Browsing Category
ରାଜ୍ୟ
ପେଡ୍ ପିରିୟଡ୍ ଲିଭ୍ ଦାବି କଲେ ସମ୍ବଲପୁର ଝିଅ, କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଅନ୍ଲାଇନ୍ରେ ଅନୁରୋଧ
ସମ୍ବଲପୁର: ଋତୁସ୍ରାବ ସମୟରେ କର୍ମଜୀବୀ ମହିଳା ଅସ୍ବସ୍ତି ଅନୁଭବ କରିଥାନ୍ତି ଏଥୁରୁ ଆଶ୍ବସ୍ତି ପାଇବା ପାଇଁ ସମ୍ବଲପୁର ଏନ୍ଗୁହା ଲାଇନର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ଆଗେଇ ଆସିଛନ୍ତି । ସେ ପେଡ୍ ପିରିୟଡ ଲିଭ୍ ପାଇଁ…
ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ, ଖୁଆଡ଼ ଭିତରେ ବିଷାକ୍ତ ସର୍ପ ଦଂଶନ କରିଥିବା ସନ୍ଦେହ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ସଂହୀର ମୃତ୍ୟୁ ସୂଚନା ଗତକାଲି ସନ୍ଧ୍ୟାରେ ସାପ କାମୁଡ଼ିଥିବାରୁ ସିଂହୀକୁ ଚିକିତ୍ସା କରାଯାଇଥିଲା। ନନ୍ଦନକାନନ ଖୁଆଡ଼ ନଂ…
ପୋଲିସ ପରିଚୟ ଦେଇ ବନ୍ଧୁକ ମୁନରେ ଅପହରଣ : ଯୁବକଙ୍କୁ ଛାଡ଼ିବା ପାଇଁ ୭ ଲକ୍ଷ ଡିମାଣ୍ଡ କଲେ ଦୁବୃର୍ତ୍ତ, ୩ ଲକ୍ଷ ଦେଲେ ପରିବାରଲୋକ !
ନୂଆପଡ଼ା, (ଭାସ୍କର ନ୍ୟୁଜ୍): ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଘରୁ ଅପହଣର କରି ନିଆଯାଇଥିଲା । ପରେ ୭ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଯୁବକ ଜଣକ…
କାଠ କାଟିବା ମେସିନ୍ରେ ବେକ କାଟି ଯବାନଙ୍କ ଆତ୍ମହତ୍ୟା, ତଦନ୍ତ ଆରମ୍ଭ କଲା ପୋଲିସ
ମାଲକାନଗିରି, (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା । ବିଜାପୁରରେ ମୁତୟନ ଜଣେ ସିଆର୍ପିଏଫ୍ ଯବାନ କାଠ କାଟିବା ମେସିନ୍ରେ ବେକ କାଟି ଆତ୍ମହତ୍ୟା କରିଛନ୍ତି । ଜିଲ୍ଲାର ଜେତାଲୁର ମାର୍ଗ ଠାରେ…
ପୁଣି ଫେରିଲା ତାତି: ଆହୁରି ଦୁଇଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, କଲବଲ କରିବ ଗୁଳୁଗୁଳି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ରାଜ୍ୟକୁ ପୁଣି ଫେରିଛି ତାତି । କିଛି ଦିନର ବ୍ୟବଧାନ ପରେ କଲବଲ କରୁଛି ଖରା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ…
ଆସିଷ୍ଟାଣ୍ଟ ପ୍ରଫେସର ସାକ୍ଷାତକାର ପରୀକ୍ଷା ବନ୍ଦ କଲା OPSC, UGCର ନିର୍ଦ୍ଦେଶ ପରେ ନିଆଗଲା ପଦକ୍ଷେପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସାକ୍ଷାତକାର ପରୀକ୍ଷା ବନ୍ଦ କରାଯାଇଛି । ୟୁନିଭରସିଟି ଗ୍ରାଣ୍ଟସ କମିଶନ (ୟୁଜିସି)ର ତାଗିଦ ପରେ ଓପିଏସସି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।…
ବାଇକ୍ ଚାଳକ ହୋଇଯାଆନ୍ତୁ ସାବଧାନ: ରାଜ୍ୟରେ ଲଗାତର ଦୁଇଦିନ ଧରି ବନ୍ଦ ରହିବ ପେଟ୍ରୋଲ ପମ୍ପ, ଜାଣନ୍ତୁ ଡିଟେଲ୍ସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଲଗାତର ଦୁଇଦିନ ପାଇଁ ବନ୍ଦ ରହିବ ପେଟ୍ରୋଲ ପମ୍ପ । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ପେଟ୍ରୋଲ ପମ୍ପ ବନ୍ଦ ରହିଲେ…
ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଘୋଷଣା ହେଲା ଧର୍ମପଦ ପୁରସ୍କାର, ଜାଣନ୍ତୁ କେଉଁମାନଙ୍କୁ ମିଳିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଧର୍ମପଦ ପୁରସ୍କାର’ ଘୋଷଣା କରାଯାଇଛି । ପୂର୍ବରୁ ଗତ ୩ ତାରିଖରେ ବାଲୁକା ଶିଳ୍ପୀ ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ କରାଯାଇଥିଲା…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୯ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ସୋସିଆଲ ମିଡିଆରେ ପାଟି ଖୋଲିବେନି ଅନୁଭବ-ବର୍ଷା, ଅଙ୍କୁଶ ଲଗାଇଲେ ହାଇକୋର୍ଟ
କଟକ: ଅନୁଭବ ବର୍ଷା ପାରିବାରିକ ବିବାଦ ଉପରେ ଶୁଣାଣି କରିଛନ୍ତି ହାଇକୋର୍ଟ। ଓଡ଼ିଶା ହାଇକୋର୍ଟ ଉଭୟ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପରସ୍ପର ବିରୋଧରେ ସୋସିଆଲ ମିଡିଆରେ କିଛି ପୋଷ୍ଟ…