ରକ୍ଷାକାଳୀ ସଂସ୍କୃତ ବିଦ୍ୟାଳୟ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରୁ କିଛି ଆଦିବାସୀ ଛାତ୍ର ଉକ୍ତ ବିଦ୍ୟାଳୟରେ ପାଠ ପଢ଼ିବା…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା: ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବଙ୍ଗଳାଦେଶ ଏବଂ ତାର ପାର୍ଶ୍ୱବର୍ତ୍ତୀ  ଅଞ୍ଚଳରେ ଥିବା ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା…

ଅଟକିଯାଇଛି ବ୍ରହ୍ମ ତାଳଧ୍ୱଜ ରଥ, ଗଡ଼ୁନାହଁ ଆଗକୁ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ତୁଳସୀ କ୍ଷେତ୍ର କୁହାଯାଉଥିବା କେନ୍ଦ୍ରପଡ଼ାର ପ୍ରସିଦ୍ଧ ବଳଦେବଜୀଉଙ୍କ ପ୍ରସିଦ୍ଧ ରଥାଯାତ୍ରାରେ ଦେଖାଦେଇଛି ବିଭ୍ରାଟ । ଆଜିକୁ ୩ ଦିନ ହୋଇଥିଲେ ବି ମାଉସୀ ମା’ ମନ୍ଦିରରେ ପହଞ୍ଚିପାରିନାହିଁ ବ୍ରହ୍ମ ତାଳଧ୍ୱଜ ରଥ ।…

(Video) ଧୁମ୍ ଫିଲ୍ମ ଷ୍ଟାଇଲରେ ସ୍କୁଲରୁ ଚୋରି, ଧରିବାକୁ କଲେ ଚାଲେଞ୍ଜ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣ ପରଦାରେ ଧୁମ୍ ଫିଲ୍ମ ନିଶ୍ଚୟ ଦେଖିଥିବେ । ଯେଉଁଥିରେ ଚୋର ଚରିତ୍ରରେ ଅଭିନୟ କରୁଥିବା କଳାକାର କିଭଳି ଭାବରେ ଚୋରି କରୁଛନ୍ତି, ଆଉ ପୁଣି ପୋଲିସକୁ ମଧ୍ୟ ଚାଲେଞ୍ଜ ମଧ୍ୟ କରୁଛନ୍ତି ।…

ଆସନ୍ତାକାଲି ‘ବନକଲାଗି’ ନୀତି: ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ହଜାର ହଜାର ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିଛନ୍ତି । ତେବେ ଦୀର୍ଘ ଦୁଇବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିବା ବେଳେ ଏଥର ଭକ୍ତମାନେ କାଳିଆକୁ…